ମହିଳା ସଂରକ୍ଷଣ ବିଲ୍,ସେତେବେଳେ ବିଜେପି ହିଁ ବିରୋଧ କରିଥିଲା: ପ୍ରିୟଙ୍କା
ଭୁବନେଶ୍ଵର:ଲୋକସଭାରେ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍ ଆଗତ କରାଯାଇଛି। ଆଜି ଗୃହରେ ଭାଷଣ ଦେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ପଞ୍ଚାୟତ ଏବଂ ପୌରପାଳିକାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣର ବ୍ୟବସ୍ଥା ପ୍ରଥମେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତୀୟ ଜାତୀୟ କଂଗ୍ରେସ ସରକାର ଏହି ଗୃହରେ ଆଗତ କରାଯାଇଥିଲା। ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ଏହା ଉପରେ ଆଲୋଚନା କରିଥିଲେ କିନ୍ତୁ […]
ସଂପୂର୍ଣ୍ଣ ପଢନ୍ତୁ