Trump

ଶୁଳ୍କ ଚୁକ୍ତି ପାଇଁ ଅନୁରୋଧ କରୁଥିବା ଦେଶଙ୍କୁ ଅପଶବ୍ଦ କହିଲେ ଟ୍ରମ୍ପ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ସେ ଶୁଳ୍କ ବୃଦ୍ଧି କରିବା ପରେ ଅନେକ ଦେଶ ତାଙ୍କୁ ପ୍ରଶଂସା କରୁଛନ୍ତି। ଟ୍ରମ୍ପ୍ କହିଛନ୍ତି, ଆମେରିକାର ଶୁଳ୍କ ଦ୍ୱାରା ପ୍ରଭାବିତ ଦେଶମାନେ ତାଙ୍କୁ ଡାକିଛନ୍ତି ଏବଂ ଏହା ଉପରେ ଏକ ଚୁକ୍ତି କରିବାକୁ ଆଗ୍ରହୀ। ଏହି ସମୟରେ ଟ୍ରମ୍ପ୍ ଏପରି ଦେଶଗୁଡ଼ିକୁ କେବଳ ଚାଟୁକାର ବୋଲି କହି ନଥିଲେ ବରଂ ଅପମାନଜନକ ଭାଷା ମଧ୍ୟ ବ୍ୟବହାର କରିଥିଲେ। ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ବିଶ୍ୱର ପ୍ରାୟ ୬୦ଟି […]

ସଂପୂର୍ଣ୍ଣ ପଢନ୍ତୁ

ଆମେ ହିନ୍ଦୁ, କିନ୍ତୁ ବିଜେପି ନେତାମାନେ ଯାହା କରନ୍ତି ତାହା ଆମର ଧର୍ମ ନୁହେଁ – ରାହୁଲ

ଅହମ୍ମଦାବାଦ : ବିଜେପି ପ୍ରାୟତଃ କଂଗ୍ରେସକୁ ‘ହିନ୍ଦୁ ବିରୋଧୀ’ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରେ। ବିଜେପି ରାହୁଲ ଗାନ୍ଧିଙ୍କ ଧର୍ମ ଉପରେ ବି ପ୍ରଶ୍ନ ଉଠାଯାଉଛି। କିନ୍ତୁ ଏବେ ରାହୁଲ ଗାନ୍ଧି ନିଜେ ତାଙ୍କ ଧର୍ମ ପ୍ରକାଶ କରିଛନ୍ତି। ବିଜେପି ଉପରେ ଆକ୍ରମଣ କରି ରାହୁଲ ଗାନ୍ଧି କହିଛନ୍ତି, ଆମେ ମଧ୍ୟ ନିଜକୁ ହିନ୍ଦୁ ବୋଲି କହୁଛୁ, କିନ୍ତୁ ବିଜେପି ନେତାମାନେ ଯାହା କରନ୍ତି ତାହା ଆମର ଧର୍ମ ନୁହେଁ। ଆମ ଧର୍ମ ସମସ୍ତଙ୍କୁ ସମ୍ମାନ […]

ସଂପୂର୍ଣ୍ଣ ପଢନ୍ତୁ
Train 750x430

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍

ଶ୍ରୀକାକୁଲମ: ପୁଣି ରେଳ ଦୁର୍ଘଟଣା। ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ମଙ୍ଗଳବାର ଘଟିଛି ଏକ ରେଳ ଦୁର୍ଘଟଣା। ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହୋଇଯାଇଛି। ଫଳରେ ଶତାଧିକ ଯାତ୍ରୀ ଫସି ରହିବା ସହ ଆତଙ୍କିତ ହୋଇପଡ଼ିଥିଲେ। ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଯାତ୍ରୀମାନଙ୍କ କହିବା ଅନୁଯାୟୀ, ସୁମ୍ମାଦେବୀ-ମଣ୍ଡାସା ଗାଁ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।  ଫଳରେ ଯାତ୍ରୀମାନେ […]

ସଂପୂର୍ଣ୍ଣ ପଢନ୍ତୁ
Arrest 750x430

ସରକାରୀ କାର୍ଯ୍ୟାଳୟରୁ ହେରୋଇନ୍ ଜବତ, ଜଣେ କର୍ମଚାରୀ ଗିରଫ

ଇଟାନଗର: ଇଟାନଗର ପୁଲିସ ଏଠାକାର ସିଭିଲ୍ ସଚିବାଳୟ ପରିସରରୁ ଜଣେ ସନ୍ଦିଗ୍ଧ ଡ୍ରଗ୍ସ(ହେରୋଇନ୍) ଯୋଗାଣକାରୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୪୪.୩୬ ଗ୍ରାମ ହେରୋଇନ୍ ଜବତ କରାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ମଙ୍ଗଳବାର କହିଛନ୍ତି। ଇଟାନଗର ପୋଲିସ ଅଧୀକ୍ଷକ (ଏସପି) ରୋହିତ ରାଜବୀର ସିଂହ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ବର୍ତ୍ତମାନ ରାଜ୍ୟ ଉଦ୍ୟାନ କୃଷି ବିଭାଗରେ ମଲ୍ଟି-ଟାସ୍କିଂ ଷ୍ଟାଫ୍ (ଏମଟିଏସ୍) ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ନିକଟରୁ ୪୪.୩୬ ଗ୍ରାମ ହେରୋଇନ୍ ଜବତ […]

ସଂପୂର୍ଣ୍ଣ ପଢନ୍ତୁ
Police 1

ବିଜେପି ନେତାଙ୍କ ବାସଭବନରେ ଭୟଙ୍କର ବିସ୍ଫୋରଣ, ବ୍ୟାପକ କ୍ଷୟକ୍ଷତି

ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧର ଜିଲାରେ ବିଜେପି ନେତା ମନୋରଞ୍ଜନ କାଳିଆଙ୍କ ବାସଭବନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି, ଯାହା ଫଳରେ ସ୍ଥାନୀୟ  ଅଞ୍ଚଳରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡ଼ିଛି। ପୁଲିସ ଡେପୁଟି କମିଶନର ମନପ୍ରୀତ ସିଂହ କହିଛନ୍ତି ଯେ ଜଳନ୍ଧରର ଶାସ୍ତ୍ରୀ ମାର୍କେଟ ନିକଟରେ ଥିବା ବିଜେପି ନେତା ମନୋରଞ୍ଜନ କାଳିଆଙ୍କ ବାସଭବନରେ ରାତି ପ୍ରାୟ ଗୋଟାଏ ସମୟରେ ଏକ […]

ସଂପୂର୍ଣ୍ଣ ପଢନ୍ତୁ
Waqf Board

ଆଜିଠାରୁ ଲାଗୁ ହେଲା ଓ୍ବାକଫ ସଂଶୋଧନ ଆଇନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୱାକଫ ସଂଶୋଧନ ଆଇନ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ନୂତନ ୱାକଫ୍ ଆଇନ ଆଜି ଅର୍ଥାତ୍ ବୁଧବାର, ୮ ଏପ୍ରିଲ୍, ୨୦୨୫ ଠାରୁ କାର୍ଯ୍ୟକାରୀ ହେବ। ସଂସଦର ଉଭୟ ଗୃହରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ ହେବା ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର (୫ ଏପ୍ରିଲ୍) ଏହାକୁ ଅନୁମୋଦନ କରିଥିଲେ। ଦେଶର ଅନେକ ରାଜ୍ୟରେ ନୂତନ ୱାକଫ ଆଇନ ବିରୋଧରେ ପ୍ରତିବାଦ ଚାଲିଥିବା […]

ସଂପୂର୍ଣ୍ଣ ପଢନ୍ତୁ
Jai

ଦଳିତ ନେତାଙ୍କ ପୂଜାର୍ଚ୍ଚନା ପରେ ମନ୍ଦିରରେ କାହିଁକି ଗଙ୍ଗାଜଳ ଛିଞ୍ଚି ଶୁଦ୍ଧିକରଣ କରାଯାଇଥିଲା, ବିଜେପି କ୍ଷମା ମାଗିବା ଉଚିତ୍: ଜୟରାମ ରମେଶ

ନୂଆଦିଲ୍ଲୀ: ରାଜସ୍ଥାନର ଦଳିତ କଂଗ୍ରେସ ନେତା ଟିକାରାମ ଜୁଲି ଅଲୱରର ଏକ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭଗବାନଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ରାଜ୍ୟର ଶାସକ ବିଜେପି ନେତା ଜ୍ଞାନଦେବ ଆହୁଜା ଟିକାରାମ ଜୁଲି ମନ୍ଦିର ପରିଦର୍ଶନ କରିବା ପରେ ଗଙ୍ଗାଜଳ ଛିଞ୍ଚି ମନ୍ଦିରର ଶୁଦ୍ଧିକରଣ କରିଥିଲେ। ଏହି ପ୍ରସଙ୍ଗ ଏବେ ତୀବ୍ର ହୋଇଛି। କଂଗ୍ରେସ ମହାସଚିବ ଜୟରାମ ରମେଶ ଏହି କାର୍ଯ୍ୟକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି ଏବଂ ବିଜେପି ନେତୃତ୍ୱକୁ କ୍ଷମା […]

ସଂପୂର୍ଣ୍ଣ ପଢନ୍ତୁ
Has

ମୁଁ ଦେଶକୁ ଫେରୁଛି: ୟୁନୁସଙ୍କୁ ଚେତାବନୀ ଦେଲେ ହସିନା

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ଭଗବାନ କିଛି ଭଲ କାମ ପାଇଁ ମତେ ଜୀବିତ ରଖିଛନ୍ତି। ଏକ ଦିନ ନିଶ୍ଚିତ ଭାବରେ ଆସିବ ଯେତେବେଳେ ଆୱାମୀ ଲିଗ୍ ନେତାମାନଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କୁ ନ୍ୟାୟର ସମ୍ମୁଖୀନ ହେବାକୁ ପଡିବ। ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଦଳର ନେତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ସମୟରେ ଏହା କହିଛନ୍ତି। ଗତ ବର୍ଷ ଅଗଷ୍ଟ ମାସ ୫ ତାରିଖରେ ବାଂଲାଦେଶରେ ଛାତ୍ର […]

ସଂପୂର୍ଣ୍ଣ ପଢନ୍ତୁ
Capture 35 750x430

୫୦ ଟଙ୍କା ମହଙ୍ଗା ହେଲା ଘରୋଇ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ : ସରକାର ପେଟ୍ରୋଲ-ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିବା ପରେ ଏବେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ବଢାଇଛନ୍ତି । ସରକାର ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି କରିଛନ୍ତି । ସୋମବାର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଘରୋଇ ଗ୍ୟାସ୍ ସିଲିଣ୍ଡର ଓ ଉଜ୍ବଳା ଯୋଜନା ଉପରେ ଦାମ୍ ୫୦ ଟଙ୍କା ବୃଦ୍ଧି ହୋଇଛି । ନୂଆ ଦର […]

ସଂପୂର୍ଣ୍ଣ ପଢନ୍ତୁ
Yunus Modi 750x430

ମୋଦୀ-ୟୁନୁସଙ୍କ ଆଲୋଚନାର ଭ୍ରମାତ୍ମକ ଉପସ୍ଥାପନା କଲା ବାଂଲାଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଗତ ୪ ତାରିଖରେ ବିମଷ୍ଟେକ ସମ୍ମିଳନୀ ଅବସରରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସମୟରେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ରହିଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ୟୁନୁସଙ୍କ ଗଣମାଧ୍ୟମ ସଚିବ ମୋଦୀ ଏବଂ ୟୁନୁସଙ୍କ ଆଲୋଚନାକୁ ନେଇ ବାଂଲାଦେଶରେ ଭ୍ରମାତ୍ମକ ଉପସ୍ଥାପନା କରିଛନ୍ତି। ଆଲୋଚନାବେଳେ ଯେଉଁ ନିଷ୍ପତ୍ତି ହୋଇନାହିଁ ସେ ବିଷୟରେ ସେ ବାଂଲାଦେଶର […]

ସଂପୂର୍ଣ୍ଣ ପଢନ୍ତୁ