Ind

ଭୁବନେଶ୍ୱରରେ ପହଞ୍ଚିଲେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି

ଭୁବନେଶ୍ବର: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରର ମେ’ ଫେୟାର ହୋଟେଲରେ ପହଞ୍ଚିଛନ୍ତି। ହୋଟେଲରେ ପହଞ୍ଚିଲା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଓଡ଼ିଶାର ପାରଂପରିକ ବାଦ୍ୟ ଓ ନୃତ୍ୟର ତାଳେତାଳେ ସ୍ବାଗତ ଓ ଶୁଭେଚ୍ଛା […]

ସଂପୂର୍ଣ୍ଣ ପଢନ୍ତୁ
Niju

୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା । ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସ୍ବାସ୍ଥ୍ୟ ବିଭାଗରେ ୨୭୫୩ ଜଣ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୧୧୦ ଜଣ ଆୟୁର୍ବେଦିକ ମେଡିକାଲ୍ ଅଫିସର, ୧୦ ହୋମିଓପାଥିକ ଅଧ୍ୟାପକ ନିଯୁକ୍ତି ପତ୍ର ପାଇଛନ୍ତି । ସେହିଭଳି ଅର୍ଥ, ଜଳସଂପଦ, ଅନୁସୂଚିତ […]

ସଂପୂର୍ଣ୍ଣ ପଢନ୍ତୁ
Mo Bus 750x375 1 (1)

ମୋ ବସ୍ ଦୁର୍ଘଟଣା ମାମଲା: ପରିବା ବୋଝେଇ ଲୁନା ଚାଳକଙ୍କର ଭୁଲ ଥିବା କହିଲା କ୍ରୁଟ

କଟକ: ଶୁକ୍ରବାର ସକାଳେ କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ୍‌ ଛକରେ ମୋ ବସ ସହ ଏକ ପରିବା ବ୍ୟବସାୟର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣାକୁ ନେଇ କ୍ରୁଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୋସିଆଲ ମିଡିଆରେ ଏକ୍ସରେ ପୋଷ୍ଟ କରି ମୋ ବସର କୌଣସି ଭୁଲ ନଥିବା କୁହାଯାଇଛି। କୃଟ ପକ୍ଷରୁ ପୋଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Accident 750x430

ମହାକୁମ୍ଭ ଯାଉଥିବା କାରକୁ ଧକ୍କା ଦେଲା ବସ, ୮ ଯାତ୍ରୀ ମୃତ

ମହାକୁମ୍ଭ ଯାଉଥିବା ଏକ କାରକୁ ବସ ଧକ୍କା ଦେବାରୁ କାରରେ ଥିବା ସମସ୍ତ ୮ ଯାତ୍ରୀ ପ୍ରାଣ ହରାଇଛନ୍ତି। ରାଜସ୍ଥାନର ଜୟପୁର ନିକଟ ଡୁଡୁ ସହରର ମୋଖମପୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଡିଏସପି ଦୀପକ ଖଣ୍ଡେଲଓ୍ବାଲଙ୍କ ସୂଚନା ଅନୁସାରେ, ଜୟପୁର-ଆଜମେର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବସଟି ଯାଉଥିବାବେଳେ ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ଏକ କାରକୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସମସ୍ତ ୮ ଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
0rnjugqish1idppvidmy

‘ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖି ଏହାର ପୁନରୁଦ୍ଧାର ଓ ବିକାଶ କରାଯିବ’

ଭୁବନେଶ୍ୱର: ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବକୁଳବନ ଓ ସତ୍ୟବାଦୀ ବନ ବିଦ୍ୟାଳୟର ପୁନଃରୁଦ୍ଧାର ଓ ବିକାଶ ସଂପର୍କିତ ଏକ ଉପସ୍ଥାପନା ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ
Barbati

ବାରବାଟୀ ଦିନିକିଆ: ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ, ଷ୍ଟାଡିୟମ ଭିତରକୁ ବୋତଲ ମନା

କଟକ: ଫେବୃଆରୀ ୯ (ରବିବାର) ବାରବାଟୀ ଷ୍ଟାଡିୟମରେ ହେବ ମହାମୁକାବିଲା । ସୁପର ସଣ୍ଡେରେ ହେବ ସୁପର ଫାଇଟ୍‌ । ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଏହି ମହାମୁକାବିଲା ପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ଉଭୟ ଭାରତ- ଇଂଲଣ୍ଡ ଦଳର ଖେଳାଳିମାନେ ପହଞ୍ଚିବେ । ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବେ । ଏହାପରେ ଉଭୟ ଦେଶର ଖେଳାଳିଙ୍କୁ କଡ଼ା […]

ସଂପୂର୍ଣ୍ଣ ପଢନ୍ତୁ
Modi

ଟ୍ରମ୍ପ ଓ ମାକ୍ରନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୦ ତାରିଖରୁ ବିଦେଶ ଗସ୍ତରେ ଯିବେ। ଏହା ପ୍ରଧାନମନ୍ତ୍ରୀଙ୍କର ଏକ ହାଇପ୍ରୋଫାଇଲ ଗସ୍ତ ହେବ। କାରଣ ମୋଦୀ ପ୍ରଥମେ ଫ୍ରାନ୍ସ ଏବଂ ପରେ ପରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ଗସ୍ତ ସମୟରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବା ସହିତ ଦ୍ଵିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ, ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏମାନୁଏଲ ମାକ୍ରନଙ୍କ ଆମନ୍ତ୍ରଣ କ୍ରମେ ଫେବୃୟାରୀ […]

ସଂପୂର୍ଣ୍ଣ ପଢନ୍ତୁ
Arr

ଭାରତ ଇଂଲଣ୍ତ ଦିନିକିଆ ମ୍ୟାଚରେ ଟିକେଟ୍ ବ୍ଲାକରେ ବିକ୍ରି କରି ୭ ଗିରଫ, ୨୫ ଟିକେଟ୍ ଜବତ

କଟକ: ଓଡ଼ିଶାକୁ ଚଢିଲାଣି କ୍ରିକେଟ ଫିଭର। ସୁପର ସଣ୍ଡେରେ ସୁପର ସୋ । ଆଜି ଭୁବନେଶ୍ବର ଆସିବ ଟିମ ଇଣ୍ଡିଆ। ମେନ ଇନ୍ ବ୍ଲ୍ୟୁ କୁ ଭବ୍ୟ ସ୍ବାଗତ ଜଣାଇବ ଓଡ଼ିଶା। ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ। ସେହି ମ୍ୟାଚରେ ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। କିନ୍ତୁ ଟିକେଟ ନେବା ପରେ ସେହି ଟିକେଟ ଏବେ ବଜାରରେ କଳାବଜାରୀ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ […]

ସଂପୂର୍ଣ୍ଣ ପଢନ୍ତୁ
Samp

‘ଅଣଛାତ୍ର କଲେଜରେ ପଶି ବିଶୃଙ୍ଖଳା କଲେ ହେବ କାର୍ଯ୍ୟାନୁଷ୍ଠାନ’

ପାରାଦୀପ: ପାରାଦୀପ କଲେଜର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଅଣଛାତ୍ର କଲେଜରେ ପଶି ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ଅବସ୍ଥା ହିନ୍ଦୀ ଚଳଚ୍ଚିତ୍ର ‘ସତ୍ୟା’ର ଭିକୁ ମାତ୍ରେ ଭଳି କରିଦିଆଯିବ। ପାରାଦୀପ କଲେଜରେ ଛାତ୍ର ଥିବା ସମୟରେ ଅଣଛାତ୍ରଙ୍କ ଉପଦ୍ରବ କଥା ପ୍ରକାଶ କରିବା ସହିତ ଆଗକୁ ଛାତ୍ର ସଂସଦ ନିର୍ବାଚନ କରାଯିବାକୁ ଥିବାରୁ ଅଣଛାତ୍ରଙ୍କ ପ୍ରତି ସଚେତନ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
Xkei4pl9uzmg2ormuijb

ଘରୋଇ ହିଂସାରେ କୌଣସି ସମ୍ପର୍କୀୟଙ୍କୁ ଫସାଇବା ଭୁଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାଦରେ ସ୍ୱାମୀଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ ଅନାବଶ୍ୟକ ଭାବରେ ପକ୍ଷଭୁକ୍ତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦି ଜଣେ ସମ୍ପର୍କୀୟ ଘରୋଇ ହିଂସା ମାମଲାରେ ହସ୍ତକ୍ଷେପ କରନ୍ତି ନାହିଁ, ତେବେ ତାଙ୍କୁ ଫୌଜଦାରୀ ମାମଲାରେ ଅଭିଯୁକ୍ତ କରିବାର ଆଧାର ହୋଇପାରିବ ନାହିଁ। ତେଲେଙ୍ଗାନାର ଏକ ମାମଲାରେ ସ୍ୱାମୀଙ୍କ ମାଉସୀ ଏବଂ ତାଙ୍କ ଝିଅକୁ ଆଶ୍ୱସ୍ତି ଦେବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ପୂର୍ଣ୍ଣ ମାମଲାରେ ସେମାନଙ୍କର କୌଣସି ଦୋଷ ନାହିଁ। […]

ସଂପୂର୍ଣ୍ଣ ପଢନ୍ତୁ