ସାଇବର ଅପରାଧ କାର୍ଯ୍ୟକଳାପରେ କୁଜଙ୍ଗ ଲିଂକ୍, ସିମ୍ ଦୋକାନରେ ସିବିଆଇ ଚଢ଼ାଉ
କୁଜଙ୍ଗ : ମୋବାଇଲ୍ ସିମ୍ ଜାଲିଆତି ଓ ସାଇବର ଅପରାଧ ମାମଲାରେ ଆଜି (ଶୁକ୍ରବାର) ଦିଲ୍ଲୀ ଓ ଓଡ଼ିଶା ସିବିଆଇର ମିଳିତ ଟିମ୍ ଜଗତସିଂହପୁରର କୁଜଙ୍ଗର ଏକ ମୋବାଇଲ୍ ଦୋକାନରେ ଚଢ଼ାଉ କରିଛି। ଚଢ଼ାଉରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଉକ୍ତ ମୋବାଇଲ୍ ଦୋକାନରେ ଟିମ୍ ସଦସ୍ୟମାନେ ଦିନ ତମାମ ଯାଞ୍ଚ କରିଥିଲେ। ଚଢାଉରେ ଏହି ଦୋକାନରୁ ଆକେଟିଭେଟ ହୋଇଥିବା ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ସିମକାର୍ଡ ଠାବ କରାଯାଇଛି। ଏହାର ଏକ ତାଲିକା ପ୍ରସ୍ତୁତ କରି ସେମାନେ […]
ସଂପୂର୍ଣ୍ଣ ପଢନ୍ତୁ