20250109081554 10

ଚୀନ ରେସ୍ତୋରାଁରେ ନିଆଁ ଲାଗି ୨୨ ମୃତ

ଲିଆଓନିଂ: ଚୀନର ଲିଆଓନିଂରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଅତି କମରେ ୩ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କୋଠାର ଝରକା ଏବଂ ଦ୍ୱାରରୁ ନିଆଁ ବାହାରୁଥିବାର ଦେଖାଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକ […]

ସଂପୂର୍ଣ୍ଣ ପଢନ୍ତୁ
Rajnath Singh

ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପହଲଗାମ୍‌ ଆତଙ୍କୀ ହମଲାକୁ ନେଇ ବଡ଼ ଧରଣର ଆଲୋଚନା। ସୁରକ୍ଷା ସମ୍ପର୍କିତ ହୋଇପାରେ ବଡ଼ ଧରଣର ନିଷ୍ପତ୍ତି। ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀ ଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେଉଛି। ଏନଏସଏ ଅଜିତ୍ ଡୋଭାଲ୍ ଏହି ବୈଠକରେ ଉପସ୍ଥିତ ଥିବା ସୂଚନା ମିଳିଛି। ପାକ୍ ଉପରେ ବଡ […]

ସଂପୂର୍ଣ୍ଣ ପଢନ୍ତୁ
Bbc

BBC ର କଭରେଜକୁ ନେଇ କଡ଼ା ଆପତ୍ତି ଉଠାଇଲେ ଭାରତ ସରକାର, ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ ଭାରତ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିବିସିର ମିଡିଆ କଭରେଜ୍କୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ଭାରତ ସରକାର। “Pakistan suspends visas for Indians after deadly Kashmir attack,”ର ଆର୍ଟିକିଲରେ ଆତଙ୍କୀ ହମ୍‌ଲାକୁ ସେନା ଆକ୍ରମଣ ଭାବେ ବିବେଚନା କରିଛି । Terror Attackକୁ ‘Militant Attack’ ଭାବେ ଉଲ୍ଲେଖ କରିଛି । ତେବେ ଆର୍ଟିକିଲ୍ ପ୍ରସାରିତ ହେବା ପରେ ମୋଦି ସରକାର ବିବିସିର ଭାରତ ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଚିଠି ଲେଖିଛନ୍ତି । ବିବିସିକୁ […]

ସଂପୂର୍ଣ୍ଣ ପଢନ୍ତୁ
Bilawal 750x430

କାଲି ଦେଉଥିଲେ ଧମକ, ଆଜି ଦେଶ ଛାଡ଼ିଲେ ବିଲାଓ୍ବଲଙ୍କ ପରିବାର

କାଲି ଦେଉଥିଲେ, ଆଜି ଦେଶ ଛାଡ଼ିଲେ ପରିବାର। ଭାରତର ଯୁଦ୍ଧାଭ୍ୟାସ ଦେଖି ଛାନିଆ ହୋଇପଡ଼ିଥିବା ପାକ୍ ନେତାମାନେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ପଳାୟନ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ପାକ୍ ସେନାଧ୍ୟକ୍ଷ ଆସିଫ ମୁନିର ସପରିବାର ଦେଶ ଛାଡ଼ି ପଳାଇଥିବାବେଳେ ଏବେ ଭାରତକୁ ଧମକ ଦେଇଥିବା ବିଲାଓ୍ବଲ ଭୁଟ୍ଟୋଙ୍କ ପରିବାର ଦେଶ ଛାଡ଼ି କାନାଡ଼ା ପଳାଇଛି। ଜାମ୍ମୁ-କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ସହିତ ପାଣି […]

ସଂପୂର୍ଣ୍ଣ ପଢନ୍ତୁ
Youtube

ପାକିସ୍ତାନର ୧୬ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍, ସୋସିଆଲ ମିଡିଆରେ କରୁଥିଲେ ମିଛ ପ୍ରସାରଣ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସରକାର କଡ଼ା ପଦକ୍ଷେପ ନେଉଛନ୍ତି । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । ପାକିସ୍ତାନର ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲେ ଭାରତ ସରକାର । ଏହି ଚ୍ୟାନେଲ ମଧ୍ୟରେ ସୋଏବ ଅଖତର ଏବଂ ଆରଜୁ କାଜମୀଙ୍କ ଚ୍ୟାନେଲ ଥିବା ଜଣାପଡିଛି । ଏହାସହ ଡନ ନ୍ୟୁଜ, ଜିଓ ନ୍ୟୁଜ, ଆର୍ୟା ନ୍ୟୁଜ, ସମା ଟିଭି […]

ସଂପୂର୍ଣ୍ଣ ପଢନ୍ତୁ
Tahaww

ବଢିଲା ୨୬/୧୧ ଅଭିଯୁକ୍ତ ତହବୁର ରାଣାର ହାଜତ ମିଆଦ

ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାର ହାଜତକୁ ଏନଆଇଏ କୋର୍ଟ ୧୨ ଦିନ ପାଇଁ ବୃଦ୍ଧି କରିଛନ୍ତି। ତହୱୁରକୁ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ ନିଆଯାଇଥିଲା। ଏଠାକାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କୋର୍ଟ ତାଙ୍କ ହାଜତ ଅବଧିକୁ ୧୨ ଦିନ ପାଇଁ ବୃଦ୍ଧି କରିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ତହୱୁର ହୁସେନ ରାଣା ଏକ ଗୁରୁତ୍ୱପୂର୍ଣ୍ଣ ନାମ। ତାକୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମ୍ୟାନ୍ ହେଡଲିର […]

ସଂପୂର୍ଣ୍ଣ ପଢନ୍ତୁ
Farooq Abdullah

ଆତଙ୍କବାଦୀ ଭାବୁଛନ୍ତି ଯେ ଆମେ ପାକିସ୍ତାନ ସହିତ ଯିବୁ, ସେମାନେ ଭୁଲ : ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ସୋମବାର (୨୮ ଏପ୍ରିଲ, ୨୦୨୫) କହିଛନ୍ତି ଯେ କାଶ୍ମୀରବାସୀ ୧୯୪୭ ମସିହାରେ ଦୁଇ ରାଷ୍ଟ୍ର ତତ୍ତ୍ୱକୁ ପାଣିରେ ଫିଙ୍ଗି ଦେଇଥିଲେ ଏବଂ କହିଥିଲେ ଯେ ସେମାନଙ୍କର ଅଞ୍ଚଳ ପାକିସ୍ତାନ ସହିତ ଯିବ ନାହିଁ। ସେ କହିଥିଲେ ଯେ ସେମାନେ (ଆତଙ୍କବାଦୀ) ଭାବୁଛନ୍ତି ଯେ ଆମେ ପାକିସ୍ତାନ ସହିତ ଯିବୁ, ସେମାନେ ଭୁଲ। ସେ କହିଥିଲେ, “ଆମେ ସେମାନଙ୍କର (ପାକିସ୍ତାନ) ଭୁଲ ଧାରଣାକୁ ଦୂର କରିବାକୁ ଚାହୁଁଛୁ […]

ସଂପୂର୍ଣ୍ଣ ପଢନ୍ତୁ
Rah Mal

ପହଲଗାମ ଆକ୍ରମଣକୁ ନେଇ କଂଗ୍ରେସ ନେତାଙ୍କ ବୟାନବାଜୀକୁ ନେଇ ରାହୁଲ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଥିବାର ପରିବେଶ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘୋଷଣା କରିଛନ୍ତି ଯେ ଆତଙ୍କବାଦୀମାନଙ୍କୁ କଳ୍ପନା ବାହାରେ ଦଣ୍ଡ ଦିଆଯିବ। ଏହି ସମୟରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଅନ୍ୟ କେତେକ କଂଗ୍ରେସ ନେତା ପହଲଗାମ ଆକ୍ରମଣ ଉପରେ ମନଇଚ୍ଛା ବିବୃତ୍ତି ଜାରି କରିଛନ୍ତି। ବିଜେପି ଏହି ବୟାନର ଜବାବ ଦେଇ କଂଗ୍ରେସ ନେତାମାନଙ୍କୁ ନିଶାନ-ଏ-ପାକିସ୍ତାନ ଦିଆଯାଉ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ
6jo9ayw2jpf3le3clgo4

ପହଲଗାମ ଘଟଣାକୁ ଆଳ କରି ରାଜ୍ୟମାନ୍ୟତା ମାଗିବୁ ନାହିଁ : ଓମର

ଶ୍ରୀନଗର: ପହଲଗାମରେ ନିର୍ଦ୍ଦୋଷ ହିନ୍ଦୁଙ୍କ ହତ୍ୟାକାଣ୍ଡ ଉପରେ ସୋମବାର ୨୮ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀର ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକି ଏକ ନିନ୍ଦା ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଏହି ନିର୍ମମ ହତ୍ୟାକାଣ୍ଡ ଉପରେ ତାଙ୍କର ଶୋକ ପ୍ରକାଶ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ପହଲଗାମ ଘଟଣାକୁ ଆଳ କରି ରାଜ୍ୟମାନ୍ୟତା ମାଗିବୁ ନାହିଁ । ନିନ୍ଦା ପ୍ରସ୍ତାବ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ
Rew

୬୩ ହଜାର କୋଟିର ୨୬ଟି ରାଫେଲ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ବାୟୁସେନା ପରେ ନୌସେନାରେ  ରାଫେଲ ସାମିଲ ହେବ, ଯାହା ନୌସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ। ରାଫେଲ କ୍ରୟ ନେଇ ଫ୍ରାନ୍ସ ସହ ଭାରତ ଚୁକ୍ତି ସ୍ବାକ୍ଷରିତ କରିବ । ଭାରତ ୨୬ଟି ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ କିଣିବା ପାଇଁ ଆଜି ଫ୍ରାନ୍ସ ସହ ୬୩ ହଜାର କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷରିତ କରିବ। ସେଥିମଧ୍ୟରୁ ୨୨ଟି ସିଙ୍ଗିଲ ସିଟର ଏବଂ ୪ଟି ଟ୍ୱିନ ସିଟର ରାଫେଲ ଥିବା ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରାଳୟ […]

ସଂପୂର୍ଣ୍ଣ ପଢନ୍ତୁ