Re

ମୋବାଇଲରେ ରିଲ୍ସ କରିବା ହେଲା କାଳ, ନଦୀରେ ଖସି ପଡିଲେ ଯୁବତୀ

ଢେଙ୍କାନାଳ : ମୋବାଇଲରେ ରିଲ୍ସ କରିବା ହେଲା କାଳ । ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀରେ ଖସି ପଡିଲେ ଯୁବତୀ । ଯୁବତୀ ଜଣଙ୍କ ଢେଙ୍କାନାଳ ତରଭା ଗାଁର ୧୯ ବର୍ଷୀୟ ଅମ୍ବିକା ନାୟକ । ସେ ମାଉସୀଙ୍କ ସହ ମିଶି ଢେଙ୍କାନାଳ ତରଭା ଗାଁରୁ କାମାକ୍ଷାନଗର ଖଟୁଆହତା ଯାଉଥିଲେ । ଅଧା ବାଟରେ ଅଟୋକୁ ଅଟକାଇ କମଗରା ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଝିଅ ଅମ୍ବିକା ମୋବାଇଲରେ ରିଲ୍ସ କରୁଥିଲେ […]

ସଂପୂର୍ଣ୍ଣ ପଢନ୍ତୁ
Pramila Prafulla 750x430

ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ

ଭୁବନେଶ୍ବର: ‘ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ । ପ୍ରଫୁଲ ଘଡାଇ ଜାଣିଥିବେ, କିଏ କେଉଁଠି ଷଡଯନ୍ତ୍ର କରିଥିଲା । ବିଜେଡି ଦଳ ଭିତରେ କିଛି ଷଡଯନ୍ତ୍ର ହୋଇନାହିଁ ।’ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ଘଡାଇଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କିଛି ଏପରି କଡା ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍ । ବିଜେଡି ଭାଙ୍ଗିବା ଆଲୋଚନା ଉପରେ ପ୍ରମିଳା କହିଛନ୍ତି, ବିଜେଡି […]

ସଂପୂର୍ଣ୍ଣ ପଢନ୍ତୁ
623f7a1c 8c8

ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର : ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଧାନସଭାରେ ଭିକାରୀ ତାଲିକା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଶାରେ ମୋଟ ୫୨୮୪ ଜଣ ଭିକାରୀ ଅଛନ୍ତି ବୋଲି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ , ରାଜ୍ୟରେ ଏବେ ପାଖାପାଖି ୫ହଜାରୁ ଅଧିକ ଭିକାରୀ ଅଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ
Obtniuulvatgk5ksu64r

ଆମେ ତୁମକୁ ବହୁତ ‘ମିସ୍‌’ କରୁଥିଲୁ: ମୋଦୀଙ୍କୁ କହିଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର “ପ୍ରିୟ ବନ୍ଧୁ” ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ସାକ୍ଷାତ ସଂପନ୍ନ ‌ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ହ୍ୱାଇଟ୍ ହାଉସରେ ପ୍ରବେଶ କରିବା ସମୟରେ ଏକ ଉଷ୍ମ ଆଲିଙ୍ଗନ ପରେ ହାତ ମିଳାଇ ପାଛୋଟି ନେଇଥି‌ଲେ ଟ୍ରମ୍ପ୍‌। ପ୍ରଧାନମନ୍ତ୍ରୀ ଆମେରିକାରେ ଅବତରଣ କରିବା ପରେ ରହିଥିବା ବ୍ଲେୟାର ହାଉସରେ ମୋଦୀଙ୍କ ପାଇଁ ଆମେରିକା ପତାକା କାଢ଼ି ତ୍ରିରଙ୍ଗା ଲଗାଇବା କଥା ସଭିଙ୍କୁ ଚକିତ କରିଛି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ […]

ସଂପୂର୍ଣ୍ଣ ପଢନ୍ତୁ
Assembly Adjoined 750x430

ପ୍ରଶ୍ନକାଳରେ ବିରୋଧୀଙ୍କ ହଟ୍ଟଗୋଳ, ନିନ୍ଦା କଲା ବିଜେପି

ଭୁବନେଶ୍ବର: ଆଜି ବଜେଟ ଅଧିବେଶନର ଦ୍ବିତୀୟ ଦିନ । ହେଲେ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ । ବିରୋଧି ବିଜେଡି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟକୁ ଆସି ହଙ୍ଗାମା କରିଛନ୍ତି । ଏମିତିକି ଆଜି ଗୃହ ଆରମ୍ଭରୁ ହିଁ କଡା ଆଭିମୁଖ୍ୟ ଦେଖାଇଥିଲେ ବିରୋଧୀ । ପ୍ରଶ୍ନକାଳ ବି ଠିକ୍ ଭାବରେ ଚାଲିବାକୁ ଦେଇନଥିଲେ । ଯାହାକୁ ନିନ୍ଦା କରିଛି ବିଜେପି । ଏନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି […]

ସଂପୂର୍ଣ୍ଣ ପଢନ୍ତୁ
1111

କଟକରେ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

କଟକ: କଟକରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଖଣ୍ଡାରେ ହାଣି ବିଭତ୍ସ ହତ୍ୟା କରାଯଇଛି । କଟକ ପୋତାପୋଖୋରି ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ପାଣି ଟାଙ୍କି ନିକଟରେ ଥିବା ବସ୍ତି ଭିତରେ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘର ଭିତରୁ ମହିଳାଙ୍କୁ ଉଦ୍ଧାର କରାଯାଇ SCB ମେଡିକାଲ ହସ୍ପିଟାଲକୁ ପଠାଯାଇଥିଲା । କିନ୍ତୁ, ସେଠାରେ ଡାକ୍ତରମାନେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏନେଇ IIC ସୂଚନା ଦେଇଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Nandankanan 750x430

ପରିବର୍ତ୍ତନ ହେଲା ନନ୍ଦନକାନନର ପ୍ରବେଶ ଓ ପ୍ରସ୍ଥାନ ପଥ

ଭୁବନେଶ୍ଵର: ପରିବର୍ତ୍ତନ ହେଲା ନନ୍ଦନକାନନର ପ୍ରବେଶ ଓ ପ୍ରସ୍ଥାନ ପଥ। ନନ୍ଦନକାନନର ଉନ୍ନତିମୂଳକ କାର୍ଯ୍ୟ ଚାଲୁଥିବା ଯୋଗୁଁ ପର୍ଯ୍ୟଟକମାନଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ପରିବର୍ତ୍ତନ କରାଯାଇଛି। ଫଳରେ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ପର୍ଯ୍ୟଟକମାନେ ନନ୍ଦନକାନନ ମୁଖ୍ୟ ଫାଟକ ଦେଇ ସମ୍ମୁଖରେ ଥିବା ଟିକେଟ କାଉଣ୍ଟରରେ ଟିକେଟ କରି ପ୍ରବେଶ କରୁଥିଲେ। ବର୍ତ୍ତମାନ ଏହି ମାର୍ଗ ପରିବର୍ତ୍ତନ ହୋଇଛି। ପୂର୍ବରୁ ଗୋଟିଏ ମାର୍ଗରେ ଆସି ଜୀବଜନ୍ତୁଙ୍କୁ ସଠିକ୍ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ
Vspzntyugnfmumtjb8rp

୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ

ନୂଆଦିଲ୍ଲୀ: ଏଥର ଦିଲ୍ଳୀରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆସନ୍ତା ‌୧୯ କିମ୍ବା ୨୦ ତାରିଖରେ ଦିଲ୍ଳୀରେ ବିଜେପି ସରକାର ଗଠନ କରିବ ବୋଲି ଶୁଣିବାକୁ ମିଳୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ୧୯ କିମ୍ବା ୨୦ ତାରିଖରେ ଅନୁ‌ଷ୍ଠିତ ହେବାର ସମ୍ଭାବନା ରହିଛି। ସେହିପରି ବିଧାୟକ ଦଳର ବୈଠକ ଆସନ୍ତା ୧୭ କିମ୍ବା ୧୮ ତାରିଖରେ ହୋଇପାରେ। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ପହଞ୍ଚିବା […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 02 14 092934 750

ଜେଲଗଲା କୋଟିପତି ଚୋର ସତୀଶ, ଚୋରି ଟଙ୍କାରେ କରୁଥିଲା ମସ୍ତି

ଭୁବନେଶ୍ଵର: ଘଟଣାର ଦୁଇ ସପ୍ତାହର ପରେ ଶେଷରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଚୋରକୁ ଧରିଛି ପୋଲିସ । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଆସି ଭୁବନେଶ୍ବରର ଭିଭିଆଇପି ଅଞ୍ଚଳରୁ ଚୋରି କରିଥିବା ୱାନ୍‌ମ୍ୟାନ୍‌ ଆର୍ମି ତଥା ସ୍ପାଇଡର୍‌ ମ୍ୟାନ୍‌ ଭାବେ ଜଣାଶୁଣା ୩୮ ବର୍ଷିୟ ଲୁଟେରା ସତୀଶ ରେଡ୍ଡୀକୁ ଗିରଫ କରିଛି ପୋଲିସ । ଗିରଫ କରାଯିବା ସହ ତା’ ନିକଟରୁ ୫୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ହୀରା ଓ ସୁନା […]

ସଂପୂର୍ଣ୍ଣ ପଢନ୍ତୁ
Adeo 4

ଗିରଫ ହେଲେ ଡାଟା ଏଣ୍ଟ୍ରି ଅପରେଟର, ଚଢ଼ଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

ଜୟପୁର : ଗିରଫ ହେଲେ କୋଟିପତି ଆକାଉଣ୍ଟାଣ୍ଟ । କୋରାପୁଟ କୋଟପାଡ଼ ବାଟସଣା ପଞ୍ଚାୟତର ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପାର୍ଥସାରଥୀ ବିଷୋୟୀ ଗିରଫ ହୋଇଛନ୍ତି । ଚଢ଼ଉ ବେଳେ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିଲା । କୋରାପୁଟ ବୋରିଗୁମାରେ ରହିଛି ପାର୍ଥ ସାରଥୀଙ୍କର ୩ଟି ବିଲ୍ଡିଂ । ବୋରିଗୁମା ଚମ୍ପିଆରେ ରହିଛି ଗୋଟିଏ କାଜୁ ପ୍ରସେସିଂ ୟୁନିଟ୍ । ସେହିପରି ବିଭିନ୍ନ ସ୍ଥାନରେ ରହିଛି ୧୬ଟି ପ୍ଲଟ୍ । ଚଢ଼ଉ ବେଳେ ନଗଦ […]

ସଂପୂର୍ଣ୍ଣ ପଢନ୍ତୁ