ଏଏସ୍ଆଇର ସମ୍ମିଳନୀ: ଭାଗନେଲେ ୧୧୨ଟି ଶିକ୍ଷାନୁଷ୍ଠାନର ୪ ଶହ ଜ୍ୟୋତିର୍ବିଦ
ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ଭାରତୀୟ ଜ୍ୟେତିର୍ବିଜ୍ଞାନୀ ସଂଗଠନ(ଏଏସ୍ଆଇ)ର ୪୩ତମ ବାର୍ଷିକ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ମୁଖ୍ୟଅତିଥି ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଉଦ୍ବୋଧନରେ ଆର୍ଯ୍ୟଭଟ୍ଟ, ବରାହମିହିର, ଭାସ୍କରଙ୍କ ଭଳି ଭାରତୀୟ ଗଣିତଜ୍ଞଙ୍କ ପ୍ରାଚୀନ ଅବଦାନ ଓ ଇସ୍ରୋ ଦ୍ବାରା ମହାକାଶ ମିଶନ ଭଳି ଆଧୁନିକ ସଫଳତା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ଆଇଆଇଏସ୍ଟି(ଥିରୁବନନ୍ତପୁରମ୍)ର ନିର୍ଦ୍ଦେଶକ ତଥା ଏଏସ୍ଆଇ ସଭାପତି ପ୍ରଫେସର ଦୀପଙ୍କର ବାନାର୍ଜୀ ସଂଗଠନର ବିଭିନ୍ନ କାର୍ଯ୍ୟକଳାପ ତଥା ଭାରତୀୟ ଜ୍ୟୋତିର୍ବିଜ୍ଞାନ […]
ସଂପୂର୍ଣ୍ଣ ପଢନ୍ତୁ