ଆଗୁଆ ହେବ ଖରା ଛୁଟି, ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର : ଆଗୁଆ ହେବ ସ୍କୁଲ ଖରା ଛୁଟି ।  ଦିନେ ଦୁଇ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି ।  ରାଜସ୍ବ ବିଭାଗ ଓ ଗଣଶିକ୍ଷା ବିଭାଗ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଗଣଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ ଏସଆରସିଙ୍କ ମିଳିତ ବୈଠକ ହୋଇଛି ।  ମୁଖ୍ୟମନ୍ତ୍ରୀ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେଇପାରନ୍ତି ।  ଅଙ୍ଗନବାଡି ବନ୍ଦ ହେଲେ ପିଲାଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ SOP: ବାଧା ଦେଲେ ଜୋରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ

ଭୁବନେଶ୍ୱର : ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ନୂଆ ମାର୍ଗଦର୍ଶିକା (SOP) ଜାରି କରିଛନ୍ତି ।  ନିକଟରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା କର୍ମଚାରୀଙ୍କ ସହ କିଛି ଅପ୍ରୀତିକର ଘଟଣା ଘଟିଥିବାରୁ, ସେମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୧୬ରୁ ମଇ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟରେ କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ନିମ୍ନଲିଖିତ […]

ସଂପୂର୍ଣ୍ଣ ପଢନ୍ତୁ

୧୯ OAS ଅଧିକାରୀଙ୍କୁ ବଦଳି କଲେ ସରକାର

ଭୁବନେଶ୍ୱର : OAS ସ୍ତରରେ ଅଦଳବଦଳ। ୧୯ ଜଣ OAS ଅଧିକାରୀଙ୍କୁ ବଦଳି କଲେ ସରକାର। ରତ୍ନାକର ସାହୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ। ଜାତୀୟ ସ୍ବାସ୍ଥ୍ୟ ମିଶନର ନୋଡାଲ ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ। ସୁଧାକର ନାୟକ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ। ଶ୍ବେତ କୁମାର ଦାସ ହେଲେ MKCG ମେଡିକାଲ କଲେଜର ରେଜିଷ୍ଟ୍ରାର। ପ୍ରମୋଦ କୁମାର ପୃଷ୍ଟି ହେଲେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ। ସଚ୍ଚିଦାନନ୍ଦ ନାୟକ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ସମେତ ସମଗ୍ର ବିଶ୍ବରେ ବନ୍ଦ ହେବ ଇଣ୍ଟରନେଟ୍ ?

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଯୁଦ୍ଧ ଏକ ଭୟଙ୍କର ମୋଡ଼ରେ ପହଞ୍ଚିଛି। ଇରାନୀ ଗଣମାଧ୍ୟମ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ସୂଚିତ କରିଛନ୍ତି ଯେ ସମୁଦ୍ର ତଳେ ଇଣ୍ଟରନେଟ୍ କେବୁଲ ଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ ହୋଇପାରେ। ଏହି କେବୁଲ ଗୁଡ଼ିକ ପ୍ରାୟ ସମଗ୍ର ବିଶ୍ୱର ଇଣ୍ଟରନେଟ୍‌କୁ ଶକ୍ତି ପ୍ରଦାନ କରନ୍ତି। ଯଦି ଏହା ଘଟେ, ତେବେ […]

ସଂପୂର୍ଣ୍ଣ ପଢନ୍ତୁ
Court 3

ମଇ ୯ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ

କଟକ  :  କଟକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଓ ସମସ୍ତ ତାଲୁକ୍ ଆଇନ ସେବା କମିଟି ପରିସରରେ ଆସନ୍ତା ୯.୦୫.୨୦୨୬ରିଖ (ଶନିବାର) ପୂର୍ବାହ୍ନ ୧୦ଘଟିକା ସମୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାର ପ୍ରାକ୍ ତଥା ବିଚାରଧୀନ ମକଦ୍ଦମା ଯଥା ସମାଧାନଯୋଗ୍ୟ ଟ୍ରାଫିକ୍ ଚାଲାଣ, ଦୋଷ ସ୍ୱୀକାର ବୁଝାମଣା, ମୋଟରଯାନ ଜନିତ ଦୁର୍ଘଟଣା, ଶ୍ରମ ବିବାଦ, ଜମି ଅଧିଗ୍ରହଣ, କ୍ଷତିପୂରଣ, ପାରିବାରିକ, ଚେକ୍ ବାଉନ୍ସ, […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲରେ ବିଜେଡିର ବିଶାଳ କର୍ମୀ ସମାବେଶ : ବିଧାୟକ ରମାକାନ୍ତ ଭୋଇଙ୍କ ବିରୋଧରେ ହୁଙ୍କାର, ଏକାଠି ହେଲେ ହେଭିୱେଟ ନେତା

ଝଙ୍କଡ଼ : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଲର ଗ୍ରାମରେ ଆଜି ବିଜୁ ଜନତା ଦଳର ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ‘ତିର୍ତ୍ତୋଲ ସ୍ୱାଭିମାନ ମଞ୍ଚ’ ଆନୁକୁଲ୍ୟରେ ଆୟୋଜିତ ଏହି ସମାବେଶରେ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ତଥା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକ ରମାକାନ୍ତ ଭୋଇଙ୍କ ବିରୋଧରେ ଦଳୀୟ ନେତା ଓ କର୍ମୀମାନେ ଗର୍ଜିଛନ୍ତି। ଏହି ସମାବେଶରେ ବିଶେଷ ଆକର୍ଷଣ ସାଜିଥିଲେ ବିଜେଡିର ହେଭିୱେଟ ନେତା ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ, ଶ୍ରୀଯୁକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି

ଭୁବନେଶ୍ଵର: ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ ଡାକିଛନ୍ତି। ମନ୍ତ୍ରୀ କହିଛନ୍ତି ଘରକୁ ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ। ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଏକ ବଡ ସମସ୍ୟା ପାଲଟିଛି। ଏହାରି ମଧ୍ୟରେ କିଛି କର୍ମଚାରୀ ଅସୁସ୍ଥ ହେବାର ଖବର ଆସିଛି। ଏପରିକି ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବାର […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣାର କିଛି ଘଣ୍ଟା ପରେ ହର୍ମୁଜରେ ଜାହାଜ ଉପରେ ଗୁଳି ଚଳାଇଲା ଇରାନ

ତେହେରାନ,୨୨/୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଏକ ବହୁତ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଟ୍ରମ୍ପ ଅସ୍ତ୍ରବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନ ହର୍ମୁଜ ପ୍ରଣାଳୀରେ ଏକ ଜାହାଜ ଉପରେ ଗୁଳି ଚଳାଇଛି। ବ୍ରିଟିଶ ସେନା ଅନୁଯାୟୀ, ଇରାନ ରିଭୋଲ୍ୟୁସନରୀ ଗାର୍ଡ(ଆଇଆର୍‌ଜିସି) କୌଣସି ପୂର୍ବ ଚେତାବନୀ ବିନା ଏହି ବଡ଼ ଆକ୍ରମଣ କରିଛି। ତଥାପି, ଏହା ଆଶ୍ୱସ୍ତିର ବିଷୟ ଯେ ଏହି ଭୟଙ୍କର ଏବଂ ହଠାତ୍ ଆକ୍ରମଣରେ କୌଣସି […]

ସଂପୂର୍ଣ୍ଣ ପଢନ୍ତୁ

ହେରୋଇନ୍ ଜବତ, ଗିରଫ ହେଲେ ନିଶାବେପାରୀ

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଓହଳ ଗ୍ରାମରେ ବଡ଼ ଧରଣର ଚଢଉ କରି ଜଣେ ନିଶା ବେପାରୀଙ୍କୁ ଗିରଫକରିଛି ଜଗତସିଂହପୁର ଅବକାରୀଥାନା। ଯାଞ୍ଚ ପରେ ତାଙ୍କ ପାଖରୁ ୧୨୧ ଗ୍ରାମର ହେରୋଇନ୍ ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ ଓହଳ ଗ୍ରାମର ମିର୍ଜା ଜୁଲଫିକର ବେଗ୍ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ସମ୍ପର୍କ ରେ ଜଗତସିଂହପୁର ଅବକାରୀ ଥାନାକୁ ଅଭିଯୋଗ ମିଳିଥିଲା। ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ଯରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା […]

ସଂପୂର୍ଣ୍ଣ ପଢନ୍ତୁ

ନାହାକା ତୁମ୍ବ କଟା ସହ ଆରମ୍ଭ ହେଲା ରଥକାମ

ପୁରୀ : କରି କରାଉଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ। ସେ ତ ବିଶ୍ବନିଅନ୍ତା, ନିଜକୁ ଗଢ଼ିଲାବାଲା। ଆମେ କଣ ତାଙ୍କ ରଥ ଗଢ଼ିବୁ। ଆମେ କେବଳ ମାଧ୍ୟମ ମାତ୍ର। ମୁଣ୍ଡ ଗଣତି ହେଉ ସତ, କିନ୍ତୁ ଆମ ହାତ ଧରି କାମ କରେଇ ନିଅନ୍ତି ମହାପ୍ରଭୁ। ଏ ଅଭିବ୍ୟକ୍ତି, ରଥ ଗଢ଼ିବାକୁ ନିୟୋଜିତ ହୋଇଥିବା ପ୍ରତିଟି କାରିଗରଙ୍କର। ମଜୁରି ନୁହେଁ, ବରଂ ମହାପ୍ରଭୁଙ୍କ କାମ କରିବାକୁ ସୌଭାଗ୍ୟ ମଣନ୍ତି କାରିଗର। ଆଜି ଥିଲା […]

ସଂପୂର୍ଣ୍ଣ ପଢନ୍ତୁ