ଝଙ୍କଡରେ ରଜକ ସଙ୍ଘର ୨୧ତମ ବାର୍ଷିକ ବୈଠକ: ତପନ କୁମାର ସେଠୀ ନୂତନ ସଭାପତି ଭାବେ ନିର୍ବାଚିତ
ଝଙ୍କଡ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସାମନ୍ତରାପୁର ପଞ୍ଚାୟତର ମୁରାରୀପୁର ଗ୍ରାମଠାରେ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ରଜକ ସଙ୍ଘର ୨୧ତମ ବାର୍ଷିକ ‘ଦଶ ମାହାଲି’ ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଭିମନ୍ୟୁ ସେଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ସେଠୀ ସଭାପତିତ୍ୱ କରିଥିଲେ। ଏହି ସମ୍ମିଳନୀରେ ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଭାତ କୁମାର ସେଠୀ ଓ ଅରବିନ୍ଦ ସେଠୀ ସମ୍ମାନିତ ଅତିଥି […]
ସଂପୂର୍ଣ୍ଣ ପଢନ୍ତୁ