Missile

ପାକିସ୍ତାନ ହାଲତ ଖରାପ : ମିସାଇଲକୁ ଅକାମି କଲା ଭାରତୀୟ ବିମାନ S-400

ହରିୟାଣାର ସିରସା ଉପରେ ପାକିସ୍ତାନୀ କ୍ଷେପଣାସ୍ତ୍ର ଫତାହ-୧କୁ ବିଫଳ କରିଦେଇଛି ଇଣ୍ଡିଆନ ଏୟାର ଡିଫେନ୍ସ ସିଷ୍ଟମ S-400 ।  ଆକାଶ  ଏୟାର ଡିଫେନ୍ସ  45 କିଲୋମିଟର ପଥୀବୀ ପୃଷ୍ଠରୁ ଯାଉଥିବା କ୍ଷେପଣାସ୍ତ୍ର । ଆଜି ହରିୟାଣାରେ ଥିବା ସିରସା ଉପରେ ପାକିସ୍ତାନୀ ମିଜାଇଲ ଫତାହ ୧ କୁ ବିଫଳ କରି ଦେଇଛି  । ପାକିସ୍ତାନୀ  ମିଜାଇଲର ଲକ୍ଷ୍ୟ ଦିଲ୍ଲୀ ରହିଥିଲା ।  କିନ୍ତୁ ହରିୟାଣାର ସିରସାରେ ଏହାକୁ ସଫଳତାର ସହ ନିକ୍ଷେପ କରାଯାଇଛି ।   ତେବେ ମିଜାଇଲ […]

ସଂପୂର୍ଣ୍ଣ ପଢନ୍ତୁ
Mea Briefing 1746706934029 17467

ସାଧାରଣ ନାଗରିକ ଓ ଡାକ୍ତରଖାନାକୁ ଟାର୍ଗେଟ କରୁଛି ପାକିସ୍ତାନ: ବିଦେଶ ମନ୍ତ୍ରଣାଳୟ

ଭାରତର ଆକ୍ରମଣରେ ପାକିସ୍ତାନ ବହୁ କ୍ଷତି ଘଟିଛି। ହେଲେ ପାକିସ୍ତାନ ସାମାଜିକ ଗଣମାଧ୍ୟମ ଓ ନିଜର ଗଣମାଧ୍ୟମ ଜରିଆରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ବହୁ ମିଥ୍ୟା ଖବର ଏବଂ ଗୁଜବ ପ୍ରସାରଣ କରୁଛି ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି। ଅପରେସନ ‘ସିନ୍ଦୂର’କୁ ନେଇ ବିଦେଶ ମନ୍ତ୍ରଣାଳୟ ଏବଂ ସେନାର ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ଚାଲ୍‌ ବିଷୟରେ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଭାରତର କୌଣସି କ୍ଷତି ହୋଇନାହିଁ। […]

ସଂପୂର୍ଣ୍ଣ ପଢନ୍ତୁ
Puskar

ଚାରି ଧାମ ଯାତ୍ରା ହେଲିକପ୍ଟର ସେବା ବନ୍ଦ

ଡେରାଡୁନ: ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ (ୟୁସିଏଡିଏ) ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ହେଲିକପ୍ଟର ସେବାକୁ ତୁରନ୍ତ ସ୍ଥଗିତ ରଖିଛି। ରିପୋର୍ଟ ଅନୁଯାୟୀ, ହେଲିକପ୍ଟର ସେବା କେବଳ ଚାରିଧାମ ଯାତ୍ରା ସ୍ଥାନରୁ ତୀର୍ଥଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉପଲବ୍ଧ ହେବ। ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଭାଗୀରଥି ନଦୀ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପାଞ୍ଚ ଜଣ ମହିଳାଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହେବାର ଦୁଇ ଦିନ ପରେ ଏହାକୁ ସ୍ଥଗିତ ରଖାଯାଇଛି। ଦୁର୍ଘଟଣାରେ […]

ସଂପୂର୍ଣ୍ଣ ପଢନ୍ତୁ
Rup

ମୋତେ ‘ଅନ୍‌ଫଲୋ’ କଲେ କିଛି ଲାଭ ମିଳିବନି; ପାକିସ୍ତାନୀଙ୍କୁ ଏଭଳି କହିଲେ ରୂପାଲି

ମୁମ୍ବାଇ: ଭାରତର ‘ଅପରେସନ ସିନ୍ଦୂର’ ପରେ, ପାକିସ୍ତାନ ଏବେ ଆତଙ୍କିତ ଅବସ୍ଥାରେ ଅଛି। ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ଆକ୍ରମଣ କରିଥିବା ବେଳେ ଏବେ ଏହାର ପ୍ରତିଶୋଧ ନେଉଛି ଭାରତ। ପାକିସ୍ତାନ ମଧ୍ୟ ଭାରତକୁ ‌ଜବାବ ଦେବାକୁ ଚେଷ୍ଟା କରୁଛି। ହେଲେ ଶତ୍ରୁ ଦେଶର ସବୁପ୍ରକାଶ ଚେଷ୍ଟା ବିଫଳ କରୁଛି ଭାରତୀୟ ସେନା। ଏହି ଯୁଦ୍ଧ ଉପରେ ସେଲିବ୍ରିଟିମାନେ ମଧ୍ୟ ଖୋଲାଖୋଲି ଭାବରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏବେ ହିନ୍ଦୀ ଧାରାବାହିକ ‘ଅନୁପମା’ର ଅଭିନେତ୍ରୀ ରୂପାଲି ଗାଙ୍ଗୁଲି […]

ସଂପୂର୍ଣ୍ଣ ପଢନ୍ତୁ
Trump

ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି : ଡୋନାଲ୍ଡ ଟ୍ରମ୍ପ

ଓ୍ବାସିଂଟନ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା ଦେଇଛନ୍ତି । ଏକ୍ସରେ ସେ ଲେଖଛନ୍ତି “ସାରା ରାତିର କଥାବାର୍ତ୍ତା ପରେ ଆମେରିକାର ମଧ୍ୟସ୍ଥତା ପରେ ଭାରତ ଓ ପାକିସ୍ତାନ ସଂପୂର୍ଣ୍ଣ ଓ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ସାଧାରଣ ଜ୍ଞାନକୁ […]

ସଂପୂର୍ଣ୍ଣ ପଢନ୍ତୁ
Um9f5vd6dhcct99euwb8

ଅପରେସନ ସିନ୍ଦୂରରେ ସଫା ହୋଇଯାଇଥିଲେ ଏସବୁ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ

ନୂଆଦିଲ୍ଲୀ: ମେ ୬-୭ ମଧ୍ୟରାତ୍ରିରେ ଭାରତୀୟ ସେନା ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୯ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଭାରତ ସରକାର ୧୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଥିଲେ। ଏହି ସମ୍ପର୍କରେ, ନିହତ ହୋଇଥିବା ଅନେକ ଆତଙ୍କବାଦୀଙ୍କ ନାମ ମଧ୍ୟ ପ୍ରକାଶ କରାଯାଇଛି। ଏହି ତାଲିକାରେ ଲସ୍କରର ଶୀର୍ଷ କମାଣ୍ଡର ଅବୁ ଜିନ୍ଦଲ, ମାସୁଦ ଆଝାରର ଭିଣୋଇ […]

ସଂପୂର୍ଣ୍ଣ ପଢନ୍ତୁ
Omaw

ସୀମାରେ ଗୁଳିମାଡ଼: ପାକ୍ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଶ୍ରୀନଗର: ପାକିସ୍ତାନର ଗୁଳିମାଡରେ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା । ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ସେନାର ଗୁଳିରେ ଜୀବନ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା । ପହଲଗାମ୍ ପ୍ରତିଶୋଧ ଏବଂ ଅପରେସନ ସିନ୍ଦୂର ପରେ ପାଗଳ ହୋଇଥିବା ପାକିସ୍ତାନ ଜାମ୍ମୁ କାଶ୍ମୀର ସୀମାରେ ଘନଘନ ଗୁଳିମାଡ କରୁଛି । ଭାରତ […]

ସଂପୂର୍ଣ୍ଣ ପଢନ୍ତୁ
6ygscbmcf7eplvi7sqiy

ଭବିଷ୍ୟତରେ ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ବିବେଚନା କରାଯିବ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭଳି ପରିସ୍ଥିତିରେ, ଭାରତ ସରକାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯଦି ଭବିଷ୍ୟତରେ କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ଏହାକୁ ଯୁଦ୍ଧ କାର୍ଯ୍ୟ ଭାବରେ ବିବେଚନା କରାଯିବ। ଏପରି ପରିସ୍ଥିତିରେ, ଆଗାମୀ ସମୟରେ, ଭାରତ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯଦି ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀମାନେ ଏପରି କୌଣସି କାର୍ଯ୍ୟାନୁଷ୍ଠାନ […]

ସଂପୂର୍ଣ୍ଣ ପଢନ୍ତୁ
Glyqhvr0hgkidk7ih5vx

ଏୟାର ସାଇରନ୍ ଶବ୍ଦ ବ୍ୟବହାର ନକରିବାକୁ ସମାଚାର ଚ୍ୟାନେଲଗୁଡ଼ିକୁ ପରାମର୍ଶ

ନୂଆଦିଲ୍ଲୀ: ସରକାର ସମସ୍ତ ନ୍ୟୁଜ୍ ଚ୍ୟାନେଲଗୁଡ଼ିକୁ ସେମାନଙ୍କ କାର୍ଯ୍ୟକ୍ରମରେ ‘ସିଭିଲ୍ ଡିଫେନ୍ସ ଏୟାର ରେଡ୍ ସାଇରନ୍’ ଶବ୍ଦ ବ୍ୟବହାର କରିବାରୁ ନିବୃତ୍ତ ରହିବାକୁ ଏକ ପରାମର୍ଶ ଜାରି କରିଛନ୍ତି। କାରଣ ଏହି ଶବ୍ଦ କେବଳ ସାମୁଦାୟିକ ସଚେତନତା ଅଭିଯାନ ପାଇଁ ବ୍ୟବହୃତ ହୁଏ, ବୋଲି ଶନିବାର ଦିନ ଜଣେ ବରିଷ୍ଠ ଏମ୍ଏଚ୍ଏ ଅଧିକାରୀ କହିଛନ୍ତି। ୧୯୬୮ ମସିହାର ସିଭିଲ ଡିଫେନ୍ସ ଆକ୍ଟ ଧାରା ୩ (୧) (ଡବ୍ଲୁ) (୦) ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, […]

ସଂପୂର୍ଣ୍ଣ ପଢନ୍ତୁ
08pm

ଆଜି ହେବ ବଡ଼ ଆକ୍ରମଣ; ବଡ଼ ଯୁଦ୍ଧ ପାଇଁ ବଡ଼ ପ୍ରସ୍ତୁତି

ନୂଆଦିଲ୍ଲୀ: ଆଜି ହୋଇପାରେ ବଡ଼ ଆକ୍ରମଣ। ବଡ଼ ଯୁଦ୍ଧ ପାଇଁ ଚାଲିଛି ବଡ଼ ପ୍ରସ୍ତୁତି। ଭାରତ-ପାକ ଉତ୍ତେଜନା ଭିତରେ ହେଉଛି ଗୁଳିବର୍ଷା। ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ସିଡିଏସ୍‌‌ ଏବଂ ୩ ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଏନଏସଏ ଅଜିତ ଡୋଭାଲ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ […]

ସଂପୂର୍ଣ୍ଣ ପଢନ୍ତୁ