Kyiv 750x430

ରୁଷ ଆକ୍ରମଣରେ କିଭ୍ ବିମାନବନ୍ଦର ଛାରଖାର

ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶୁକ୍ରବାର ଭୋର ସମୟରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ୟୁକ୍ରେନର ଆବାସିକ ଅଞ୍ଚଳର ଏବଂ ବିଭିନ୍ନ ସହର ଉପରେ ଏହି ଆକ୍ରମଣ ହୋଇଛି। ୬ ଘଣ୍ଟା ଧରି ରୁଷ ପକ୍ଷରୁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରାଯାଇଛି। ଏଥିରେ କିଭ୍‌ ବିମାନବନ୍ଦର ଛାରଖାର ହୋଇଯାଇଛି। କ୍ଷେପଣାସ୍ତ୍ର ମାଡ଼ରେ ବିମାନବନ୍ଦରର ବହୁ ଅଞ୍ଚଳ ଧ୍ବଂସ ହୋଇଛି। କିଭ୍‌ ସାମରିକ ପ୍ରଶାସନ ମୁଖ୍ୟ ତାଇମୁର କାଚେଙ୍କୋ କହିଛନ୍ତି ଯେ, ୫ଟି ଜିଲାର ୧୩ଟି […]

ସଂପୂର୍ଣ୍ଣ ପଢନ୍ତୁ
Taliban 750x430

ତାଲିବାନ ଶାସନକୁ ଆନୁଷ୍ଠାନିକ ସ୍ୱୀକୃତି ଦେଲା ରୁଷ: ଏମିତି କହିଲେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ

ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇଛି ରୁଷ । ଏନେଇ ଗୁରୁବାର ଦିନ କାବୁଲରେ ଥିବା ରୁଷ ରାଷ୍ଟ୍ରଦୁତ ଦିମିତ୍ରୀ ଝିରନୋଭ୍‍ଙ୍କୁ ଭେଟିଥିଲେ ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ୍‍ ମୁତ୍ତାକୀ । ଏହି ଭେଟଘାଟ ପରେ ମୁତ୍ତାକୀ କହିଛନ୍ତି ଯେ ଏହା ‘ସକାରାତ୍ମକ ସମ୍ପର୍କ, ପାରସ୍ପରିକ ସମ୍ମାନ ଏବଂ ଗଠନମୂଳକ ସହଭାଗୀତାର ଏକ ନୂତନ ପର୍ଯ୍ୟାୟ ହେବ’ ଏବଂ ଏହି ପରିବର୍ତ୍ତନ ଅନ୍ୟ ଦେଶମାନଙ୍କ ପାଇଁ ଏକ ଉଦାହରଣ ହେବ । ଅଗଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
2 179 1751544566187

ଘାନା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନ, କହିଲେ- ଆମ ପାଇଁ ଗଣତନ୍ତ୍ର ଏକ ବ୍ୟବସ୍ଥା ନୁହେଁ, ଏକ ସଂସ୍କୃତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଅଫ୍ ଦ ଘାନା’ରେ ସମ୍ମାନିତ କରାଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘାନା ସଂସଦଙ୍କୁ ସମ୍ୱୋଧିତ କରିଥିଲେ । ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବୋଚ୍ଚ ସମ୍ମାନ ପାଇଁ ଘାନକୁ କୃତଜ୍ଞତା ଜଣାଇଥିଲେ । ଘାନା ସଂସଦକୁ ସମ୍ୱୋଧିତ କରିବାରେ ଗତ ତିନି ବର୍ଷରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ
Del

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଟ୍ରାନ୍ସଫର୍ମର ବିସ୍ଫୋରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏମ୍ସର ଟ୍ରମା ସେଣ୍ଟରରେ ଲାଗିଥିବା ଟ୍ରାନ୍ସଫର୍ମର ବିସ୍ଫୋରଣ ହୋଇଛି। ଖବର ପାଇ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡରେ ମୃତାହତ ନେଇ କୌଣସି ସୂଚନା ନାହିଁ।

ସଂପୂର୍ଣ୍ଣ ପଢନ୍ତୁ
M

ଚର୍ଚ୍ଚାରେ ଆଇଏଏସ୍‌ ନେହା: ୩ ଥର ଫେଲ୍‌ ହେବା ପରେ ଛାଡ଼ିଥିଲେ ମୋବାଇଲ

ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷା ଦେବା ବିଷୟରେ ଭାବିବା ଏବଂ ଏଥିରେ ସଫଳ ହେବା ୨ଟି ଭିନ୍ନ କଥା। କେହି କେହି ନିଜର ୟୁପିଏସସି ପରୀକ୍ଷା ପାସ୍ କରିବାର ସ୍ବପ୍ନକୁ ଅଧାରୁ ଛାଡ଼ିଦିଅନ୍ତି ତ କେହି କେହି ନିଜ ସ୍ବପ୍ନକୁ ପୂରଣ ନକରିବା ପର୍ଯ୍ୟନ୍ତ ପରିଶ୍ରମ କରିବାରେ ଲାଗିପଡ଼ିଥାନ୍ତି। ସ୍ବପ୍ନ ସାକାର କରିବା ପାଇଁ ଅନେକ ବଳିଦାନ ଦେବାକୁ ମଧ୍ୟ ପଛାନ୍ତି ନାହିଁ। ଠିମ୍ ଯେମିତି ଆଇଏଏସ୍ ନେହା ବ୍ୟଦୱାଲଙ୍କ ପରି। ବାପାଙ୍କ ଭଳି ସିଭିଲ ସର୍ଭିସରେ ଯୋଗ […]

ସଂପୂର୍ଣ୍ଣ ପଢନ୍ତୁ
Man

ମନୋଜିତ୍‌ ମିଶ୍ରଙ୍କ ବିରୋଧରେ ଆସିଲା ନୂଆ ଅଭିଯୋଗ

କୋଲକାତା: କୋଲକାତାର ଆଇନ୍‌ କଲେଜ ଛାତ୍ରୀଙ୍କ ଦୁଷ୍କର୍ମ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ବିରୋଧରେ ଆସିଛି ପୁଣି ଏକ ନୂଆ ଅଭିଯୋଗ। ନୂତନ ଅଭିଯୋଗକାରୀ ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ମନୋଜିତ୍‌ ପୂର୍ବରୁ ମଧ୍ୟ ଛାତ୍ରମାନଙ୍କୁ ମାନସିକ ନିର୍ଯାତନା ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ତାଙ୍କର ଜଣେ ବନ୍ଧୁଙ୍କୁ ଅପହରଣ କରାଯାଇଥିଲା ଏବଂ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ସେ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି “ମୋର ଜଣେ […]

ସଂପୂର୍ଣ୍ଣ ପଢନ୍ତୁ
1751258813 4938

ବିହାରରେ ଏକାକୀ ଲଢିବ ଆପ୍

ନୂଆଦିଲ୍ଲୀ : ନିକଟରେ ଗୁଜରାଟ ଓ ପଞ୍ଜାବର କେତେକ ଆସନରେ ହୋଇଥିବା ଉପନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍ ) ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇ ଉତ୍ସାହିତ ହୋଇଯାଇଛି । ଏବେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ବିହାର ଉପରେ ଆଖି ପକାଇଛନ୍ତି । ସେ ଘୋଷଣା କରିଛନ୍ତି ଯେ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ଲଢିବ । ବିହାରରେ ଏକାକୀ ଲଢିବାକୁ ଆପ୍ର ନିଷ୍ପତ୍ତି କେତେକ ରାଜନୈତିକ ଦଳଙ୍କ ଖେଳ […]

ସଂପୂର୍ଣ୍ଣ ପଢନ୍ତୁ
Faa

ଦଲାଇଲାମାଙ୍କ ଉତ୍ତରାଧିକାରୀ ବାଛିବାର ଅଧିକାର ତାଙ୍କ ନିଜର: ଭାରତ

ନୂଆଦିଲ୍ଲୀ: ନିର୍ବାସିତ ତିବ୍ବତୀୟ ଆଧ୍ୟାତ୍ମିକ ନେତା ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ଗୁରୁବାର ଦିନ ଭାରତ ଚୀନର ଦାବି ଉପରେ ଏକ ଦୃଢ଼ ଆପତ୍ତି ଉଠାଇଛି। ଭାରତ କହିଛି ଯେ ଦଲାଇଲାମାଙ୍କ ଉତ୍ତରାଧିକାରୀ କିଏ ହେବ; ତା’ର ନିଷ୍ପତ୍ତି କେବଳ ତାଙ୍କ ନିଜସ୍ବ। ଏକ ବିବୃତିରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, “ଦଲାଇ ଲାମାଙ୍କ ପଦବୀ କେବଳ ତିବ୍ଦତୀୟମାନଙ୍କ ପାଇଁ ନୁହେଁ ବରଂ ବିଶ୍ୱରେ ଥିବା ତାଙ୍କର ସମସ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Sgd

ପୁଣି ନିଷ୍କ୍ରିୟ ହେଲା ଭୁଲ୍‌ବଶତଃ ସକ୍ରିୟ ହୋଇ ଯାଇଥିବା ପାକିସ୍ତାନୀ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌

ନୂଆଦିଲ୍ଲୀ:ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରେ ପ୍ରତିଶୋଧମୂଳକ କାର୍ଯ୍ୟ ଭାବେ କେତୋଟି ପାକିସ୍ତାନୀ ଚ୍ୟାନେଲ୍‌ ଓ ସୋସିଆଲ୍‌ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତ। ତେବେ ସେଗୁଡ଼ିକୁ ଗତକାଲି ପୁଣି ଥରେ ସକ୍ରିୟ ହୋଇଥିବାର ଦେଖିବାକୁ ମିଳିଥିଲା। ଆକାଉଣ୍ଟ୍‌ଗୁଡ଼ିକୁ ସକ୍ରିୟ ହେବାର ଦେଖି କେହି କେହି ପ୍ରତିବନ୍ଧକ ହଟିଲା ବୋଲି ଅନୁମାନ କରୁଥିଲେ। ମାତ୍ର ଏବେ ଜାଣିବାକୁ ମିଳିଛି ଯେ ବୈଷୟିକ ତ୍ରୁଟି ଯୋଗୁ ଏପରି ହୋଇଥିଲା। ଏବେ ବି ପାକିସ୍ତାନୀ ଆକାଉଣ୍ଟ୍‌ଗୁଡ଼ିକ ଉପରେ ଭାରତରେ ପ୍ରତିବନ୍ଧକ […]

ସଂପୂର୍ଣ୍ଣ ପଢନ୍ତୁ
Amarnath

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା। ପ୍ରଥମ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଜମ୍ମୁ ବେସ୍ କ୍ୟାମ୍ପରେ ପୂଜାର୍ଚ୍ଚନା ପରେ ଯାତ୍ରାର ଶୁଭାରମ୍ଭ ହୋଇଛି । ‘ହରହର ମହାଦେବ’ ଓ ‘ବମ୍ ବମ୍ ଭୋଲେ’ ନାରାରେ କମ୍ପିଛି ପରିବେଶ। ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଯାତ୍ରା ଆରମ୍ଭ କରିଛନ୍ତି । ଅମରନାଥ ଯାତ୍ରା ପାଇଁ କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବାହିନୀ ତୀର୍ଥଯାତ୍ରୀଙ୍କ ସୁରକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ