ଚୀନକୁ ବାଣିଜ୍ୟରେ କାହିଁକି ପାରୁ ନାହିଁ ଭାରତ ? ୧୦୦ ବିଲିଅନ ଡଲାରର କ୍ଷତି ପରେ ଚିନ୍ତିତ ଅର୍ଥମନ୍ତ୍ରୀ
ଚୀନ ସହିତ ଭାରତର ବଢ଼ୁଥିବା ବାଣିଜ୍ୟିକ କ୍ଷତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯଦିଓ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧୁରୁଛି, ହେଲେ ବାଣିଜ୍ୟରେ ଭାରତ ଅଧିକ କ୍ଷତି ସହୁଛି ବୋଲି କହିଛନ୍ତି ନିର୍ମଳା। ବ୍ୟାଙ୍କକରେ ଆୟୋଜିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବୈଠକ ଅବସରରେ ଆଟଲାଣ୍ଟିକ କାଉନସିଲ ସହ ଆଲୋଚନା ବେଳେ ଏପରି କହିଛନ୍ତି ନିର୍ମଳା ସୀତାରମଣ। ପୂର୍ବ ଅପେକ୍ଷା ଚୀନକୁ ଭାରତର ରପ୍ତାନୀ ବଢ଼ିଛି ସତ, ହେଲେ […]
ସଂପୂର୍ଣ୍ଣ ପଢନ୍ତୁ