୪୨ମୌଜାରେ ବିଶ୍ୱକର୍ମା ପୂଜା ଉଦଯାପିତ

ରାଜ୍ୟ
Spread the love

କଟକ  : କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ସ୍ଥିତ ରୟାଲ୍ସ ବ୍ରିକ୍ସ କାର୍ଯ୍ୟାଳୟ ରେ ବିଶ୍ୱକର୍ମା ପୂଜା ପାଳିତ ହୋଇ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଦାୟିତ୍ୱ ରେ ଥିବା ଆଇନୀଜିବୀ କେଶବଚନ୍ଦ୍ର କର ଙ୍କ ତତ୍ତ୍ଵବଧାନରେ ପୂଜା କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଶତାଧିକ କର୍ମୀ ତଥା ୪୨ମୌଜା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *