ଭାରତକୁ ଚୀନ ଦେଲା ଝଟ୍କା; ସଙ୍କଟରେ ଅଟୋମୋବାଇଲ ଶିଳ୍ପ !
ଭାରତ ସରକାର ଚୀନ ଉତ୍ପାଦିତ ସାମଗ୍ରୀ ପାଇଁ ଭାରତୀୟ ବଜାରକୁ ମୁକ୍ତ କରିଦେଇଛନ୍ତି। ହେଲେ ଚୀନ ଏହାର ଦୋମୁହାଁ ନୀତିରୁ ବାହାରିପାରୁ ନାହିଁ। ବିଭିନ୍ନ ସମୟରେ ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅଡୁଆରେ ପକାଇବା ଲାଗି ନାନା ପଦକ୍ଷେପ ନେବାରେ ଲାଗିଛି। ନିକଟରେ ଚୀନ ଭାରତକୁ ଆଉ ଏକ ଝଟ୍କା ଦେଇଛି, ଯାହାଦ୍ଵାରା ଭାରତୀୟ ଅଟୋମୋବାଇଲ ଶିଳ୍ପ ଉପରେ ସଙ୍କଟ ଦେଖାଦେଇଛି। ଚୀନ ଭାରତକୁ ଏକ ଦୁର୍ଲଭ ଧାତୁ ରପ୍ତାନୀ ଉପରେ କଟକଣା ଲଗାଇଦେଇଛି। ଏହି ଧାନୁ ବୈଦ୍ୟୁତିକ […]
ସଂପୂର୍ଣ୍ଣ ପଢନ୍ତୁ