ଆପାର୍ଟମେଣ୍ଟରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର
କଟକ : କଟକ ବାଦାମବାଡ଼ି ଅଞ୍ଚଳରେ ଚାଞ୍ଚଲ୍ୟ । ଆପାର୍ଟମେଣ୍ଟରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର । ବିକାଶଭବନ ନିକଟସ୍ଥ ଏକ ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ବାପାଙ୍କ ମୃତଦେହ ଉଦ୍ଧାର ହୋଇଛି । ନିକଟରେ ନାବାଳିକା ଝିଅର ମୃତଦେହ ମିଳିଥିଲା । ଆପାର୍ଟମେଣ୍ଟରେ ବାପା ଝିଅ ଭଡ଼ାରେ ରହୁଥିଲେ । ମୃତକ ହେଲେ ମାନସ ରଞ୍ଜନ ଦାସ ଓ ତାଙ୍କ ଝିଅ । ଝିଅର ମାନସିକ ସ୍ଥିତି ଠିକ ନଥିଲା । ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କଟକ ଏସସିବିକୁ […]
ସଂପୂର୍ଣ୍ଣ ପଢନ୍ତୁ