Bidhansabha Bbsr

ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ପ୍ରଶ୍ନକାଳ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ।  ଚାଲିପାରିଲାନି ପ୍ରଶ୍ନକାଳ ।  ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଛନ୍ତି ।  ଓଡ଼ିଶାକୁ ଭାଗ ଭାଗ ଚଳିବ ନାହିଁ ।  ପ୍ଲାକାର୍ଡ ଦେଖାଇ ଗୃହ ମଧ୍ୟ ଭାଗରେ ବିଜେଡି ବିଧାୟକ ହଟ୍ଟଗୋଳ କରିଥିଲେ । ସେହିପରି କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ପ୍ରସଙ୍ଗରେ ହୋହାଲ୍ଲା ଓ ନାରାବାଜି କରିଥିଲେ ।  ଫଳରେ ବାଚସ୍ପତି ବିଧାନସଭାକୁ ଦିନ ୧୨ଟା ଯାଏ ମୁଲତବୀ […]

ସଂପୂର୍ଣ୍ଣ ପଢନ୍ତୁ
Tabbaco 750x430

ରାଜସ୍ବ ବଢାଉଛି ତମାଖୁ, ଗୁଟକା: ୫ ବର୍ଷରେ ୬ ହଜାର କୋଟି ଆଦାୟ

ଭୁବନେଶ୍ବର: ରାଜ ରାଜସ୍ବ ବୃଦ୍ଧି କରୁଛି ତମାଖୁ, ଗୁଟକା ବେପାର । ୫ ବର୍ଷରେ ରାଜକୋଷକୁ ଦେଇଛି ୬ ହଜାର କୋଟିରୁ ଅଧିକ ଟଙ୍କା ଟିକସ । ଆଜି ବିଧାନସଭାରେ ଏପରି କିଛି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଗତ ୧୦ ବର୍ଷରେ ପାନ ମସଲା, ଗୁଟ୍‌ଖା, ତମାଖୁରୁ ମିଳିଛି ୬୫୯୫.୫୫ କୋଟି ରାଜସ୍ବ । କ୍ରମାଗତ ଭାବେ ଗୁଟ୍‌ଖା, […]

ସଂପୂର୍ଣ୍ଣ ପଢନ୍ତୁ
Stalinmk

ତୁଣ୍ଡରେ ଲଗାମ ଲଗାଅ: ଧର୍ମେନ୍ଦ୍ର ଓ ଷ୍ଟାଲିନ ମୁହାଁମୁହିଁ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନର ଜବାବ ଦେଇ ତାଙ୍କୁ ‘ଅହଂକାରୀ’ ବୋଲି କହିଛନ୍ତି। ପୂର୍ବରୁ, କେନ୍ଦ୍ରମନ୍ତ୍ରୀ ତାମିଲନାଡୁ ସରକାରଙ୍କୁ ‘ବେଇମାନ’ ବୋଲି କହିଥିଲେ। ଲୋକସଭାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଏମ୍ ସ୍କୁଲ ଫର ରାଇଜିଂ ଇଣ୍ଡିଆ ଯୋଜନା (ପିଏମ୍ ଶ୍ରୀ) ଉପରେ ତାମିଲନାଡୁ ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ ରାଜ୍ୟ ସରକାରଙ୍କୁ ‘ବେଇମାନ’ ବୋଲି କହିଥିଲେ। ପ୍ରଧାନ କହିଥିଲେ ଯେ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ତାମିଲନାଡୁ ସରକାର ପିଲାମାନଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Han

ହାଇପ୍ରୋଫାଇଲ୍ ଠକ ହଂସିତାଙ୍କୁ ଗୋଟିଏ ମାମଲାରେ ଜାମିନ ମଞ୍ଜୁର

କଟକ : ହାଇପ୍ରୋଫାଇଲ୍ ଠକ ହଂସିତାଙ୍କୁ ହାଇକୋର୍ଟଙ୍କ ଗୋଟିଏ ମାମଲାରେ ଜାମିନ ମଞ୍ଜୁର । ଜାଲ ପାସପୋର୍ଟ ମାମଲାରେ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ। ଜାଲ ପାସପୋର୍ଟ ମାମଲାରେ ଇନଫୋସିଟି ଥାନାରେ ହୋଇଥିଲା ମାମଲା। ଅନ୍ୟ ଏକ ଠକେଇ ମାମଲାରେ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ । ହଂସିତାଙ୍କ ନାଁରେ ଇନଫୋସିଟି ଥାନାରେ ଦୁଇଟି ମାମଲା ହୋଇଥିଲା। ହଂସିତା ଅଭିଲିପ୍ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦ । ୪୦ ହଜାର ଟଙ୍କାର […]

ସଂପୂର୍ଣ୍ଣ ପଢନ୍ତୁ
Suicide 750x430

ଗତ ୫ ବର୍ଷରେ ଆତ୍ମହତ୍ୟା କଲେଣି ୭୨ ଛାତ୍ରଛାତ୍ରୀ

ଭୁବନେଶ୍ବର: ଗତ ୫ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୭୨ ଜୀବନ । ଆଜି ବିଧାନସଭାରେ ବିଧାନସଭାରେ ଛାତ୍ର ଆତ୍ମହତ୍ୟା ଏବଂ ଏହି ଘଟଣାଗୁଡ଼ିକର କାରଣ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ, ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଏହି ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୦ ରୁ ୨୮ ଫେବୃଆରୀରୁ ୨୦୨୫ ମଧ୍ୟରେ ସରକାରୀ ଏବଂ ବେସରକାରୀ ସ୍କୁଲ ଏବଂ କଲେଜରେ ମୋଟ ୭୨ […]

ସଂପୂର୍ଣ୍ଣ ପଢନ୍ତୁ
Train 2

ଆମ୍ବୁଲାନ୍ସକୁ ଘୋଷାଡ଼ି ନେଲା ମାଲବାହୀ ଟ୍ରେନ

ରାୟଗଡା : ଆମ୍ବୁଲାନ୍ସକୁ ଘୋଷାଡ଼ି ନେଲା ମାଲବାହୀ ଟ୍ରେନ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସ ସହ ଯାତ୍ରୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ କଞ୍ଜମ ଯୋଡ଼ି ଗାଁ ନିକଟସ୍ଥ ରେଳ ଧାରଣା ନିକଟରେ ଘଟିଛି ଅଘଟଣ । କୌଣସି କାରଣ ବଶତଃ ବେସରକାରୀ ଚକ୍ଷୁ ବିଭାଗ ଆମ୍ବୁଲାନ୍ସଟି ରେଳ ଧାରଣାରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ ଦେଖି ଟ୍ରେନଟି ବ୍ରେକ୍ ମାରିଥିଲା । ଏହାସତ୍ତ୍ୱେ  ଆମ୍ବୁଲାନ୍ସକୁ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା ମାଲବାହୀ ଟ୍ରେନ୍ । […]

ସଂପୂର୍ଣ୍ଣ ପଢନ୍ତୁ
2 180 1741540190392

ଚମ୍ପିଆନ୍ସ ଟ୍ରଫିର ଚମ୍ପିଆନ୍ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଦୁବାଇ: ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ୱିକେଟ୍‌ରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରି ବିଜୟୀ ହୋଇଛି।  ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଚମ୍ପିଆନ୍ସ ଟ୍ରଫିର ଚମ୍ପିଆନ୍ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା […]

ସଂପୂର୍ଣ୍ଣ ପଢନ୍ତୁ
Terqeq

୧୨ ବର୍ଷ ପରେ ଆଇସିସି ଟ୍ରଫି ଚାମ୍ପିଅନ ହେଲା ଭାରତ

ପର ସଣ୍ଡେରେ ସୁପର ସୋ’। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ହାଇଭୋଲଟେଜ୍ ମ୍ୟାଚରେ ବିଜୟ ହାସଲକରି ନ୍ୟୁଜିଲ୍ୟାଣ୍ଡକୁ ଧୂଳି ଚଟାଇଲା ଭାରତ। ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଫସିଯାଇଥିଲେ । ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ମାତ୍ର ୨୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଯାହାଫଳରେ ଏହି ମ୍ୟାଚ୍‌ରେ ବିଜୟ ସହ ଚମ୍ପିଆନ୍ସ […]

ସଂପୂର୍ଣ୍ଣ ପଢନ୍ତୁ
8bc6cfea 9793 46d7 8f78 83cd9980f1cf

ଶ୍ରୀଜଗନ୍ନାଥ ମହୋତ୍ସବରେ ଜଗନ୍ନାଥଙ୍କ ଉପାସନା, ପୂଜାବିଧିର ପ୍ରଶିକ୍ଷଣ ଶିବିର

ଝଙ୍କଡ଼ :  ଅଖିଳ ବ୍ରହ୍ମାଣ୍ଡପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଉପାସନା ଓ ପୂଜାବିଧି ସମ୍ପର୍କରେ ତତ୍ତ୍ଵ ଓ ତଥ୍ଯ ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରିବା ନିମନ୍ତେ, ଜଗନ୍ନାଥ ମହୋତ୍ସବ – ୨୦୨୫ ର ମାର୍ଗଦର୍ଶକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗତ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ଶ୍ରୀକ୍ଷେତ୍ର ପୁରୀ ଆନୁକୁଲ୍ୟରେ ଆୟୋଜିତ ଏହି ତାଲିମ ଶିବିରରେ, […]

ସଂପୂର୍ଣ୍ଣ ପଢନ୍ତୁ
Asf

ଏମ୍ସ ଯାଇ ଉପରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଛାତିରେ ଯନ୍ତ୍ରଣା, ନିଃଶ୍ବାସ ନେବାରେ ସମସ୍ୟା ଦେଖାଯିବାରୁ ତାଙ୍କୁ ଏମ୍ସର କ୍ରିଟିକାଲ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଦିଲ୍ଲୀ ଏମ୍ସ କାର୍ଡିଓଲୋଜି ମୁଖ୍ୟ ଡାକ୍ତର ରାଜୀବ ନାରାଙ୍ଗଙ୍କ ତତ୍ତ୍ବାବଧାନରେ ଧନକଡଙ୍କୁ ଚିକିତ୍ସାରେ ରଖାଯାଇଛି । ତେବେ ଉପରାଷ୍ଟ୍ରପତିଙ୍କୁ ଦେଖିବାକୁ ଏମ୍ସ ଯାଇଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା […]

ସଂପୂର୍ଣ୍ଣ ପଢନ୍ତୁ