୮୩ ବର୍ଷରେ ବିଗ୍.ବି
ନୂଆଦିଲ୍ଲୀ :ଭାରତୀୟ ସିନେମାର ମହାନାୟକ ଶତାଦ୍ଦୀର ଶେହେନସା। ଆଜି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଦୀର୍ଘ ଦଶଦ୍ଦି ଧରି ବଲିଉଡ୍ ଏବଂ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଥିବା ବିଗ୍ ବିଙ୍କ ଜନ୍ମଦିନକୁ ସାରା ଦେଶ ପାଳନ କରୁଛି। ମୁମ୍ବାଇର ଜଲସା ଘର ଆଗରେ ଅମିତାଭଙ୍କ ଗୋଟିଏ ଝଲକ ପାଇଁ ପ୍ରଶଂସକ ମାନେ ଅପେକ୍ଷା କରିଛନ୍ତି। ଗଲା ୬୦ ବର୍ଷ ଧରି ନିଜର ଅଲଗା ଅଲଗା ଚରିତ୍ରରେ ଅଭିନୟ କରି ଅମିତାଭ ତିଆରି କରିଛନ୍ତି […]
ସଂପୂର୍ଣ୍ଣ ପଢନ୍ତୁ