ସରିଲା ବିଜେଡ଼ି ବିଧାୟକ ଦଳ ବୈଠକ, ସରକାରଙ୍କୁ ଘେରିବା ପାଇଁ ବିଧାୟକଙ୍କୁ ଗୁରୁ ମନ୍ତ୍ର ଦେଲେ ନବୀନ
ଭୁବନେଶ୍ବର: ସରିଲା ବିଜେଡ଼ି ବିଧାୟକ ଦଳ ବୈଠକ । ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଧାନ, ମହାନଦୀ , ଭଳି ପ୍ରସଙ୍ଗ ନେଇ ଶାସକ ଦଳକୁ ଘେରିବ ବିରୋଧୀ । ବିଜେଡି ବିଧାୟକ ଦଳ ବୈଠକ ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ରାଜ୍ୟର ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ସମସ୍ତଙ୍କୁ ସମାଧାନ କରିବାରେ ବିଫଳ ହୋଇଛନ୍ତି। ଗତ ବଜେଟର ଟଙ୍କା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। କେତୋଟି ବିଭାଗର ଅର୍ଥ ୮ […]
ସଂପୂର୍ଣ୍ଣ ପଢନ୍ତୁ