1

ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ଠାରୁ ଜବତ ହେଲା ଡାଏରୀ, ଖୋଲିପାରେ ପାକିସ୍ତାନ ଲିଙ୍କର ବଡ଼ ଗୁମର

ନୂଆଦିଲ୍ଲୀ : ଡାଏରୀ ଖୋଲିବ ଗୁପ୍ତଚରଙ୍କ ଗୁମର ? ପାକିସ୍ତାନ ସହ କେବେଠୁ ଲିଙ୍କରେ ଅଛନ୍ତି ଜ୍ୟୋତି ? ପାକିସ୍ତାନକୁ ସେ କେତେ ଥର ଯାଇଛନ୍ତି ? କାହା କାହା ସହ ମିଶନ୍ତି ଏବଂ କେଉଁଠି କେଉଁଠି ରୁହନ୍ତି ? ପାକିସ୍ତାନକୁ ବାରମ୍ବାର ଯିବା ପରେ ସେଠାର ଅନୁଭୂତି କଣ ? ପାକିସ୍ତାନକୁ ନେଇ ଜ୍ୟୋତିଙ୍କ ମତ କଣ ? ଏ ସବୁ ପ୍ରଶ୍ନର ଉତ୍ତର ଖୋଲିପାରେ ଜ୍ୟୋତିଙ୍କ ଡାଏରୀ । କାରଣ ପୋଲିସକୁ ମିଳିଥିବା ଜ୍ୟୋତି […]

ସଂପୂର୍ଣ୍ଣ ପଢନ୍ତୁ
Untitled 1 Copy

ପହଲଗାମ ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ଅସୀମ ମୁନିରଙ୍କୁ ପାକ୍ ସେନାରେ ପଦୋନ୍ନତି: ହେଲେ ଫିଲ୍ଡ ମାର୍ଶାଲ

ଇସଲାମାବାଦ: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀକୁ ପଦୋନ୍ନତି ଦିଆଯାଇଛି। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସିଧାସଳଖ ପାକିସ୍ତାନୀ ସେନା ଏବଂ ଆଇଏସଆଇ ସହିତ ସମ୍ପର୍କ ଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ମୁନିର ଏହି ଷଡ଼ଯନ୍ତ୍ର ରଚିଥିଲେ। ଏହା ସହିତ, ଜଣେ ପାକିସ୍ତାନୀ ସେନା ଅଧିକାରୀ ସ୍ୱୀକାର କରିଥିଲେ ଯେ, ପହଲଗାମ ଆକ୍ରମଣ ଅସୀମ ମୁନୀରଙ୍କ ଦ୍ୱାରା ଯୋଜନା କରାଯାଇଥିଲା। ପାକିସ୍ତାନୀ ଗଣମାଧ୍ୟମ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ […]

ସଂପୂର୍ଣ୍ଣ ପଢନ୍ତୁ
Pm Modi Muhammad Yunus 081159899 16x9

ଭାରତର ଆକ୍ସନ ପରେ ବ୍ୟାକଫୁଟକୁ ଆସିଲା ବାଂଲାଦେଶ, ସମସ୍ୟା ତୁଟାଇବାକୁ ରଖିଲା ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ/ଢାକା,୨୦।୫: ଭାରତ ସ୍ଥଳପଥ ଦେଇ ବାଂଲାଦେଶୀ ରପ୍ତାନି ଉପରେ କଟକଣା ଲଗାଇବା ପରେ, ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ସେ ଭାରତ ସହିତ ସମସ୍ତ ବାଣିଜ୍ୟ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି। ମହମ୍ମଦ ୟୁନୁସଙ୍କ ପରାମର୍ଶଦାତା କହିଛନ୍ତି ଯେ ବାଂଲାଦେଶ ଭାରତ ସହିତ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛି। ସମ୍ପ୍ରତି, ଭାରତ ବାଂଲାଦେଶରୁ ସଡ଼କ ପଥରେ ପ୍ରସ୍ତୁତ ପୋଷାକ, ଫଳ, ପାନୀୟ, ଖାଦ୍ୟ, ଚିପ୍ସ, କପା ଇତ୍ୟାଦି ଆମଦାନୀ ଉପରେ ନିଷେଧାଦେଶ ଜାରି କରିଥିଲା। […]

ସଂପୂର୍ଣ୍ଣ ପଢନ୍ତୁ
Murshidabad Violence 124417670 16x9 0

“ହିନ୍ଦୁମାନଙ୍କୁ କରାଯାଇଥିଲା ଟାର୍ଗେଟ, ମୁର୍ଶିଦାବାଦ ହିଂସା ପଛରେ ଟିଏମସି ନେତାଙ୍କ ହାତ”: ଆସିଲା ରିପୋର୍ଟ

କୋଲକାତା,୨୦।୫: ଗତ ମାସରେ ମୁର୍ଶିଦାବାଦରେ ସଂଘଟିତ ହିଂସାରେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ଜଣେ ନେତା ସାମିଲ ଥିଲେ ବୋଲି କୋଲକାତା ହାଇକୋର୍ଟ ଦ୍ୱାରା ଗଠିତ ତଦନ୍ତ କମିଟିର ରିପୋର୍ଟରେ ଦାବି କରାଯାଇଛି। ଓ୍ଵାକଫ୍ ସଂଶୋଧନ ବିଲ୍ ପାସ ସମୟରେ ଘଟିଥିବା ଏହି ଆକ୍ରମଣ ହିନ୍ଦୁମାନଙ୍କ ଉପରେ କେନ୍ଦ୍ରୀଭୂତ ଥିଲା ଏବଂ ଯେତେବେଳେ ଆକ୍ରାନ୍ତ ଲୋକେ ସାହାଯ୍ୟ ପାଇଁ ଡାକିଥିଲେ, ପୋଲିସ କୌଣସି ସାହାଯ୍ୟ କରିବାରେ ବିଫଳ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଅଗ୍ନିସଂଯୋଗ, ଲୁଟପାଟ […]

ସଂପୂର୍ଣ୍ଣ ପଢନ୍ତୁ
Spy 1 750x430

ନୁହରୁ ଆଉଜଣେ ପାକ୍ ଗୁପ୍ତଚର ଗିରଫ, ହ୍ୱାଟ୍ସଆପ୍ ଚାଟ୍‌ରୁ ମିଳିଲା ଦେଶଦ୍ରୋହର ପ୍ରମାଣ

ନୁହ: ପାକିସ୍ତାନୀ ଗୁପ୍ତଚର ନେଟୱର୍କ ବିରୋଧରେ ହରିୟାଣା ପୁଲିସ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଆଉ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ନୁହ ଜିଲାରେ ପୁଲିସ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆଉ ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି। ଦୁଇ ଦିନ ପୂର୍ବରୁ ସମାନ ଅଭିଯୋଗରେ ପୁଲିସ ନୁହ ଜିଲାର ରାଜାକା ଗାଁରୁ ଅରମାନ ନାମକ ବ୍ୟକ୍ତିକୁ ଗିରଫ କରିଥିଲା। ଏଥର ପୁଲିସ ନୁହ ଜିଲା ତାୱଡୁ ସବଡିଭିଜନର କାଙ୍ଗରକା […]

ସଂପୂର୍ଣ୍ଣ ପଢନ୍ତୁ
How Youtuber Jyoti Malhotra Used Social Media Apps To Pass Secrets To Pakistan

ବ୍ଲାକଆଉଟ୍‌ ସମୟରେ ପାକ୍‌ ଦୂତାବାସ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚରି କରିବା ଅଭିଯୋଗରେ ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଅପରେସନ ‘ସିନ୍ଦୂର’ରେ ବ୍ଲାକଆଉଟ୍ ସମୟରେ ପାକ୍‌ ଦୂତାବାସ ଅଧିକାରୀଙ୍କ ଯୋଗାଯୋଗରେ ରହିଥିଲେ। ଏପରି କି ଅପରେସନ ସିନ୍ଦୂରର ଦିନକ ପୂର୍ବରୁ ଅର୍ଥାତ ମେ ୬ରେ ବି ସେ ନୂଆଦିଲ୍ଲୀ ଯାଇ ସେଠାରେ ଅବସ୍ଥିତ ପାକ୍ ଦୂତାବାସ ଅଧିକାରୀ ଦାନିଶଙ୍କୁ ଭେଟିଥିଲେ। ଏହା ସହିତ ଅପରେସନ ଚାଲିବାର କିଛି ଦିନ ପର୍ଯ୍ୟନ୍ତ ସେ ଅନ୍ୟ ଅଧିକାରୀମାନଙ୍କ ସହିତ ବି ଯୋଗାଯୋଗରେ […]

ସଂପୂର୍ଣ୍ଣ ପଢନ୍ତୁ
Prashant Kishore 750x430

ଉଦୟ ସିଂହ ହେଲେ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି

ନୂଆଦିଲ୍ଲୀ : ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ଉଦୟ ସିଂହ। ସେ ପୂର୍ବରୁ ବିଜେପିର ସାଂସଦ ଥିଲେ। ସୋମବାର ପ୍ରଶାନ୍ତ ନିଜ ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଉଦୟଙ୍କ ନାମ ଘୋଷଣା କରିଛନ୍ତି। ଆଗାମୀ ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଶାନ୍ତ ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ସେ ପୂର୍ବରୁ ଦଳ ଗଠନ କରିଥିଲେ ହେଁ ତାହା ବିନା କୌଣସି ସଭାପତିରେ ଚାଲୁଥିଲା। ନିଜେ ଦଳର କୌଣସି ପଦବୀ ଗ୍ରହଣ କରିବେ […]

ସଂପୂର୍ଣ୍ଣ ପଢନ୍ତୁ
0099

ପହଲଗାଓଁ ଆକ୍ରମଣ ପରେ ପାକ୍ ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କର ରହିଛି ସମ୍ପର୍କ, ସାମ୍ନାକୁ ଆସିଲା ଉଭୟଙ୍କ ଫଟୋ

ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣ ପରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ କେକ୍‌ କଟାଯାଇଥିଲା। ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦୂତାବାସକୁ କେକ୍‌ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଯାଇ ନାନା ପ୍ରଶ୍ନ କରିଥିଲେ। ତେବେ ସେହି ବ୍ୟକ୍ତି ଜଣଙ୍କ ଗିରଫ ହୋଇଥିବା ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ବୋଲି ଜଣାପଡ଼ିଛି। ଉକ୍ତ ବ୍ୟକ୍ତିଙ୍କ ସହିତ ଜ୍ୟୋତିଙ୍କ ସମ୍ପର୍କ ରହିଛି। ଉଭୟଙ୍କର ଏକ ଫଟୋ ସାମ୍ନାକୁ ଆସିବା ପରେ […]

ସଂପୂର୍ଣ୍ଣ ପଢନ୍ତୁ
2

ଜଳପ୍ରଳୟ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବେଙ୍ଗାଲୁରୁ ,୧୯।୫: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବେଙ୍ଗାଲୁରୁ ସହର । ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏପରିକି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଯେଉଁ ରାସ୍ତାରେ ଯାନବାହନ ଚାଳାଚଳ କରୁଥିଲା ସେହି ରାସ୍ତାରେ ଚାଲୁଛି ଲାଇଭ ବୋଟ । ଏପରିକି ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଡ୍ରେନେଜ ସମସ୍ୟା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Z

୧୨,୦୦୦ କୋଟି ଟଙ୍କା ଅତିକ୍ରମକଲା ଭାରତରେ ଟ୍ରାଫିକ ଜରିମାନା, ଅନେକ ଦେଶର GDP ପଡିଲା ପଛରେ: ରିପୋର୍ଟ

ନୁଆଦିଲ୍ଲୀ,୧୯।୫: CARS24 ଦ୍ୱାରା ପ୍ରକାଶିତ ଏକ ସାମ୍ପ୍ରତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଲାଗୁ ହୋଇଥିବା ଜରିମାନା ଅନେକ ଛୋଟ ଦେଶର GDPକୁ ଅତିକ୍ରମ କରିଛି। ୨୦୨୪ ରିପୋର୍ଟ ଅନୁସାରେ, ପ୍ରାୟ ୮ କୋଟି ଟ୍ରାଫିକ ଚାଲାନ ଜାରି ହୋଇଛି, ଯାହାର ମୋଟ ଜରିମାନା ପ୍ରାୟ ୧୨,୦୦୦ କୋଟି ଟଙ୍କା। ଏହାର ଅର୍ଥ ରାସ୍ତାରେ ଚଳାଚଳ କରୁଥିବା ପ୍ରାୟ ପ୍ରତି ଦ୍ୱିତୀୟ ଗାଡ଼ି ଅତି କମ୍ ଥରେ ଜରିମାନା ପଡୁଛି। ତଥାପି, […]

ସଂପୂର୍ଣ୍ଣ ପଢନ୍ତୁ