ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ଅନୁମତି ନେବେ ସରକାରୀ ବାବୁ

ଭୁବନେଶ୍ୱର:ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଯାତ୍ରା ନିୟମକୁ ନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ରାଜ୍ୟ ବାହାରକୁ କିମ୍ବା ବିଦେଶ ଗସ୍ତରେ ଯିବାକୁ ହେଲେ ଅତି କମରେ ୨୧ ଦିନ ପୂର୍ବରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ବାଧ୍ୟତାମୂଳକ ହେବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, କେବଳ ରାଜ୍ୟ ବା ବିଦେଶ ଗସ୍ତ ନୁହେଁ, ସଦର ମହକୁମା କିମ୍ବା ହେଡ୍‌କ୍ୱାର୍ଟର୍ସ ଛାଡ଼ି […]

ସଂପୂର୍ଣ୍ଣ ପଢନ୍ତୁ

୫୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଏଆରଆଇ

ଭୁବନେଶ୍ବର:ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ଡେରାବିଶ କାଉପଡା ମହିଳା ଆର୍‌ ଆଇ (ରାଜସ୍ୱ ନିରୀକ୍ଷକ) ସାଇଦର୍ଶିନୀ ଲେଙ୍କା।ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଘଟଣାର ତଦନ୍ତ ଜାରି ରହିଛି। କାଉପଡ଼ା ରାଜସ୍ୱ ନିରୀକ୍ଷକ ସାଇଦର୍ଶିନୀ ଲେଙ୍କା ଜମି ମିଉଟେସନ ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ବ୍ୟକ୍ତି। ଆଜି […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ଅନୈତିକ କାର୍ଯ୍ୟ ଘଟଣା, ଦମ୍ପତିକୁ ବାନ୍ଧିଲା ପୁଲିସ

ଭୁବନେଶ୍ବର: ରାଜଧାନୀରେ ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ଅନୈତିକ କାର୍ଯ୍ୟ ଘଟଣାରେ ଦୁଇ ଜଣକୁ ଗିରଫ କଲା ଚନ୍ଦ୍ରଶେଖପୁର ଥାନା ପୁଲିସ। ଦୁଇ ଗିରଫ ହେଲେ ଦୀପକ ଦାସ ଓ ତାଙ୍କ ଦ୍ଵିତୀୟ ପତ୍ନୀ। ଏହି ଦମ୍ପତି ନିଳାଦ୍ରୀ ବିହାର ବୁଦ୍ଧ ପାର୍କ ନିକଟରେ ଚଳାଇଥିଲେ ଗୋଲକ ଧନ୍ଦା। ସୂଚନାଥାଉକି, ଚାକିରି ଯୋଗାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଏକ ଆୟୁର୍ବେଦିକ ସେଣ୍ଟରକୁ ଡକାଯାଇଥିଲା। ସେଠାରେ ପହଞ୍ଚିବା ପରେ ତାଙ୍କୁ ଜୋରଜବରଦସ୍ତ ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ବାହୁଡ଼ା ଯାତ୍ରାରେ ଅଘଟଣ, ଗହଳିରେ ପଡ଼ି ଭକ୍ତଙ୍କ ମୃତ୍ୟୁ

ପୁରୀ: ବାହୁଡ଼ା ଯାତ୍ରା ସମୟରେ ଏକ ଅଘଟଣ ଘଟିଛି। ରଥଯାତ୍ରା ଦେଖିବାକୁ ଆସିଥିବା ଜଣେ ଭକ୍ତ ଗହଳି ମଧ୍ୟରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।ମୃତକଙ୍କ ନାମ ଅବିରାମ ଦାସ (୫୭)। ତାଙ୍କ ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାହୁଡ଼ା ଯାତ୍ରା ଅବସରରେ ରଥ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ସମୟରେ ଗହଳି ମଧ୍ୟରେ ସେ ପଡ଼ିଯାଇଥିଲେ।ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ତେବେ ସେଠାରେ […]

ସଂପୂର୍ଣ୍ଣ ପଢନ୍ତୁ

ରଥଯାତ୍ରା ଉପଲକ୍ଷେ ସାରଳାହାଟ ମାଉସୀମା ମନ୍ଦିରରେ ସମୂହ ପ୍ରସାଦସେବା

ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କନକପୁର ସାରଳାହାଟ ସ୍ଥିତ ମାଉସୀମା ମନ୍ଦିର ପ୍ରାଙ୍ଗଣରେ, ପବିତ୍ର ରଥଯାତ୍ରା ଉପଲକ୍ଷେ, ପ୍ରତିବର୍ଷଭଳି ଚଳିତବର୍ଷ ମଧ୍ୟ ଗତଗୁରୁବାର ମଧ୍ୟାହ୍ନରେ, ସାରଳାହାଟ ଓ ହାଟବଜାର ର ସମସ୍ତ ବ୍ୟବସାୟୀ ମାନଙ୍କ ତରଫରୁ ସମୂହ ପ୍ରସାଦସେବା ର ବ୍ୟବସ୍ଥା କରାଯାଇଥିଲା l ପରେଶ କୁମାର ଭଟ୍ଟ, ରଶ୍ମୀରଞ୍ଜନ ସାହୁ, ବିଭୁତିଭୂଷଣ ସାହୁ, ଅଜୟ କୁମାର ହାତୀ, ପ୍ରଳୟ ରାଉଳ, ରାକେଶ ସ୍ୱାଇଁ, ପ୍ରଭାତ ରାଉଳ, ରଶ୍ମୀରଞ୍ଜନ କୁଅଁର, ବୁଟୁ ନାୟକ, ପ୍ରଶାନ୍ତ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହରେ ନୂତନ ରାଜସ୍ବ ନିରୀକ୍ଷକଙ୍କ ଯୋଗଦାନ

ଝଙ୍କଡ଼  :  ତିର୍ତ୍ତୋଲବ୍ଲକ ମୂଳିସିଂହ ସର୍କଲ ରେ ନୂତନ ରାଜସ୍ବନିରୀକ୍ଷକ ଭାବରେ ପ୍ରଭାସ କୁମାର ସ୍ୱାଇଁ ଗତ ବାଇଶିତାରିଖ ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ପୂର୍ବରୁ ସେ ଜିଲ୍ଲାର ନାଉଗାଁ ସର୍କଲ ଆର ଆଇ ଭାବରେ କାର୍ଯ୍ୟରତ ଥିଲେ l ନିଜର ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ପାଇଁ ସେଠାରେ ସେ ବହୁଲୋକପ୍ରିୟତା ଅର୍ଜ୍ଜନ କରିଥିଲେ l ଏଠାରେ ଯୋଗଦେବା ଅବସରରେ ତାଙ୍କୁ ସ୍ଥାନୀୟ ସରପଞ୍ଚ ସଫି ଆଜାମ ଙ୍କ ସମେତ ବହୁଜନପ୍ରତିନିଧି ଓ ଆର ଆଇ […]

ସଂପୂର୍ଣ୍ଣ ପଢନ୍ତୁ

ମୂଳିସିଂହ ଆଦର୍ଶସ୍କୁଲରେ ଖୋଲିଲା ଛାତ୍ରୀନିବାସ ଓ ଛାତ୍ରାବାସ

ଝଙ୍କଡ଼ : ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ଅଧିନ ମୂଳିସିଂହ ( ହରସିଂପୁର ) ଠାରେ ପୂର୍ବରୁ ଚାଲିଆସିଥିବା ଆଦର୍ଶ ବିଦ୍ୟାଳୟ ଆଠଏକର. ଉଣେଇଶି ଡିସମିଲ ଜମିଉପରେ ନିର୍ମାଣ କରାଯାଇ ଥିଲାବେଳେ ଏଠାରେ ଷଷ୍ଠଶ୍ରେଣୀ ଠାରୁ ଦଶମଶ୍ରେଣୀ ପଯ୍ୟନ୍ତ 398 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ l ଏଥିରେ ନିବେଦିତା ପଟ୍ଟନାୟକ ଅଧ୍ୟକ୍ଷା ଙ୍କ ସହିତ ମୋଟ ପନ୍ଦରଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ କର୍ମଚାରୀ ମାନେ କାର୍ଯ୍ୟ କରି ଆସୁଛନ୍ତି l ବିଦ୍ୟାଳୟ ନିର୍ମାଣକାର୍ଯ୍ୟ ସରିଥିବାରୁ ପାଠପଢା ଠିକଭାବରେ […]

ସଂପୂର୍ଣ୍ଣ ପଢନ୍ତୁ

ଛତ୍ରମଠ – ଭାରିଷୋଳ ରାସ୍ତାର ବାଖରପୁର ଗ୍ରାମ୍ୟରାସ୍ତା ଶୋଚନୀୟ

ଝଙ୍କଡ଼  :  କନକପୁର ପଞ୍ଚାୟତର ଶେଷସୀମା ଛତ୍ରମଠ ଠାରୁ ଅଲଣା ଭାରିଷୋଳ ରାସ୍ତା ଟି କୋଷ୍ଟିମଲ୍ଲୀକାପୁର ପଞ୍ଚାୟତ ର ବାଖରପୁର, ବିଭୁତିଭୂଷଣ ଦାସ ଙ୍କ ଘରସମ୍ମୁଖରୁ ଭାରିଷୋଳ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ଵରେ ବଡ଼ବଡ଼ ଖାଲଖମା ହୋଇପଡ଼ିଥିବା ବେଳେ, ଘରଘର ପାଣି ଯୋଜନାରେ ଏହି ରାସ୍ତାକଡ଼ରେ ପାଇପବିଛାଇ କାମ ଚାଲିଥିବାରୁ, ଜେସିପି ମେସିନ ରେ ଖୋଳାଖୋଳି ଚାଲିଥିବାରୁ, ପିଚୁରାସ୍ତା ଉପରେ ଗଦାଗଦା କାଦୁଆମାଟି ଜମା ହୋଇଥିବାରୁ ଛୋଟଛୋଟ ଦୁଇଚକିଆ ଯାନବାହାନ ଗୁଡିକ ଯାତାୟତ ସମୟରେ ନାହିଁ ନଥିବା ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ
Heavy Rain 1

୨୪ ଘଣ୍ଟାରେ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା, ଆହୁରି ସପ୍ତାହେ ମିଳିବନି ତ୍ରାହି

ଭୁବନେଶ୍ବର ୨୩।୭: ଆସନ୍ତା ସପ୍ତାହେ ଯାଏଁ ପ୍ରବଳ ବର୍ଷିବ । ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର । ସେପଟେ ବିଶେଷଜ୍ଞଙ୍କ ମତ ଓଡ଼ିଶା ଆଡକୁ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଛି । ପ୍ରଭାବରେ ଅପରାହ୍ନରେ ଅଧିକାଂଶ ସ୍ଥାନରେ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା । ପ୍ରବଳ ବର୍ଷା ସାଙ୍ଗକୁ ଦେଖାଦେବ ବିଜୁଳି ଘଡ଼ଘଡ଼ିର ପ୍ରକୋପ । ସତର୍କ […]

ସଂପୂର୍ଣ୍ଣ ପଢନ୍ତୁ
Odisha College Students 668x430

2026 ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକା ପ୍ରକାଶିତ

ଭୁବନେଶ୍ୱର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୬, ୫୭୦ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ବିଭାଗ ପକ୍ଷରୁ ଆଜି (ଗୁରୁବାର) ଜାରି ସୂଚନାନୁସାରେ, ଆବେଦନ କରିଥିବା ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି।ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୨୫,୮୭୪ ଜଣ ସ୍ଲାଇଡ୍-ଅପ୍ ଅନୁରୋଧ ମାଧ୍ୟମରେ ନାମଲେଖଛନ୍ତି । ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ସର୍ବାଧିକ ୩୨,୭୮୨ ଜଣ ନାମ […]

ସଂପୂର୍ଣ୍ଣ ପଢନ୍ତୁ