ଗାର୍ଲଫ୍ରେଣ୍ଡକୁ ଜନ୍ମଦିନରେ ଆଇଫୋନ ଗିଫ୍ଟ ଦେବାକୁ ଗଞ୍ଜେଇ ବେପାର !
କାଲିମେଳା, ୧୫/୧୧ : ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ଦୁଇ ଯୁବକ। ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି। ଲାଚିପେଟା ଛକରେ ପାଟ୍ରୋଲିଂ ବେଳେ ସନ୍ଦେହ ହେବାରୁ ପୁଲିସ୍ ସ୍କୁଟିକୁ ଅଟକାଇ ତଦନ୍ତ କରିଥିଲା । ସେଥିରୁ ମୋଟ ୨୨ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛି । ଅଭିଯୁକ୍ତମାନେ ଗଞ୍ଜେଇକୁ ବିକ୍ରି କରିବାକୁ ତେଲଙ୍ଗାନାକୁ ନେଉଥିଲେ। ଗଞ୍ଜେଇ ବିକ୍ରି ଟଙ୍କାରେ […]
ସଂପୂର୍ଣ୍ଣ ପଢନ୍ତୁ