Abdul Rauf Azhar

ଭାରତର ଆକ୍ରମଣରେ ଜୈସ ମୁଖ୍ୟ ରୌଫ ଆଝାର ମୃତ

ନୂଆଦିଲ୍ଲୀ : ମଇ ୭ ରାତିରେ ପାକିସ୍ତାନ ଉପରେ ଭାରତ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ତଥା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରର ପରିବାର ସଫା ହୋଇଯାଇଛି । ଆଝାର ପରିବାରର ମୋଟ ୧୦ ଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛି ମାସୁଦର ଭାଇ ରୌଫ ଆଝାର । ୧୯୯୯ରେ ଯେତେବେଳେ ତାର ବଡ଼ ଭାଇ ମାସୁଦ ଆଝାର କଶ୍ମୀରର ଜେଲରେ ଥିଲା, ତାକୁ ଛଡ଼ାଇବାକୁ ରୌଫ […]

ସଂପୂର୍ଣ୍ଣ ପଢନ୍ତୁ
Raju 750x430

ଅତିକମ୍‌ରେ ନିପାତ ହୋଇଛନ୍ତି ୧୦୦ ଆତଙ୍କୀ : ରାଜନାଥ

ନୂଆଦିଲ୍ଲୀ: ଦିଲ୍ଲୀ ସଂସଦ ଭବନରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅପରେସନ୍ ସିନ୍ଦୂରରେ ଅତିକମ୍‌ରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ୨୫ ମିନିଟ୍ ଭିତରେ ୯ଟି ଆତଙ୍କୀ ଆଡ୍ଡା ଉପରେ ୨୪ ଷ୍ଟ୍ରାଇକ୍ ହୋଇଥିଲା। ପାକିସ୍ତାନ ଓ ପିଓକେରେ ଭାରତ ସର୍ପ୍ରାଇଜ୍ ଆକ୍ସନ୍ ନେଇଥିଲା। ଏବେ ବି ଅପରେସନ୍ ସିନ୍ଦୂର ଜାରି ରହିଛି। ଅପରେସନ୍ ର ସବୁ ତଥ୍ୟ ସାର୍ବଜନୀନ […]

ସଂପୂର୍ଣ୍ଣ ପଢନ୍ତୁ
Untitled 1 Copy

ଗୁଗଲ୍‌ରେ ପାକିସ୍ତାନୀ ସର୍ଚ୍ଚ କରୁଛନ୍ତି ସୋଫିଆଙ୍କ ଧର୍ମ କ’ଣ !

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ପାକିସ୍ତାନ ଓ ପାକ୍‌ ଅଧିକୃତ ଜମ୍ମୁ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍‌ କରିଛି । ଏହି ବଡ ପଦକ୍ଷେପ ନିଆଯିବା ପରେ ଭାରତୀୟ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଭାରତୀୟ ସେନା ଦ୍ୱାରା ଅପରେସନ ସିନ୍ଦୂର ସମ୍ପର୍କରେ ଦିଆଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଦୁଇଜଣ ମହିଳା ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି। ସେମାନେ ହେଲେ ସୋଫିଆ କୁରେଶୀ ଏବଂ ବ୍ୟୋମିକା ସିଂହ। ସୋଫିଆ କୁରେଶୀ ଭାରତୀୟ […]

ସଂପୂର୍ଣ୍ଣ ପଢନ୍ତୁ
Amit

ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ

ଭୁବନେଶ୍ୱର,୮ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ସମ୍ବଲପୁର ଜିଲାପାଳ। ଚଳିତମାସ ୧୦ ଓ ୧୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଶାହା। ତେବେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଓଡିଶା ଗସ୍ତରେ ଆସି ଜଟଣୀ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା। ଏହାପରେ ସନ୍ଧ୍ୟାରେ ପିରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ଥିଲା  । ମହାପ୍ରଭୁଙ୍କ ଦର୍ଶନ କରିବା […]

ସଂପୂର୍ଣ୍ଣ ପଢନ୍ତୁ
203211 Otcenulvds 1725590177

ପାକିସ୍ତାନ ପରେ ବାଂଲାଦେଶ ସୀମାରେ ବଡ଼ ହଲଚଲ, ସେନା ନେଲା ବଡ଼ ଆକ୍ସନ

ନୂଆଦିଲ୍ଲୀ,୮।୫: ଏପଟେ, ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଏକ ବଡ଼ ଜବାବ ଦେଇଛି। ଅନ୍ୟପକ୍ଷରେ, ପାକିସ୍ତାନ ସହିତ ଡେଇଁପଡ଼ିଥିବା ବାଂଲାଦେଶକୁ ମଧ୍ୟ ଏକ ଛୋଟ ଇଞ୍ଜେକ୍ସନ ଦିଆଯାଇଛି। ପ୍ରକୃତରେ, ବୁଧବାର ଭାରତ ୧୨୩ ଜଣ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ଫେରାଇ ଦେଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋହିଙ୍ଗ୍ୟା ସମ୍ପ୍ରଦାୟର ଥିଲେ, ଯେଉଁମାନେ ସୀମା ପାର ହୋଇ ଭାରତର ବିଭିନ୍ନ ସ୍ଥାନକୁ ଯାଇଥିଲେ। ଭାରତ ସେମାନଙ୍କୁ ସମସ୍ତଙ୍କୁ ଖୋଜି ବାଂଲାଦେଶ ପଠାଇ ଦେଇଛି। ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, […]

ସଂପୂର୍ଣ୍ଣ ପଢନ୍ତୁ

ପୁଲିସକର୍ମୀଙ୍କ ଛୁଟି ରଦ୍ଦ, ବନ୍ଦ ହେଲା ସ୍କୁଲ; ‘ଅପରେସନ ସିନ୍ଦୂର’ ପରେ ପଞ୍ଜାବ-ରାଜସ୍ଥାନରେ ହାଇଆଲର୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ସେବେଠାରୁ ହତାଶ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରିଚାଲିଛି। ଏହାକୁ ଦୃଷ୍ଟିରେ ରଖି, ପଡ଼ୋଶୀ ଦେଶ ସହିତ ସୀମା ସେୟାର କରୁଥିବା ପଞ୍ଜାବ ଏବଂ ରାଜସ୍ଥାନ ସରକାର ସତର୍କ ହୋଇଯାଇଛନ୍ତି। ପଞ୍ଜାବ, ପାକିସ୍ତାନ ସହିତ ୫୩୨କିଲୋମିଟର ସେୟାର କରୁଥିବାବେଳେ ରାଜସ୍ଥାନ, ପାକିସ୍ତାନ ସହିତ ୧୦୭୦ କିଲୋମିଟର ଲମ୍ବା ସୀମା […]

ସଂପୂର୍ଣ୍ଣ ପଢନ୍ତୁ
Ouwvlipvrs9jghhyozbk

ପାକ୍‌ ଗୋଳାମାଡ଼ରେ ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପିଓକେରେ ‘ଅପ‌ରେସନ୍‌ ସିନ୍ଦୂର’ ସଫଳ ହେବାର କିଛି ସମୟ ପରେ ପାକିସ୍ତାନ ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତୀୟ ଅଞ୍ଚଳକୁ ଟା‌ର୍ଗେଟ୍‌ କରି ପ୍ରବଳ ଗୁଳିଗୋଳା ମାଡ଼ ଜାରି ରଖିଛି। ପାକିସ୍ତାନର ଗୁଳିଗୋଳା ମାଡ଼ରେ ପୁଞ୍ଚ ଏବଂ ତଙ୍ଗଧର ଅଞ୍ଚଳରେ ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି। ଗୋଳ‌ାମାଡ଼ ଯୋଗୁଁ ସୀମା ନିକଟରେ ଅନେକ ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଭାରତୀୟ ସେନା ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Amit

ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ଛୁଟି ବାତିଲ, କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଲେ ଗୃହ ମନ୍ତ୍ରୀ

ନୂଆଦିଳ୍ଳୀ : ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ଛୁଟି ବାତିଲ କରାଯାଇଛି। ଯଦି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ସାମ୍ନା ପାଇଁ ଛୁଟି ବାତିଲ କରାଯାଇଛି ବୋଲି ଗୃହ ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ସିନ୍ଦୂର ଅପରେସନ୍ ଅନ୍ତର୍ଗତ ଭାରତର ରାତିସାରା ସୀମାପାର ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ଅର୍ଦ୍ଧସାମରିକ ବାହିନୀ ମୁଖ୍ୟଙ୍କୁ ବର୍ତ୍ତମାନ ଛୁଟିରେ ଥିବା ଯବାନମାନଙ୍କୁ ଫେରାଇ ଆଣିବା ସହ ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ନିର୍ଦ୍ଦେଶ […]

ସଂପୂର୍ଣ୍ଣ ପଢନ୍ତୁ
Narendra Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ୟୁରୋପୀୟ ରାଷ୍ଟ୍ର ଗସ୍ତ ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ୟୁରୋପୀୟ ରାଷ୍ଟ୍ର ଗସ୍ତ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୋଏସିଆ, ନରୱେ ଓ ନେଦରଲ୍ୟାଣ୍ଡସ୍‌‌ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ମେ’ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ୟୁରୋପୀୟ ରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା। ଏସବୁ ୟୁରୋପୀୟ ଦେଶ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ନେଇ ସୂଚନା ମିଳିଛି।

ସଂପୂର୍ଣ୍ଣ ପଢନ୍ତୁ
Amit Shah2

ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ, ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦେଶକ ବି ସାମିଲ

ନୂଆଦିଲ୍ଲୀ: ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନସିଂ(ଭିସି) ଜରିଆରେ ଗୃହମନ୍ତ୍ରୀ ଅମିତ ଶାହ ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ କରିଥିିଲେ। ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ତାନ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ସିକିମ, ପଶ୍ଚିମବଙ୍ଗ ଏବଂ ଲଦାଖର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳମାନଙ୍କ ସହିତ ଏହି ବୈଠକରେ ଗୃହମନ୍ତ୍ରୀ ଶ୍ରୀ ଶାହ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ