କଟକ ସଦର : ବୟାଳିଶ ମୌଜା ସ୍ଥିତ ବେଣ୍ଟକାର ଠାରେ ଥିବା ୪୨ମୌଜା ବିଦ୍ୟୁତ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ପାଳିତ ହୋଇ ଉଦଯାପିତ ହୋଇଯାଇଛି। ରାଜ୍ୟସଭା ସାଂସଦ ଦିଲ୍ଲୀପ କୁମାର ରାୟ, ଦେବାଶିଷ ପ୍ରଧାନ, ରାଜୀବ ମହାନ୍ତି, ମାନସ ରଣା, ମହେନ୍ଦ୍ର କୁମାର ବେହେରା, ଆସିଷ୍ଟାଣ୍ଟ ଇ° ଦୀପକ କୁମାର ସାହୁ, ବିଚିତ୍ରା ନନ୍ଦ ଡାକୁଆ, ଦେବାଶିଷ ପରିଡା, ଲଳିତ କେଶରୀ ପ୍ରଧାନ, ଦିବ୍ୟ ରଞ୍ଜନ ସ୍ୱାଇଁ, ଅରୂପ ଦାସ, ପ୍ରଶାନ୍ତ ବେହେରା, ସ୍ମୃତି ପ୍ରିୟା ବାରିକ, ଅମ୍ଲାନ ଦାସ, ସିଦ୍ଧାର୍ଥ ଦାସ, ପୁଷ୍ପା ବାରିକ ଓ ରିକନ ପରିଡା ପ୍ରମୁଖ ପୂଜା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।
