ତାହାୱର ହୁସେନ ରାଣା ଭାରତ ପ୍ରତ୍ୟର୍ପିତ, ଗିରଫ କଲା ଏନ୍ଆଇଏ
ନୂଆଦିଲ୍ଲୀ : ଭାରତ ପ୍ରତ୍ୟର୍ପିତ ହୋଇଥିବା ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତାହାୱର ହୁସେନ ରାଣା ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀର ଆନ୍ତର୍ଜାତିକ ବିମାନବନ୍ଦରରେ ରାଣା ପହଞ୍ଚିବା ପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତାକୁ ଗିରଫ କରିଛି। ଗିରଫ ପରେ ତାକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଦାଲତରେ ହାଜର କରାଯାଇଛି। ରାଣାର ପ୍ରତ୍ୟର୍ପଣ ପାଇଁ ପଟିଆଲା ହାଉସ୍ କୋର୍ଟ, ଏନଆଇଏ ମୁଖ୍ୟ କାର୍ୟ୍ୟାଳୟ ସହିତ ଦିଲ୍ଲୀର ବିଭିନ୍ନ ସ୍ଥାନରେ […]
ସଂପୂର୍ଣ୍ଣ ପଢନ୍ତୁ