ସିଙ୍ଗାପୁରରେ ବଢୁଛି କୋଭିଡ ମାମଲା : ଓଡ଼ିଶାରେ ଚିହ୍ନଟ ହୋଇନାହିଁ, ସ୍ପଷ୍ଟ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ଥାଇଲାଣ୍ଡ, ହଙ୍ଗକଙ୍ଗ ଓ ସିଙ୍ଗାପୁରରେ କୋଭିଡ କେସ ବଢଥିବା ଜଣାପଡ଼ିଛି । ତେବେ ଓଡ଼ିଶାରେ କୋଭିଡର କୌଣସି ରିପୋର୍ଟ ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କୋଭିଡ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି । କେନ୍ଦ୍ର ସରକାରଙ୍କ ସହ ବି ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । କୌଣସି ମାମଲା ଚିହ୍ନଟ ହୋଇନଥିଲେ ସୁଦ୍ଧା ସମସ୍ତଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ସିଙ୍ଗାପୁରରେ […]
ସଂପୂର୍ଣ୍ଣ ପଢନ୍ତୁ