Pruth

ଅଦିନିଆ ରଥଯାତ୍ରା କଲେ ଆଇନଗତ ପଦକ୍ଷେପ : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଅଦିନିଆ ରଥଯାତ୍ରା କଲେ ହେବ ଆଇନଗତ ପଦକ୍ଷେପ | ଏମିତି କହିଛନ୍ତି ଆଇନ ମନ୍ତ୍ରୀ  ପୃଥ୍ଵୀରାଜ ହରିଚନ୍ଦନ  | ଶ୍ରୀ ମନ୍ଦିର ପ୍ରଶାସନ ସଂଗେ ଆଲୋଚନା ହୋଇଛି  | ଗଜପତି ମହାରାଜା ପତ୍ର ଲେଖି ସାରିଛନ୍ତି  | ନୂଆପଡାରେ ଅଦିନିଆ ରଥଯାତ୍ରା ଖବର ପାଇବା ପରେ ତାଙ୍କୁ ତାଗିଦ କରଯାଇଥିଲା | ତାଗିଦ ପରେ ସେମାନେ ଯାତ୍ରା ବନ୍ଦ କରିଛନ୍ତି | ଯଦି କେହି ତ୍ରୁଟି ବିଚ୍ୟୁତ କରନ୍ତି କାର୍ଯ୍ୟାନୁଷ୍ଠାନ ହେବ | ଇସ୍କନକୁ ବି […]

ସଂପୂର୍ଣ୍ଣ ପଢନ୍ତୁ
Bl

ବିମାନ ଦୁର୍ଘଟଣା: ମିଳିଲା ଆଉ ଏକ ବ୍ଲାକ୍ ବକ୍ସ

ଅହମଦାବାଦ: ବିମାନ ଦୁର୍ଘଟଣାର ପ୍ରକୃତ କାରଣ କଣ ? କେଉଁ ପରିସ୍ଥିତିରେ ମାଟିରୁ ଉଠୁ ଉଠୁ ଘଟିଗଲା ଏମିତି ଦୁର୍ଘଟଣା ? ତାର କାରଣ ଖୋଜା ଚାଲିଥିବା ବେଳେ ଏତି ମଧ୍ଯରେ ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ଦ୍ବିତୀୟ ବ୍ଲାକବକ୍ସ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ସ୍ଥଳରୁ ଦ୍ବିତୀୟ ବ୍ଲାକ ବକ୍ସ ଉଦ୍ଧାର କରିଛନ୍ତି ତଦନ୍ତକାରୀ ଟିମ୍ । କକପିଟ୍ ଭଏସ ରେକଡର ବା ସିଭିଆର ବ୍ଲାକ ବକ୍ସ ମିଳିଥିବା ସୂଚନା ମିଳିଛି । ଏହାଦ୍ବାରା ଦୁର୍ଘଟଣାର ପ୍ରକୃତ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 06 16 165437 750

ରାଜ୍ୟରେ କଲେରା ସ୍ଥିତିକୁ ଏଣ୍ଡେମିକ କହିଲେ କେନ୍ଦ୍ରୀୟ ଟିମ୍‌

ଯାଜପୁର: ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲାରେ ହଇଜା ବ୍ୟାପିଚାଲିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ତେବେ ଯାଜପୁର ଜିଲ୍ଲାରେ ଏପରି ଘଟଣାକୁ ନେଇ ଅନୁଧ୍ୟାନ କରିବାକୁ ଯାଇଥିଲା କେନ୍ଦ୍ରୀୟ ଟିମ। ଅନୁଧ୍ୟାନ ପରେ ଆଜି ଫେରିଛି। ସ୍ବାସ୍ଥ୍ୟ ବିଭାଗ ସହ ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌ର ଆଲୋଚନା ହୋଇଛି। ତେବେ […]

ସଂପୂର୍ଣ୍ଣ ପଢନ୍ତୁ
Raja

ଗଜପତି ମହାରାଜାଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ

ପୁରୀ: ଗଜପତି ମହାରାଜାଙ୍କ ସାନଭାଇଙ୍କ ପରଲୋକ। ରଣାର୍ଣ୍ଣବ ଦେବଙ୍କର ରବିବାର ରାତିରେ ପରଲୋକ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ରାଜକୀୟ ପରମ୍ପରା ଅନୁଯାୟୀ ତାଙ୍କର ଶେଷକୃତ୍ୟ କରାଯିବ । ଖବର ଅନୁଯାୟୀ, ଅସୁସ୍ଥତା କାରଣରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବ ।  ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସଂପୂର୍ଣ୍ଣ ପଢନ୍ତୁ
Mahesh Jirawala 750x430

ବିମାନ ଦୁର୍ଘଟଣା ପରଠୁ ନିଖୋଜ ଅଛନ୍ତି ସଙ୍ଗୀତ ନିର୍ଦେଶକ ମହେଶ ଜିରାଓ୍ବାଲା

ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରଠାରୁ ସଂଗୀତ ନିର୍ଦେଶକ ମହେଶ କାଲାଓ୍ବାଡିଆ ଓରଫ ମହେଶ ଜିରାଓ୍ବାଲା ନିଖୋଜ ଅଛନ୍ତି। ମହେଶ ରହସ୍ୟମୟ ଭାବେ ନିଖୋଜ ହୋଇଯିବା ସମସ୍ତଙ୍କୁ ଚକ୍କିତ କରିଛି। କାରଣ ମହେଶ ବିମାନରେ ଯାତ୍ରା କରୁ ନ ଥିଲେ କିମ୍ବା ମେଡିକାଲ ହଷ୍ଟେଲରେ ନ ଥିଲେ। କିନ୍ତୁ ଦୁର୍ଘଟଣା ସମୟରେ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଅଞ୍ଚଳରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି। ମହେଶ ୧୨ ତାରିଖ ଅପରାହ୍ନରେ ଲ’ ଗାର୍ଡେନ […]

ସଂପୂର୍ଣ୍ଣ ପଢନ୍ତୁ
Image

ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ

ଭୁବନେଶ୍ବର: ରାଜ୍ୟରେ ବ୍ୟାପୁଥିବା ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ । ସେ କହିଛନ୍ତି ଯେ, ଏହି ଅଭିଯାନ ଦେଢ଼ ମାସ ଧରି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । କିଭଳି ଭାବରେ ଡାଇରିଆରୁ ଛୋଟ ପିଲାଙ୍କୁ ସୁରକ୍ଷିତ ରଖାଯିବ ସେନେଇ ହେଉଛି ଆଲୋଚନା । ଏହି ଅଭିଯାନରେ ବିଶେଷ ଭାବରେ ଆଶାକର୍ମୀ, ସ୍ୱାସ୍ଥ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Ww

ଜୁନ୍ ୧୮ ତାରିଖ ବଦଳରେ ୨୦ରେ ଖୋଲିବ ସ୍କୁଲ୍

ଭୁବନେଶ୍ୱର : ୨୦ରେ ଖୋଲିବ ସ୍କୁଲ । ଜୁନ୍ ୧୮ ତାରିଖ ବଦଳରେ ୨୦ରେ ଖୋଲିବ ସ୍କୁଲ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ DEOଙ୍କୁ ଚିଠି ଲେଖାଯାଇଛି । ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ତେବେ ଏପ୍ରିଲ ୨୩ରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିଥିଲା । ରାଜ୍ୟରେ ଚାଲିଥିବା ଭୀଷଣ […]

ସଂପୂର୍ଣ୍ଣ ପଢନ୍ତୁ
Heavy Rain 15jun25 2

ମାଙ୍ଗାଲୋରରେ ବନ୍ୟା ସ୍ଥିତି: ଚାରିଆଡେ ପାଣି

ବେଙ୍ଗାଲୁରୁ: ପାଣି.. ପାଣି.. ପାଣି.. ଚାରିଆଡେ ପାଣି । ରାସ୍ତାରେ, ଘରେ, ଅଫିସରେ ସବୁଠି ପଶିଛି ପାଣି । ଲଗାଣ ବର୍ଷା ପରେ କର୍ଣ୍ଣାଟକର ସ୍ଥିତି ସାଙ୍ଘାତିକ ହୋଇଛି । ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାଙ୍ଗାଲୋର ସହର । ସ୍ଥିତି ଏମିତି ହୋଇଛି ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଜଳର ତାଣ୍ଡବ ପାଇଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ତେବେ ପ୍ରବଳ ବର୍ଷା ପରେ ରାସ୍ତା ନଈ ପାଲଟିଛି । […]

ସଂପୂର୍ଣ୍ଣ ପଢନ୍ତୁ
Rape 750x430

ପୁରୁଷବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୭ ଅଟକ

ଗୋପାଳପୁର: ଗୋପାଳପୁରରେ ଲଜ୍ଜା ! ଗୋପାଳପୁର ବେଳାଭୂମିକୁ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଆଧାର ପୁଲିସ ଘଟଣାରେ ସମ୍ପୃକ୍ତ ୬/୭ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଏଥିରେ ସମ୍ପୃକ୍ତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଅଧିକ ଛାନଭିନ ଚଳାଇଛି। ଅଭିଯୋଗ ଅନୁଯାୟୀ, ଗତ ରବିବାର ଅପରାହ୍ନରେ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜଣେ […]

ସଂପୂର୍ଣ୍ଣ ପଢନ୍ତୁ
Closed 1

ଯାଜପୁର ବରୀ, ବିଞ୍ଝାରପୁରରେ ୨ ସପ୍ତାହ ପାଇଁ ବନ୍ଦ ରହିବ ଢାବା ଓ ହୋଟେଲ୍

ଯାଜପୁରରେ ଚିନ୍ତା ବଢ଼ାଇଲାଣି ଡାଇରିଆ । ଦିନକରେ ୧୫ଜଣ ନୂଆ ରୋଗୀ ଚିହ୍ନଟ । ମୋଟ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୮ଟି ବ୍ଲକରେ ୧୭୮୭ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଝାଡ଼ାବାନ୍ତି ପରେ ବ୍ୟାପିଛି ହଇଜା । କଲେରା କେସ୍ ଚିହ୍ନଟ ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । କେଉଁ ପରିସ୍ଥିତିରେ ଏତେ ସଂଖ୍ୟାରେ ଲୋକ ଡାଇରିଆରେ ଆକ୍ରାନ୍ତ ହେଲେ ତାର କାରଣ ଖୋଜା […]

ସଂପୂର୍ଣ୍ଣ ପଢନ୍ତୁ