Ayatollah Ali Khamenei

ଖାମେନିଙ୍କୁ ଇରାନରେ ହିଁ ଫାଶୀ ଦେବୁ : ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି। ସୋମବାର ଇସ୍ରାଏଲର ପିଏମ୍‌ ବେଞ୍ଜାମିନ୍‌ ନେତନ୍ୟାହୁ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କୁ ହତ୍ୟା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଖାମେନିଙ୍କର ହତ୍ୟା ହେବ। ଏହାପରେ ହିଁ ଏହି ଯୁଦ୍ଧ ଥମିବ। କୁହାଯାଏ ଯେ, ଗତ ଦିନର ଇସ୍ରାଏଲ ଖାମେନିଙ୍କୁ ମାରିବାର ପୂରା ପ୍ଲାନିଂ କରି ଦେଇଥିଲେ , କିନ୍ତୁ ଶେଷ ମୁହୂର୍ତ୍ତରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଇସ୍ରାଏଲର […]

ସଂପୂର୍ଣ୍ଣ ପଢନ୍ତୁ
Cm Mohan

ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ତୀବ୍ର ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ସମୟ ରାତି ପ୍ରାୟ ୮.୩୦ ମିନିଟ୍ । କଲେଜ ଛାତ୍ରୀ ଜଣକ ନିଜ ପୁରୁଷ ବନ୍ଧୁ ସହ ସନ୍ଧ୍ୟା ସାଢ଼େ ୬ଟାରେ ଗୋପାଳପୁରରେ ପହଞ୍ଚି ବେଳାଭୂମି ବୁଲୁଥିଲେ । ପରେ ବେଳାଭୂମି ପାନ୍ଥ ନିବାସର ପଛ ଭାଗରେ ଥିବା ଏକ ନିଛାଟିଆ ସ୍ଥାନକୁ ଯାଇଥିଲେ ପ୍ରେମୀଯୁଗଳ । ସେଠାରେ ପୂର୍ବରୁ କିଛି ଛୋଟ ମୋଟ ଅପରାଧରେ ଲିପ୍ତ ଥିବା ୬ଜଣ ଯୁବକ ଓ ୪ ଜଣ ନାବାଳକ ଏମାନଙ୍କ ଠାରୁ ସାମାନ୍ୟ ଦୂରରେ ବସିଥିଲେ । ହଠାତ୍ […]

ସଂପୂର୍ଣ୍ଣ ପଢନ୍ତୁ
Shadmami

ତେହରାନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନର ସେନା ମୁଖ୍ୟ ଅଲ୍ଲୀ ଶାଦମାମୀ ନିହତ

ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ଇରାନକୁ ପୁଣି ବଡ଼ ଝଟକା । ଇସ୍ରାଏଲ ଆକ୍ରମଣରେ ଇରାନର ନୂଆ ଆର୍ମି ଚିଫ୍ ନିହତ । ୱାର ଟାଇମ୍ ଚିମିଅଫ୍ ଷ୍ଟାଫ ଅଲ୍ଲୀ ଶାଦମାମୀଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଆଇଡିଏଫ୍ । ଇରାନ ତାଙ୍କୁ ଯୁଦ୍ଧ ସମୟରେ ସେନାର ମୁଖ୍ୟ ଭାବେ ନିଯୁକ୍ତ କରିଥିଲା । ଗତକାଲି ରାତିରେ ତେହରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଶାଦମାମୀଙ୍କ ମୃତ୍ୟୁ ହୋଇଥିବା କହିଛି ଇସ୍ରାଏଲ । ଇରାନର […]

ସଂପୂର୍ଣ୍ଣ ପଢନ୍ତୁ
Death 4

ରାଜଧାନୀରେ ଅପମିଶ୍ରିତ ମଦ! ୨ଜଣଙ୍କର ମୃତ୍ୟୁ ଅଭିଯୋଗ, ଦୋକାନ ସିଲ୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି। ଲକ୍ଷ୍ମୀସାଗର ଅଞ୍ଚଳରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଚାରି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କର ମୃତ୍ୟୁର କାରଣ ବି‌ଷାକ୍ତ ବୋଲି କୁହାଯାଉଛି। ବିଷାକ୍ତ ମଦ ହେଉ ବା ଅପମିଶ୍ରିତ ମଦ ପିଇ ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳରେ ମୃତ୍ୟୁ ହେବା ସାଧାରଣ ଘଟଣା। […]

ସଂପୂର୍ଣ୍ଣ ପଢନ୍ତୁ
A0e575fe 87ce 406d Ac2a Fa9cf57ce8f0

ବର୍ଷାରେ ଭୁଷୁଡି ପଡିଲା ଝାଟିମାଟି ଚାଳ କୁଡିଆ ଘର : ଅଳ୍ପକେ ବର୍ତ୍ତିଗଲେ ଅସହାୟା ଗୀତା ଦାସ

ଜଗତସିଂହପୁର/ଝଙ୍କଡ଼ : ବିପଦ ଯଦି ଆସେ ତାର ଭାଇ ବନ୍ଧୁ ଙ୍କୁ ସାଙ୍ଗରେ ନେଇ ଆସେ। ମାତ୍ର ୬ ମାସ ପୁର୍ବରୁ ଦିନମଜୁରିଆ ସ୍ବାମୀ ଅଳୀ ଦାସ ଙ୍କୁ ହରାଇ, ଅସହାୟା ଅନାଥିନୀ ଗୀତା ଦାସ , ପୋଲିଓ ରୋଗ ରେ ଆକ୍ରାନ୍ତ ହୋଇଥିବା ୧୦/୧୨ ବର୍ଷର ଭିନ୍ନକ୍ଷମ ପୁଅ ସମ୍ବିତ ସହିତ ଯେଉଁ ଝୁମ୍ପୁଡ଼ି କୁଡିଆ ଘରେ ମୁଣ୍ଡଗୁଞ୍ଜିଥିଲେ, ଗତ ରବିବାର ଦିନ ବିଳମ୍ବିତ ରାତିରେ ସେହି ବସଗୃହଟି ବର୍ଷା ରେ ଭୁଷୁଡି ପଡିବାରୁ, ଅଳ୍ପକେ […]

ସଂପୂର୍ଣ୍ଣ ପଢନ୍ତୁ
Wre

ଇରାନର ପ୍ରତିଶୋଧ!: ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହୋଇଛି। କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲୀ ସେନା ଇରାନୀ ସେନା ମୁଖ୍ୟଙ୍କୁ ହତ୍ୟା କରିଥିବା ଦାବି କରିଥିଲା, ଯାହାର ଜବାବରେ ଇରାନ ଏବେ ଏକ ବଡ଼ ଦାବି କରିଛି ଏବଂ କହିଛି ଯେ, ଆମର ସେନା ଇସ୍ରାଏଲୀ ଗୁପ୍ତଚର ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି। ଇରାନ ସମର୍ଥକ ଗଣମାଧ୍ୟମ ସଂଗଠନ “ଇରାନ ଅବଜରଭର” ନିଜର ଏକ୍ସ ହ୍ୟାଣ୍ଡେଲରେ ଏହି ଆକ୍ରମଣର ଭିଡିଓ ସେୟାର […]

ସଂପୂର୍ଣ୍ଣ ପଢନ୍ତୁ
C497093e 09ab 4dc1 B060 F155870aa7a1

ମୁଳିସିଂହ ସହରହାଟ ରାସ୍ତାରେ ପାଣି, ଜଳନିଷ୍କାସନ ପାଇଁ କାର୍ଯ୍ୟକାରୀ ହେଉନି ଡ୍ରେନ

ଝଙ୍କଡ଼ :  ଅସରାଏ ବର୍ଷା ହେବାମାତ୍ରେ , ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂହ ପଞ୍ଚାୟତ ର ସହରହାଟ ରାସ୍ତାରେ ପାଣି ବୁଡ଼ିରହୁଚି। ନିକଟସ୍ଥ କନକ ପୁର, ତରଜଙ୍ଗ। , ଗୋପାଳ ପୁର ଓ ବିରିତୋଳ ଆଦି ୫/୭ ଟି ପଞ୍ଚାୟତର ମୁଖ୍ୟବାଣିଜ୍ୟକେନ୍ଦ୍ର ଭାବରେ ଏହି ସହରହାଟ ବଜାର ଉପରେ ଲୋକମାନେ ନିର୍ଭରଶିଳ ହୋଇଥାଆନ୍ତି।  ମାତ୍ର ଏହି ହାଟ ପଡ଼ିଆ ଟି କାଦୁଅ ପାଣିରେ ପଚର ପଚର ହେବାରୁ, ଏହାକୁ କଂକ୍ରିଟ ଢ଼ଳାଇ ରେ ପରିଣତ କରାଯାଇ, ଜଳ […]

ସଂପୂର୍ଣ୍ଣ ପଢନ୍ତୁ
Gop

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କଲା ଏନସିଡବ୍ଲ୍ୟୁ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାରେ ୧୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ, ଏଥିରେ ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି । ଜାତୀୟ ମହିଳା କମିଶନ ମାମଲାରେ ଉଦବେଗ ପ୍ରକାଶ କରିବା ସହ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି । ଜାତୀୟ ମହିଳା କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ସହିତ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Ertew

ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଲାଙ୍ଗୀର ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ନିର୍ବାଚନ […]

ସଂପୂର୍ଣ୍ଣ ପଢନ୍ତୁ
Air India 750x430

କ୍ରମାଗତ ଯାନ୍ତ୍ରିକ ବିଫଳତା ନେଇ ଅଡୁଆରେ ଏୟାର ଇଣ୍ଡିଆ ବିମାନ ସେବା

ବିମାନ ସେବା ଯୋଗାଇ ଦେଉଥିବା ଭାରତର ପ୍ରମୁଖ ବିମାନ ସେବା କମ୍ପାନୀ ମାତ୍ର କିଛି ଦିନ ମଧ୍ୟରେ ଅନେକ ଅନ୍ତର୍ଜାତୀୟ ବିମାନରେ ଯାନ୍ତ୍ରିକ ବିଫଳତା ଯୋଗୁ ଯାଞ୍ଚର ସମ୍ମୁଖୀନ ହେଉଛି। ଗତ ୧୨ ତାରିଖରେ ଏୟାର ଇଣ୍ଡିଆର ଏଆଇ୧୭୧ ବିମାନ ଦୁର୍ଘଟଣା ପରେ ସେହି କମ୍ପାନୀର ଅନ୍ୟ ବିମାନଗୁଡିକରେ ତ୍ରୁଟି ଦେଖାଦେଉଥିବାରୁ, ଗୁରୁତର ସୁରକ୍ଷା ସଙ୍କଟ ଦେଖାଦେଇଛି। ଜୁନ୍ ୧୭ ତାରିଖରେ, ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବା ଏକ ବୋଇଂ ୭୭୭-୨୦୦ଏଲ ଆର ବିମାନ ଏଆଇ୧୮୦, କୋଲକାତାରେ […]

ସଂପୂର୍ଣ୍ଣ ପଢନ୍ତୁ