ମମି-ପାପା କ୍ଷମା କରିଦେବ; ଜେଇଇରେ ଫେଲ୍ ହେବା ପରେ ଏଭଳି ଲେଖି ଜୀବନ ହାରିଲେ ଯୁବତୀ
ଗୋରଖପୁର: ଆଜିକାଲି ପିଲାମାନେ ବିଫଳତାକୁ ସହ୍ୟ କରିପାରୁ ନାହାନ୍ତି। ଏହା ଆମେ ନୁହେଁ ପ୍ରତିଦିନ ଘଟୁଥିବା ଘଟଣା କହୁଛି। ପରୀକ୍ଷା ବା ପ୍ରେମରେ ବିଫଳ ହେଲେ ପିଲାମାନେ ଆତ୍ମହତ୍ୟାକୁ ବାଛି ନେଉଛନ୍ତି। କୋଟାରେ ପ୍ରତିଦିନ ପିଲାମାନେ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି। ଲଢ଼ିବା ପରିବର୍ତ୍ତେ, ପିଲାମାନେ ନିଜ ଜୀବନ ତ୍ୟାଗ କରିବା ସହଜ ମଣୁଛନ୍ତି। ଉତ୍ତର ପ୍ରଦେଶର ଗୋରଖପୁରରୁ ମଧ୍ୟ ସମାନ ଏକ ଘଟଣା ସାମ୍ନାକୁ ଆସିଛି। ୧୮ବର୍ଷୀୟ ଅଦିତି ମିଶ୍ରା ଜେଇଇ ପରୀକ୍ଷାରେ ବିଫଳ […]
ସଂପୂର୍ଣ୍ଣ ପଢନ୍ତୁ