ଝଙ୍କଡ଼ : ତିର୍ତ୍ତୋଲବ୍ଲକ ମୂଳିସିଂହ ସର୍କଲ ରେ ନୂତନ ରାଜସ୍ବନିରୀକ୍ଷକ ଭାବରେ ପ୍ରଭାସ କୁମାର ସ୍ୱାଇଁ ଗତ ବାଇଶିତାରିଖ ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ପୂର୍ବରୁ ସେ ଜିଲ୍ଲାର ନାଉଗାଁ ସର୍କଲ ଆର ଆଇ ଭାବରେ କାର୍ଯ୍ୟରତ ଥିଲେ l
ନିଜର ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ପାଇଁ ସେଠାରେ ସେ ବହୁଲୋକପ୍ରିୟତା ଅର୍ଜ୍ଜନ କରିଥିଲେ l ଏଠାରେ ଯୋଗଦେବା ଅବସରରେ ତାଙ୍କୁ ସ୍ଥାନୀୟ ସରପଞ୍ଚ ସଫି ଆଜାମ ଙ୍କ ସମେତ ବହୁଜନପ୍ରତିନିଧି ଓ ଆର ଆଇ ଅଫିସର ସମସ୍ତ କର୍ମଚାରୀ ମାନେ ତାଙ୍କୁ ବିପୁଳସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l
