ଭାରତକୁ ପରମାଣୁ ବୋମାର ଧମକ ଦେଲେ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ୍
ଇସଲାମାବାଦ: ପୁଣି ଭାରତକୁ ପରମାଣୁ ଧମକ । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତ ପ୍ରତିଶୋଧ ନେବାକୁ ପଣ କରିଥିବା ବେଳେ ଆତଙ୍କୀ ଆକ୍ରମଣରେ ପାକ୍ ସେନାର ସମ୍ପୃତି ମିଳିବା ପରେ ଏବେ ଆକ୍ରମଣ ମୁଦ୍ରାରେ ଭାରତ । ଆଉ ଭାରତର ଆକ୍ସନ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତକ୍ତା ପୁଣଇ ଥରେ ତେଜିଥିବା ବେଳେ ସୀମାରେ ଉତ୍ତେଜନା ଲାଗିରହିଛି । ଭାରତ ପାକିସ୍ତାନକୁ ପାନେ ଦେବାକୁ ବିରାଟ ଯୋଜନା କରୁଥିବା ବେଳେ ଏବେ ପାକିସ୍ତାନର ପୂର୍ବତନ […]
ସଂପୂର୍ଣ୍ଣ ପଢନ୍ତୁ