Mo

ମୋ ବସ୍ ସ୍ପିଡ୍ ରେ ଲାଗିବ ବ୍ରେକ୍; ୪୦ କିମି ବେଗରୁ ଅଧିକ ସ୍ପିଡ୍‌ରେ ଯିବନି ଗାଡି

ଭୁବନେଶ୍ବର: ବର୍ତ୍ତମାନ ଅନେକ ସମୟରେ ଲଗାତାର ଭାବେ ରାଜଧାନୀ ରାଜ ରାସ୍ତାରେ ମୋ ବସ୍ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ନିକଟରେ ଏକ ୧୩ ବର୍ଷ ନାବାଳିକାର ଜୀବନ ଯାଇଥିଲା । ନନ୍ଦନକାନନ ରାସ୍ତା ରଘୁନାଥପୁର ନିକଟରେ ଘଟିଥିଲା ଦୁର୍ଘଟଣା । ଯାହାକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ । ଏହାକୁ ନଜରରେ ରଖି ବର୍ତ୍ତମାନ […]

ସଂପୂର୍ଣ୍ଣ ପଢନ୍ତୁ
Rbi

ସାଇବର ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କର ନୂଆ ଉପାୟ

ମୁମ୍ବାଇ : ଦେଶରେ ସାଇବର ଠକେଇ ମାମଲା ବଢିଚାଲିଛି । ବ୍ୟାଙ୍କମାନେ ଯେତେ ସୁରକ୍ଷା ବ୍ୟବସ୍ଥା କଲେ ବି ଚୋରମାନେ ଅଭିନବ ଉପାୟ ବାହାର କରି ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି । ଏବେ ସାଇବର ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କ କେତେକ ନୂଆ ପଦକ୍ଷେପ ଘୋଷଣା କରିଛି । ଶୁକ୍ରବାର ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ଋଣନୀତି ସମୀକ୍ଷା ଘୋଷଣା ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଂଜୟ ମାଲହୋତ୍ରା ଏସବୁ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି । ପ୍ରଥମ […]

ସଂପୂର୍ଣ୍ଣ ପଢନ୍ତୁ
Tec

ରାଜଧାନୀରେ ପ୍ରୟୋଗ ହେବ SMA ଟେକ୍ନୋଲୋଜି, କମିବ ଖାଲଖମା ଓ ଦୁର୍ଘଟଣା

ଭୁବନେଶ୍ବର: ରାଜଧାନୀର ସବୁ ଛକରେ ପ୍ରୟୋଗ ହେବ ଷ୍ଟୋନ୍ ମାଟ୍ରିକ୍ସ ଆସ୍ପାଲ୍ଟ ବା SMA ଟେକ୍ନୋଲୋଜି। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ଛକରେ ଆରମ୍ଭ କରାଯାଇଛି ଏହି ପଦ୍ଧତି। ପରେ ପରେ ସହରର ପ୍ରମୁଖ ୧୦ଟି ଛକର ରାସ୍ତାରେ କରାଯିବ ଏଭଳି ଧରଣର ସ୍ବତନ୍ତ୍ର କୋଟିଂ। ଯାହାଫଳରେ ରାସ୍ତାର ଅଧିକ ମରାମତି ଆଉ ଦରକାର ପଡିବନି, ଖାଲଖମା କମିବ, ଦୁର୍ଘଟଣା ବି କମିବ। ଏହି ଟେକନିକରେ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 02 07 143112 747x430

‘ଆୟୁଷ୍ମାନ କାର୍ଡ଼ ଛପା ଚାଲିଛି, ଯୋଜନାରେ ସାମିଲ ହେବେ ସାଢ଼େ ୩ କୋଟି ଲୋକ’

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା। ଏହି ଯୋଜନାରେ ସାଢ଼େ ୩ କୋଟି ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବର୍ତ୍ତମାନ ଆୟୁଷ୍ମାନ କାର୍ଡ ଛପା ଚାଲିଛି ବୋଲି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ମଧ୍ୟ ଚାଲିଛି। ସୂଚନା ଥାଉକି ଗତ ମାସରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି। […]

ସଂପୂର୍ଣ୍ଣ ପଢନ୍ତୁ
Kum

କୁମ୍ଭମେଳାରେ ପୁଣି ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳା ଅଞ୍ଚଳରେ ପୁଣି ଅଗ୍ନିକାଣ୍ଡ ଘଟିଛି। ସମୟ ଥାଉଥାଉ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରି ନେଇଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିଲା। ପୁଲିସ ଅଧିକାରୀ ଅଗ୍ନିକାଣ୍ଡ ଘଟଣା ସମ୍ପର୍କର କହିଛନ୍ତି,‘ ଯେ ନିଆଁ ଲାଗିବାର କିଛି ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। କୌଣସି ଜୀବନହାନି ହୋଇନାହିଁ। ଆର୍ଥିକ କ୍ଷତିର ଆକଳନ କରାଯାଉଛି। ଅଗ୍ନିକାଣ୍ଡର କାରଣ କ’ଣ ତାହା ଅଗ୍ନିଶମ ବାହିନୀର ବିଶେଷଜ୍ଞ ଦଳ ଜାଣିବାକୁ […]

ସଂପୂର୍ଣ୍ଣ ପଢନ୍ତୁ
Rew

ମାଲକାନଗିରି ଭିଜିଲାନ୍ସ ରେଡ୍: କୁବେର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ୫ ଗିରଫ

ଭୁବନେଶ୍ୱର : ବନ୍ଧାହେଲେ କୁବେର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ।  ତାଙ୍କ ସମେତ ଆଉ ୪ ଜଣ ଗିରଫ ହୋଇଛ ନ୍ତି। ୩ ସରକାରୀ କର୍ମଚାରୀ ଓ ଜଣେ ଜନସେବା କେନ୍ଦ୍ର ପରିଚାଳକ ଗିରଫ ହୋଇଥିବା ସୂଚନା ରହିଛି  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ୨.୦୬ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ମାଲକାନଗିରି ଅଫିସ, ଘର ସମେତ କଟକ, ଭୁବନେଶ୍ବର, ଜୟପୁର ଆଦି […]

ସଂପୂର୍ଣ୍ଣ ପଢନ୍ତୁ
Subhadra

ଆସନ୍ତାକାଲି ଆସିବ ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ସୁଭଦ୍ରା ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଆସନ୍ତାକାଲି ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ। ୩.୩୮ ଲକ୍ଷ ହିତାଧିକାରୀଙ୍କ NPCI କ୍ଲିୟରାନ୍ସ ସମସ୍ୟା ଥିଲା। ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି। ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ଏହାସହ ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ […]

ସଂପୂର୍ଣ୍ଣ ପଢନ୍ତୁ
Ez7ndu5bzpalwfrpnphg

ଆପ୍‌ ‘ଅପରେସନ୍ ଲୋଟସ୍’ ଅଭିଯୋଗ ଆଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଫଳାଫଳ ଆସିବା ପୂର୍ବରୁ ଦିଲ୍ଲୀରେ ବଡ଼ ଧରଣର ରାଜନୈତିକ ହଲଚଲ । ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳ ଆସିବା ପୂର୍ବରୁ, ସମସ୍ତ ୭୦ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଡାକିଥିଲେ ଆପ୍‌ର ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ । ମିଳିଥିବା ସୂଚନା ମୁତାବକ, ଆମ୍ ଆଦମୀ ପାର୍ଟି ନିଜର ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଡାକି ବୈଠକରେ ବିଜେପିର ‘ଅପରେସନ୍ ଲୋଟସ୍’ ପ୍ରତି ସତର୍କ ରହିବାକୁ କହିଛି। ଏହାରି ମଧ୍ୟ‌ରେ ଦିଲ୍ଲୀର ଉପରାଜ୍ୟପାଳ ଭିକେ […]

ସଂପୂର୍ଣ୍ଣ ପଢନ୍ତୁ
Ratnabhandar

ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ, ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ

ପୁରୀ : ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ ।  ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କରାଯିବ । ଶ୍ରୀପଞ୍ଚମୀ ତଥା ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇ ଥିଲା ।  ଏହି ଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା […]

ସଂପୂର୍ଣ୍ଣ ପଢନ୍ତୁ
Hzlp5zxmztkxabtjs2da 750x430

ଦେବ ନାୟାରଣ ପଣ୍ଡା ମୃତ୍ୟୁ ମାମଲା: ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି

କଟକ: ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି । ନିମ୍ନ ଅଦାଲତଙ୍କ ଏନବିଡବ୍ଲୁ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ମାଲକାନଗିରି ଏସଡିଜେଏମ କୋର୍ଟ ଜାରି କରିଥିଲେ ଏନବିଡବ୍ଲୁ । ବ୍ୟକ୍ତିଗତ ସହାୟକ ଦେବ ପଣ୍ଡା ମୃତ୍ୟୁ ମାମଲାରେ ଜାରି ହୋଇଥିଲା ସମନ । ୨ ଥର ସମନ ସତ୍ତ୍ବେ ମଧ୍ୟ ହାଜର ନ ହେବାରୁ ଏନବିଡବ୍ଲୁ ଜାରି କରିଥିଲେ ଏସଡିଜେଏମ କୋର୍ଟ । ସୂଚନା ଅନୁସାରେ, ଓଡ଼ିଶା କ୍ୟାଡ଼ରର ୨୦୧୨ ବ୍ୟାଚ୍ ଆଇଏଏସ୍ ଅଫିସର […]

ସଂପୂର୍ଣ୍ଣ ପଢନ୍ତୁ