୪୮ ବର୍ଷ ପରେ ଏକାଠି ହେଲେ ପୁରୁଣା ସାଙ୍ଗ: ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ସାରଦା ଏକାଡେମୀ ୧୯୭୭ ବ୍ୟାଚର ସ୍ମୃତିମନ୍ଥନ

ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା କୋଷ୍ଟି ମଲ୍ଲିକାପୁର ପଞ୍ଚାୟତ ଅଧିନସ୍ଥ ତୁରୁଖା ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ କନକପୁର ସାରଦା ଏକାଡେମୀର ୧୯୭୭ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଭାବପୂର୍ଣ୍ଣ ସହପାଠୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪୮ ବର୍ଷ ପରେ ପରସ୍ପରକୁ ଭେଟିବାର ଅପୂର୍ବ ସୁଯୋଗ ପାଇ ସମସ୍ତ ସହପାଠୀ ଭାବବିହ୍ୱଳ ହୋଇପଡ଼ିଥିଲେ। ଗତ ବୁଧବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଦିଗମ୍ବର ରାଉତ ଅଧ୍ୟକ୍ଷତା କରିଥିଲେ। ସଭା ପ୍ରାରମ୍ଭରେ ଦିବଂଗତ ସହପାଠୀ ରାମଚନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଚନ୍ଦନଯାତ୍ରା ଉପଲକ୍ଷେ ଶିବାଗ୍ନୀ ପରିବାର ତରଫରୁ ଭଜନ ସମାରୋହ

ଝଙ୍କଡ଼  :  ପବିତ୍ର ଅକ୍ଷୟତୃତୀୟା ଚନ୍ଦନଯାତ୍ରା ଉପଲକ୍ଷେ, ଯାଜପୁର ଶିବାଗ୍ନୀ ପରିବାର ର ଖ୍ୟାତନାମା କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା, ସାରଳା ମନ୍ଦିର ସମ୍ମୁଖସ୍ଥ ଦୋଳମଣ୍ଡପରେ, ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଯୋଜକ ସୁରେଶ କୁମାର ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ମାଆଙ୍କ ସେବାୟତ ଅନନ୍ତ ଚରଣ ରାଉଳ ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି ଭକ୍ତିସଙ୍ଗୀତ ଆସର ରେ କଣ୍ଠଶିଳ୍ପୀ ଯଶୋବନ୍ତ ପାଢ଼ୀ, ବତ୍ସାରାଣୀ ପ୍ରଧାନ, ଓ ସୁନାମଧନ୍ୟା କଣ୍ଠଶିଳ୍ପୀ ନିର୍ଲିପ୍ସା ଦାସ […]

ସଂପୂର୍ଣ୍ଣ ପଢନ୍ତୁ

ମୂଳବସନ୍ତରେ ଲୋକବନ୍ଧୁ ସଂଗ୍ରାମୀ ଜଗନ୍ନାଥ କରଙ୍କ ୨୯ ତମ ସ୍ମୃତି ଉତ୍ସବ

ମାହାଙ୍ଗା  :  ବିଶିଷ୍ଟ ଗାନ୍ଧିବାଦୀ ନେତା, ଲୋକବନ୍ଧୁ ଜଗନ୍ନାଥ କରଙ୍କ ତିରୋଧାନ ତିଥିରେ ତା’ଙ୍କ ହାତଗଢା ଅନୁଷ୍ଠାନ ବାଗ୍ମୀ ବିଶ୍ୱନାଥ ବିଦ୍ୟା ନିକେତନ ମୂଳବସନ୍ତ ଠାରେ ଏହି ଯଶସ୍ବୀ ପୁରୁଷଙ୍କ ୨୯ ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି l  ସାହିତ୍ୟିକ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସଂଗ୍ରାମୀ ଜଗନ୍ନାଥ କରଙ୍କ ତ୍ୟାଗ ଓ ସେବାର ପଟ୍ଟାନ୍ତର ନାହିଁବୋଲି କହିଥିଲେ l ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

୨୫ତମ ସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ କ୍ଲଷ୍ଟର ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ

ଭୁବନେଶ୍ବର :  ଉତ୍ତରାଖଣ୍ଡର ତେହେରିଠାରେ ଅନୁଷ୍ଠିତ ୨୫ତମ ସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ କ୍ଲଷ୍ଟର (କାୟାକିଙ୍ଗ, କାନୋଇଂ ଏବଂ ରୋଇଂ) ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ସଫଳ କ୍ରୀଡ଼ାବିତମାନେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ସମସ୍ତ ପଦକ ବିଜେତାଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଂପୂର୍ଣ୍ଣା ଇଣ୍ଟର ନେସନାଲ ସ୍କୁଲର ଶୁଭ ଉଦ୍ଘାଟନ

କଟକ : ପବିତ୍ର ଅକ୍ଷୟତୃତୀୟା ଅବସରରେ ଫୁଲନଖରା ନିଆଳି ୬୦. ନମ୍ବର ରାଜ୍ୟ ରାଜପଥ ପଞ୍ଚବଟୀ ବଜ଼ାର ଠାରେ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଖୋଲିଲା ସଂପୂର୍ଣ୍ଣା ଇଣ୍ଟର ନେସନାଲ ସ୍କୁଲ ଯାହାକି ଉନ୍ନତ ମାନର ଶିକ୍ଷା ସହିତ ପିଲାମାନଙ୍କ ପାଇଁ ରହିଛି ଘୋଡା ଦୌଡ,ସ୍ୱଇମିଙ୍ଗ,ଟେନିସ, ଭଲିବଲ,କ୍ରିକେଟ,ଚେସ ଭଳି ବିଭିନ୍ନ ପ୍ରତିଯୋଗିତା ମୂଳକ ଖେଳ ସହ ବୌଦ୍ଧିକ ବିକାଶ ନେଇ ପିଲା ମାନଙ୍କୁ ପ୍ଲେ ଶ୍ରେଣୀରୁ ପ୍ରସ୍ତୁତ କରାଯିବ ମତ ପୋଷଣ କରିଛନ୍ତି ସ୍କୁଲର ନିର୍ଦେଶକ […]

ସଂପୂର୍ଣ୍ଣ ପଢନ୍ତୁ

ଅକ୍ଷୟତୃତୀୟାଠାରୁ ଝଙ୍କଡ଼ ସାରଳାଙ୍କ ଚନ୍ଦନଯାତ୍ରାର ଶୁଭାରମ୍ଭ

ଝଙ୍କଡ଼ :  ପବିତ୍ର ଅକ୍ଷୟ ତୃତୀୟା ଠାରୁ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କର ଦୀର୍ଘ ଏକୋଇଶି ଦିନ ବ୍ୟାପି ରମଣୀୟ ଚନ୍ଦନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି l ଏହି ଉପଲକ୍ଷେ ସ୍ୱତନ୍ତ୍ର ନୀତିଭାବେ, ଭିତର ଚନ୍ଦନ ବା ମାଆଙ୍କୁ ଚନ୍ଦନଲାଗି କରାଯାଇଥିଲା l ମାଆଙ୍କ ବଡ଼ପଣ୍ଡା ସିଂହାସନ ଉପରେ ମାଆଙ୍କୁ ସୁଗନ୍ଧିତ ଚନ୍ଦନ ଲାଗି କରିବା ସମୟରେ ପରିଛା ଚାମର ସେବା କରିଥିବାବେଳେ ସେବାୟତ ମାନେ ଆଲଟ ସେବା କରିବା […]

ସଂପୂର୍ଣ୍ଣ ପଢନ୍ତୁ

ଗୋବିନ୍ଦପୁର ଗ୍ରାମରେ ଶନିଦେବଙ୍କ ନୂତନ ପ୍ରତିଷ୍ଠା ମହୋତ୍ସବ

ଝଙ୍କଡ଼  : ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ଗ୍ରାମର, ସାରଳା କେନାଲ ପୋଲ, ପାର୍ଶ୍ଵ ରେ 2014 ମସିହା ରୁ ପୂଜାପାଉଥିବା ଶ୍ରୀ ଶ୍ରୀ ଶନିଦେବଙ୍କର ଏକ ନୂତନ ଭବ୍ୟମନ୍ଦିର ପ୍ରତିଷ୍ଠା ମହୋତ୍ସବ ଗତ ଏପ୍ରିଲ 19 ତାରିଖ ରବିବାର ଠାରୁ ଆରମ୍ଭ ହୋଇ ଆସନ୍ତା ପଚିଶତାରିଖ ଶନିବାର ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି l ଏହି ଉପଲକ୍ଷେ ଅଙ୍କୁରା ରୋପଣ, ବର୍ଣ୍ଣl ଢ୍ୟ କଳସଶୋଭାଯାତ୍ରା, ଯଜ୍ଞମଣ୍ଡପରେ ଅଗ୍ନି ସ୍ଥାପନ […]

ସଂପୂର୍ଣ୍ଣ ପଢନ୍ତୁ

୧୭୫ ୟୁନିଟ୍ ରକ୍ତ ସଂଗ୍ରହ କରି ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟର ରେକର୍ଡ

କଟକ : ଓଡ଼ିଆ ପକ୍ଷ ପାଳନ ଅବସରରେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷ ରୁ ରେକର୍ଡ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ | ଷ୍ଟୁଆର୍ଟ ବିଜ୍ଞାନ ମହାବଦ୍ୟାଳୟରେ ୱାଇଆରସି , ଏନସିସି ଓ ଏନଏସଏସ ଦ୍ବାରା ବିଶାଳ ରକ୍ତଦାନ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଦୀପା ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା। ଡ଼ ନାଗଙ୍କ ଦ୍ଵାରା ଶିବିରଟୀ ଉଦ୍ଘାଟିତ ହୋଇଥିଲା, ଡ଼ ଚନ୍ଦ୍ରିକା ପ୍ରସାଦ ଦାସ(ନିର୍ଦ୍ଦେଶକ,କେନ୍ଦ୍ରୀୟ ରେଡକ୍ରସ ରକ୍ତ କେନ୍ଦ୍ର), ଡ଼ ବିକାଶ ପ୍ରସାଦ (ନେସନାଲ୍ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରସିଦ୍ଧ ଶୈବପୀଠ ପରମହଂସନାଥ ମନ୍ଦିରରେ ବଜ୍ରପାତ: ଫାଟିଗଲା ଦଧିନଉତି, ପ୍ରତ୍ନତତ୍ତ୍ୱ ବିଭାଗର ଅବହେଳାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର କ୍ଷୋଭ

କଟକ ସଦର : କଟକ ପୂର୍ବାଞ୍ଚଳର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବପୀଠ ବାବା ପରମହଂସନାଥଙ୍କ ମନ୍ଦିର ଉପରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଗତକାଲି ରବିବାର ବିଳମ୍ବିତ ରାତିରେ ହୋଇଥିବା ପ୍ରବଳ ଘଡ଼ଘଡ଼ି ଓ ବଜ୍ରପାତ ଯୋଗୁଁ ମନ୍ଦିରର ଶୀର୍ଷ ଭାଗ ବା ଦଧିନଉତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଆଜି ସୋମବାର ସକାଳେ ମନ୍ଦିରର ସେବାୟତମାନେ ଦୈନନ୍ଦିନ ରୀତିନୀତି ପାଇଁ ମନ୍ଦିର ବେଢ଼ାରେ ପ୍ରବେଶ କରିବା ସମୟରେ ପଥର ଖଣ୍ଡ ସବୁ […]

ସଂପୂର୍ଣ୍ଣ ପଢନ୍ତୁ

ଗତିରାଉତ ପାଟଣାରେ ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ: ମନ୍ଦିର ପ୍ରବେଶ କରି ରାଜ୍ୟବାସୀଙ୍କ ମଙ୍ଗଳ ମନାସିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଟକ  : ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ଅଞ୍ଚଳ ଆଧ୍ୟାତ୍ମିକତାରେ ଉଦ୍‌ଭାସିତ ହୋଇଉଠିଛି। ଏଠାରେ ନବନିର୍ମିତ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ ରାମଲାଲାଙ୍କ ଗର୍ଭଗୃହ ପ୍ରବେଶ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ଦିର ପରିଦର୍ଶନ କରି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସମଗ୍ର ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା […]

ସଂପୂର୍ଣ୍ଣ ପଢନ୍ତୁ