୧୦ସୁଦ୍ଧା ଆଉ ୧୨ଜିଲ୍ଲାରେ ଧାନ ସଂଗ୍ରହ: ଖରିଫ ଧାନକିଣା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ ଶ୍ରୀମତୀ ଅନୁର୍ଗଗ
ଭୁବନେଶ୍ୱର ୫/୧: ଜାନୁଆରି ୧୦ ସୁଦ୍ଧା ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ମଣ୍ଡିରେ ଧାନକିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନି6ର୍ଦ୍ଦଶ ଦେଇଛନ୍ତି। ହେଲେ ଏବେ ସୁଦ୍ଧା ୧୮ଟି ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି। ହାତରେ ଆଉ ସପ୍ତାହେରୁ କମ୍ ସମୟ ଥିବାବେଳେ ବାକି ୧୨ଟି ଜିଲ୍ଲାରେ କିପରି ଧାନ କିଣା ଆରମ୍ଭ ହେବ ସେ ଚିନ୍ତା ଏବେ ଯୋଗାଣ ବିଭାଗକୁ ଘାରିଛି। ଏପରିକି ଏନେଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇନଥିବାରୁ କିପରି ସବୁ ଜିଲ୍ଲାରେ ଆସନ୍ତା […]
ସଂପୂର୍ଣ୍ଣ ପଢନ୍ତୁ