ଝଙ୍କଡ଼ ସାରଳାପୀଠରେ ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ୨୦୨୬ ଉଦଘାଟିତ

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖସ୍ଥ, କନକପୁର ବଜାର ପଡିଆରେ ଗତ ଶନିବାର ଦିନ ସନ୍ଧ୍ୟାରେ, ସାରଳାମଣ୍ଡଳ ଭାଗବତ ଭକ୍ତସମାଜ ଆନୁକୂଲ୍ୟରେ, ଦୀର୍ଘ ଏକସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ୨୦୨୬ ବିପୁଳଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃ ସମୟରେ ନାମସଂକୀର୍ତ୍ତନ ମାଆଙ୍କ ବେଢା ପରିକ୍ରମା କରିଥିଲା । ପରେ ବ୍ୟାସ ପଣ୍ଡିତ ବିଶ୍ୱନାଥ ଶତପଥୀ ଓ ଉପବ୍ୟାସ […]

ସଂପୂର୍ଣ୍ଣ ପଢନ୍ତୁ

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଜୟଦେବ ଭବନରେ ପାଳିତ

ଭୁବନେଶ୍ୱର: ଓଡ଼ିଆ ଜାତିର ଏକତା, ସ୍ୱାଭିମାନ ଓ ସମଗ୍ରିକ ଉନ୍ନତି ପାଇଁ ଅସାଧାରଣ ଅବଦାନ ରଖିଥିବା ମହାନ ଦୂରଦର୍ଶୀ ଶାସକ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଆଦର୍ଶ ଓ କୃତି ଆଜିବି ସମାଜ ପାଇଁ ପଥପ୍ରଦର୍ଶକ ଭାବେ ରହିଛି। ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପାରଳା ଗଜପତି ବିକାଶ ମଞ୍ଚର ଯୁଗ୍ମ ଆନୁକୂଲ୍ୟରେ ଜୟଦେବ ଭବନ, ଭୁବନେଶ୍ୱରରେ ଆୟୋଜିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ […]

ସଂପୂର୍ଣ୍ଣ ପଢନ୍ତୁ

ଗୁଣୁପୁର ଶନିଘାଟ ବିରୂପା ନଦୀରେ ବୁଡି କଲେଜ ଛାତ୍ରଙ୍କ ମୃତ୍ୟୁ

ମାହାଙ୍ଗା :  ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତରେ ଅବସ୍ଥିତ ଗୁଣୁପୁର ଶନି ଘାଟ ନିକଟରେ ଆଜି ଜଣେ ନାବାଳକ ଛାତ୍ର ବିରୂପା ନଦୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି। ଆଜି ଶନି ଓଷା ଓ ଶନିଶ୍ଚରଙ୍କ ବାର୍ଷିକ ଉତ୍ସବ ପାଳନ ଅବସରରେ ଶନି ମନ୍ଦିରରେ ପାଣି ଢ଼ାଳିବାକୁ ବହୁ ଶ୍ରଦ୍ଧାଳୁ ଆସିଥିବା ବେଳେ ଦୁଇ ସାଙ୍ଗ ମଧ୍ଯ ମନ୍ଦିର ବାହାରିଥିଲେ । କୁସୁପୁର ପଞ୍ଚାୟତ ଅନ୍ତର୍ଗତ ବାଗସରପୁର ଗ୍ରାମର ମୃତ୍ୟୁଞ୍ଜୟ ସେଠୀ ଓ ତାଙ୍କ ସାଙ୍ଗ […]

ସଂପୂର୍ଣ୍ଣ ପଢନ୍ତୁ
Lightning 2

ଆସନ୍ତାକାଲିଠୁ ଉତ୍ତର ଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ !

ଭୁବନେଶ୍ୱର : ସାରା ରାଜ୍ୟରେ ଅନୁଭୂତ ହୋଇଛି ଅସହ୍ୟ ତାତି । ତାତି ପରେ କାଳ ବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତାକାଲି ଠୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଆସନ୍ତାକାଲି ଠୁ ଉତ୍ତରଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି  ।  ମେ ୧ ତାରିଖ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି […]

ସଂପୂର୍ଣ୍ଣ ପଢନ୍ତୁ

ବିହାରୀ ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ, ସିଦ୍ଧ ପଣ୍ଡିତ ନାଁରେ ଘରେ ପଶି ଲୁଟୁଥିଲେ

ସୁନ୍ଦରଗଡ଼ : ବିହାରୀ ଠକ ଗ୍ୟାଙ୍ଗ ଗିରଫ ।  ସିଦ୍ଧ ପଣ୍ଡିତ ନାଁରେ ଘରେ ପଶି ଲୁଟୁଥିଲେ ଟଙ୍କା ଓ ଗହଣା। ସୁନ୍ଦରଗଡ଼ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଧରାପଡ଼ିଲା ଗ୍ୟାଙ୍ଗ୍ । ଏମାନଙ୍କ ଠାରୁ ପିତ୍ତଳ ମୂର୍ତ୍ତି, ପୂଜାପାଠ ବହି, ୭ ମୋବାଇଲ ଫୋନ, ବିଭିନ୍ନ ରତ୍ନ ପଥର ଓ ଲୁଟ୍ ସୁନା ଗହଣା ଜବତ କରାଯାଇଛି। ସୁନ୍ଦରଗଡ଼ ସଦର ଥାନା ଲଙ୍କାହୁଡ଼ା ଗାଁରେ ଘଟିଛି ଏଭଳି ଘଟଣା । ଗତକାଲି ପାଞ୍ଚ ଜଣ ଅଜଣା ବ୍ୟକ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ବେଆଇନ ଗୋଦାମ ଉପରେ ଚଢ଼ାଉ, ୫୦୦ ଏଲପିଜି ସିଲିଣ୍ଡର ଜବତ

କଟକ:୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ । ଆଜି ସକାଳେ କଟକ ସଦର ଥାନା ଅନ୍ତର୍ଗତ ବାରଙ୍ଗ ବ୍ଲକର ବ୍ରାହ୍ମଣ ଝରିଲୋରେ ଏକ ବେଆଇନ ଗୋଦାମ ଉପରେ ପୁଲିସ୍‌, ଜିଲ୍ଲା ପ୍ରଶାସନ ଏବଂ ସିଭିଲ ଯୋଗାଣ ଅଧିକାରୀଙ୍କ ଏକ ମିଳିତ ଟିମ୍ ଚଢାଉ କରାଯାଇଥିଲା। ଫୁଲନଖରା-ନିଆଳି ରାଜ୍ୟ ରାଜପଥ ୬୦ ପାର୍ଶ୍ୱରେ ଏକ ଘରୁ ବେଆଇନ ଏଲପିଜି ସିଲିଣ୍ଡର ସଂରକ୍ଷଣ ଏବଂ ବଣ୍ଟନ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ କଟକ ଗ୍ରାମାଞ୍ଚଳ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

ସଂପୂର୍ଣ୍ଣ ପଢନ୍ତୁ

ସମୁଦ୍ର ପଥରେ ଭାରତକୁ ଆସିପାରୁନି ତେଲ: ଓଡ଼ିଶାରେ କଟକଣା ଲାଗୁ, ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ । ଏହି ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି । ହର୍ମୁଜ୍ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ଯାହାକୁ ନେଇ ଓଡିଶା ସରକାର ଆଜି ନୂଆ ନିୟମ ଆଣିଛନ୍ତି । ଏଣିକି ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ଏବଂ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ୍ ବିକ୍ରି କରିପାରିବେ ନାହିଁ । ଏଥିପାଇଁ ପେଟ୍ରୋଲ […]

ସଂପୂର୍ଣ୍ଣ ପଢନ୍ତୁ

କାମାକ୍ଷାନଗରରେ ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ବନ୍ଧା ହେଲେ ବାପା ଓ ଦୁଇ ପୁଅ

କାମାକ୍ଷାନଗର: କାମାକ୍ଷାନଗର ଏନଏସି ୩ ନମ୍ବର ଓ୍ବାର୍ଡ ମହିମାନଗର ସାହିରେ ବୁଧବାର ସକାଳେ ଜନଗଣନା କାର୍ଯ୍ୟ କରିବାକୁ ଯାଇଥିବା ୪ କର୍ମଚାରୀଙ୍କୁ ଗୋଟିଏ ପରିବାର ଲୋକ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମରଣାତ୍ମକ ଆକ୍ରମଣ କରିବାସହ ମହିଳା କର୍ମଚାରୀଙ୍କ ସ୍କୁଟି ଭାଙ୍ଗି ଚୁରମାର କରିଥିଲେ। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛନ୍ତି। ଆହତ ଅଧିକାରୀମାନେ ହେଲେ ରଘୁନାଥ ଦୀକ୍ଷିତ, ମଧୁସ୍ମିତା ବେହେରା,ସ୍ବର୍ଣ୍ଣଲତା ସାହୁ ଓ ସତିଶ ବିରେନ ବେହେରା। […]

ସଂପୂର୍ଣ୍ଣ ପଢନ୍ତୁ
School Stud

ଏପ୍ରିଲ୍ ୨୭ରୁ ସବୁ ସ୍କୁଲର ଖରା ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୭ରୁ ସ୍କୁଲର ଖରା ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ତାରିଖରୁ ରାଜ୍ୟର ସମସ୍ତ ସରକାରୀଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି କୁହାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନିଆ ଯାଇଛି | ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଓ ଜନଗଣନା କାମ ଜାରି ରହିବ | ଆସନ୍ତା ୨୭ ତାରିଖରୁ ସ୍କୁଲ ଛୁଟି ଘୋଷଣା କଲେ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱଚ୍ଛ ସବୁଜ ମାହାଙ୍ଗାର ସ୍ଵପ୍ନଦର୍ଶୀ — ଡ଼. ଅମରେନ୍ଦ୍ର ମହାନ୍ତି

ମାହାଙ୍ଗା(ଅଜୟ ମହାନ୍ତି) :  ସମାଜସେବା ହେଉଛି ଭାରତୀୟ ଦର୍ଶନର ଅଭିନ୍ନ ଅଂଶ। ମନୁଷ୍ୟତା ଓ ନିଷ୍ଠାର ସଜୀବ ପ୍ରତିକ। ଏହି ମୂଲ୍ୟବୋଧକୁ ଜୀବନରେ ଅଙ୍ଗୀକାର କରି, ଯୁବପିଢ଼ୀ ପାଇଁ ଏକ ନୂତନ ଆଦର୍ଶ ଗଢ଼ି ତୋଳିଛନ୍ତି ମାହାଙ୍ଗାର ସୁଯୋଗ୍ୟ ସନ୍ତାନ ଡ଼. ଅମରେନ୍ଦ୍ର ମହାନ୍ତି। ଜଣେ ପ୍ରତିଷ୍ଠିତ ଶିକ୍ଷାବିଦ୍, ଲେଖକ, ଗବେଷକ ଓ ସମାଜସେବୀ। ୧୯୭୯ ମସିହାରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ନାହଙ୍ଗ ଗ୍ରାମରେ ପିତା ଅକ୍ଷୟ କୁମାର ମହାନ୍ତି ଓ ମାତା ରେଣୁବାଳା ମହାନ୍ତିଙ୍କ […]

ସଂପୂର୍ଣ୍ଣ ପଢନ୍ତୁ