3

ଭାରତକୁ ସମର୍ଥନ କଲା ତାଲିବାନ

ପହଲଗାଓଁ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଆଡ୍ଡା ଧ୍ୱଂସ କରିବା ସହ ଅନେକ ଆତଙ୍କୀଙ୍କୁ ନିପାତ କରାଯାଇଛି । ଏହି ସମୟରେ ଚୀନ ଓ ତୁର୍କୀ ଭଳି ଦେଶ ପାକିସ୍ତାନକୁ ସହଯୋଗ କରି ଭାରତକୁ ବଦନାମ କରିବାକୁ ପ୍ରୟାସ ଚଳାଇଥିଲେ । ଏଭଳି ସ୍ଥଳେ ତାଲିବାନ କିନ୍ତୁ ଭାରତକୁ ସମର୍ଥନ କରିଛି । ସୂଚନା ଅନୁସାରେ ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର […]

ସଂପୂର୍ଣ୍ଣ ପଢନ୍ତୁ
4

ଜେଇଙ୍କ ସନ୍ଦେହଜନକ ମୃତ୍ୟୁ; କାରରୁ ମିଳିଲା ମୃତଦେହ

ବରଗଡ:କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ ଏସି ଲଗାଇ ଶୋଇପଡିଥିଲେ । ତେବେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଯାହା ଅନୁମାନ କରାଯାଉଛି ବାଟରେ ଯାଉଥିବାବେଳେ ଅଧିକ ଗରମ ହେବାରୁ ଗାଡିରେ […]

ସଂପୂର୍ଣ୍ଣ ପଢନ୍ତୁ
2

ମାମୁଁ ଘର ଅଗଣା କୂଅରୁ ମିଳିଲା ଭଣଜାର ମୃତଦେହ

ଦାରିଙ୍ଗବାଡ଼ି: ଭେଣ୍ଡିଆ ପୁଅର ମର ଶରୀରକୁ ଧରି କାନ୍ଦି କାନ୍ଦି ଲୋଟି ପଡୁଛନ୍ତି ପରିବାର ଲୋକେ । ଏତିକି କେମିତି ତାଙ୍କର ମୃତ୍ୟୁ ହେଲା କେହି ସହଜରେ ଗ୍ରହଣ ପାରୁନାହାନ୍ତି । ଘରେ ହିଁ ମରି ପଡିଥିଲା ପୁଅ, ହେଲେ ଖୋଜି ଖୋଜି ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଥିଲା । ତେବେ ପୁରା ଘଟଣାଟି ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ମାମୁଁ ଘର ଅଗଣାରେ ଥିବା କୂଅ ଭିତରେ ଭଣଜାର ଗଳିତ ମୃତଦେହ […]

ସଂପୂର୍ଣ୍ଣ ପଢନ୍ତୁ
1

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ

କଟକ: ୨୦୨୫ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି। ଚଳିତ ବର୍ଷ ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରାର୍ଥୀ, ପରୀକ୍ଷା ଦେଇ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀ ଓ କପି କରି ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀମାନେ ହିଁ ପୁଣି ପରୀକ୍ଷା ଦେବା ପାଇଁ ବୋର୍ଡ ପକ୍ଷରୁ ସୁଯୋଗ ଦିଆଯାଇଛି। ଫର୍ମ ପୂରଣ ଶେଷ ତାରିଖ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରହିଛି। ରେଗୁଲାର ପରୀକ୍ଷା ପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ବିଦ୍ୟାଳୟ […]

ସଂପୂର୍ଣ୍ଣ ପଢନ୍ତୁ
24

୨୮ଜୁନରୁ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି

ପୁରୀ: ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଗର୍ଭଗୃହ ଓ ରତ୍ନଭଣ୍ଡାର ମରାମତି ନେଇ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଯେ ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ବାହାର ରତ୍ନଭଣ୍ଡାର ମରାମତି ହେବ। ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଛି, କେବଳ ଚଟାଣ କାମ ବାକି ରହିଛି। ଗର୍ଭଗୃହ ଭିତରେ ଷ୍ଟେନଲେସ ଷ୍ଟିଲର ଜାଲି ଲାଗିବ। […]

ସଂପୂର୍ଣ୍ଣ ପଢନ୍ତୁ
23

ସିନ୍ଧୁ ଜଳଚୁକ୍ତି ଉପରୁ ନିଲମ୍ବନ ହଟାଯାଉ : ମେହେବୁବା

ଶ୍ରୀନଗର : ୨୨ ଏପ୍ରିଲ୍ ୨୦୨୫ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ଏହି ମାମଲାକୁ ନେଇ ବହୁତ ରାଜନୀତି ଚାଲିଛି। ସଦ୍ୟତମ ଘଟଣାକ୍ରମରେ, ପିଡିପି ମୁଖ୍ୟ ଏବଂ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଏହି ଚୁକ୍ତିର ନିଲମ୍ବନ ଦୁର୍ଭାଗ୍ୟଜନକ। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ । ସରକାର ଏହାର ପୁନର୍ବିଚାର କରିବା ଉଚିତ […]

ସଂପୂର୍ଣ୍ଣ ପଢନ୍ତୁ
22

ବଡବିଲ ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ, ବାର୍ଷିକ ଉତ୍ପାଦନ ହେବ ୩ ନିୟୁତ ଟନ୍

ଭୁବନେଶ୍ୱର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ । ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି । ଓଡ଼ିଶା ଖଣି ନିଗମ (ଓଏମସି) ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ କରିଆସୁଛି । ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ପାଇଁ ଓଏମସିର […]

ସଂପୂର୍ଣ୍ଣ ପଢନ୍ତୁ
21

ଜ୍ଞାନପୀଠ ପୁରସ୍କାରରେ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ସମ୍ମାନିତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୨୦୨୩ ବର୍ଷ ପାଇଁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ବିଶିଷ୍ଟ ଉର୍ଦ୍ଦୁ କବି ଏବଂ ଗୀତିକାର ଗୁଲଜାରଙ୍କୁ ୨୦୨୩ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଉଭୟ ସାହିତ୍ୟିକ ବ୍ୟକ୍ତିତ୍ୱଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜଗଦଗୁରୁ […]

ସଂପୂର୍ଣ୍ଣ ପଢନ୍ତୁ
20

ଦୁର୍ବଳ ହୋଇଗଲାଣି ଇଣ୍ଡିଆ ମେଣ୍ଟ: ପି ଚିଦାମ୍ବରମ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ‘ଇଣ୍ଡିଆ’ ମେଣ୍ଟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକର ଏହି ମେଣ୍ଟ ଏବେ ବି ସମ୍ପୂର୍ଣ୍ଣ ଏକଜୁଟ ଅଛି କି ନାହିଁ ସେ ସମ୍ପୂର୍ଣ୍ଣ ନିଶ୍ଚିତ ନୁହଁନ୍ତି। ସଲମାନ ଖୁର୍ସିଦ ଏବଂ ମୃତ୍ୟୁଞ୍ଜୟ ସିଂହ ଯାଦବଙ୍କ ଦ୍ୱାରା ଲିଖିତ ପୁସ୍ତକ “କଣ୍ଟେଷ୍ଟିଙ୍ଗ ଡେମୋକ୍ରାଟିକ୍ ଡେଫିସିଟ୍”ର ଉନ୍ମୋଚନ ଅବସରରେ ଚିଦାମ୍ବରମ ଏହା କହିଛନ୍ତି। ଏହା ବ୍ୟତୀତ, ସେ ଏହା […]

ସଂପୂର୍ଣ୍ଣ ପଢନ୍ତୁ
19

ରଥଖଳା ଚଳଚଞ୍ଚଳ, ପ୍ରତି ରଥର ନାହାକା ଅଖ କାମ ଆରମ୍ଭ

ପୁରୀ: ଆସନ୍ତା ୧୯ ତାରିଖରେ ପବିତ୍ର ଭଉଁରୀ ତିଥି । ପରମ୍ପରା ଅନୁସାରେ ରଥ ଖଳାକୁ ଆଜ୍ଞା ମାଳ ବିଜେ କରିବା ସହ ଚକ ଅଖ ଯୋଖା ନୀତି ଅନୁଷ୍ଠିତ ହେବ । ବିଶ୍ଵକର୍ମା ମହାରଣା ମାନେ ଚକ ନିର୍ମାଣରେ ଲାଗିପଡ଼ିଥିବାବେଳେ ଏହି ପରମ୍ପରାକୁ ନେଇ ରଥ ଖଳାରେ ଗୁରୁବାର ଅଖ ନିର୍ମାଣର ଅନୁକୂଳ ହୋଇଥିବାବେଳେ ଏହାର ଦୁଇ ପାଖକୁ ଚଉପଟ ପରେ ଗୋଲେଇ କରାଯାଉଛି । ପ୍ରତି ରଥର ନାହାକା ଅଖ କାମ ଜାରି ରହିଥିବାବେଳେ […]

ସଂପୂର୍ଣ୍ଣ ପଢନ୍ତୁ