ରୂପକ ଖୁଣ୍ଟିଆ ହେଲେ ବିଜେପି ଆଇଟି ସେଲର ସଂଯୋଜକ

ରାଜ୍ୟ
Spread the love

ଝଙ୍କଡ଼ :   ସାରଳାମଣ୍ଡଳ ବିଜେପିର ପୂର୍ବତନ ସଭାପତି ତଥା ତିର୍ତ୍ତୋଲ ଅଞ୍ଚଳର ବିଜେପି ସଙ୍ଗଠନ ର ଖ୍ୟାତନାମା ସଙ୍ଗଠକ ଯୁବନେତା ରୂପକ ଖୁଣ୍ଟିଆ, ସମ୍ପ୍ରତି ଜିଲ୍ଲା ବିଜେପି ର ସମ୍ପାଦକ ଥିଲାବେଳେ, ତାଙ୍କର କାର୍ଯ୍ୟଦକ୍ଷତା ଓ ବଳିଷ୍ଠ ନେତୃତ୍ୱ ପାଇଁ, ତାଙ୍କୁ ଜିଲ୍ଲାବିଜେପି ଆଇଟି ସେଲର ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି l

ରାଜ୍ୟ ବିଜେପି ଆଇଟି ସେଲ ସଂଯୋଜକ ଜ୍ୟୋତିରଞ୍ଜନ ନାୟକ ଙ୍କ ସ୍ଵାକ୍ଷରିତ ପତ୍ର ମାଧ୍ୟମରେ, ତାଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି l ଆଗାମୀ ଦିନରେ ସେ ଜିଲ୍ଲାର ଆଇଟିକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ କରିବେ ବୋଲି କହିଛନ୍ତି l

Leave a Reply

Your email address will not be published. Required fields are marked *