Image 2025 06 02t100403.932

ଅତିରିକ୍ତ ତହସିଲଦାରଙ୍କୁ ମାଡ ମାରି ଗାଡି ଭାଙ୍ଗିଲେ ବାଲି ମାଫିଆ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ଥାନା ଆଗରେ ଆକ୍ରମଣ ସହ ଗାଡ଼ି ଭାଙ୍ଗିଦେଲେ । ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆହତ ହୋଇଛନ୍ତି । ଆକ୍ରମଣ ବେଳେ ଥାନାକୁ ଦୌଡ଼ି ପଳାଇବାରୁ ଅଳ୍ପକେ ବଞ୍ଚିଗଲା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ ଜୀବନ । ଖବର ମୁତାବକ, ଆଜି ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟରୁ ନିଜ […]

ସଂପୂର୍ଣ୍ଣ ପଢନ୍ତୁ
Image 1748863611

ଗାଁ ଦାଣ୍ଡରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

ଗାଁଦାଣ୍ଡରେ ବୁଲୁଛି ଦନ୍ତା । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପ୍ରତିମାଦେଇ ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଏ ବାବଦରେ ପ୍ରଚାର ହୋଇଯିବା ପରେ ଲୋକେ ଆତଙ୍କିତ ହୋଇପଡ଼ିବା ସହ ଆଖପାଖ ଗାଁ ଗୁଡ଼ିକରେ କୋକୁଆ ଭୟ ଖେଳିଯାଇଥିଲା। ତେବେ ତୁରନ୍ତ ଏ ବାବଦରେ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିଲା। ଗାଁ ଦାଣ୍ଡରେ ଦନ୍ତାକୁ ଦେଖି ଆତଙ୍କିତ ସ୍ଥାନୀୟ ବାସିନ୍ଦା ଭିଡ଼ ଜମାଇଥିଲେ । ତେବେ […]

ସଂପୂର୍ଣ୍ଣ ପଢନ୍ତୁ
95c7336e 8331 4e36 B1d3 A1b691e2e531

ସାରଳାଙ୍କ ପ୍ରାତଃକାଳୀନ ନୀତି ଦୀର୍ଘ ୩ ବର୍ଷ ଧରି ବାଧାପ୍ରାପ୍ତ : ସେବାୟତମାନଙ୍କ ଭିତରେ ଅସନ୍ତୋଷ

ଜଗତସିଂହପୁର/ ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ମନ୍ଦିରର, ସିଂହଦ୍ବାରର ଉଭୟ ପାର୍ଶ୍ଵରେ ଆବାହମାନ କାଳରୁ, ପ୍ରତିଷ୍ଠିତ ହାତୀ ଉପରେ ସିଂହ ଥିବା, ସିଂହ ଙ୍କୁ ଜଳଲାଗି କରାଯାଇଥାଏ । ମାତ୍ର ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ୪୨ ଟଙ୍କାର,ନବୀକରଣ କାର୍ଯ୍ୟ ପାଇଁ, ଏହି ସିଂହଦ୍ବାର ଉଭୟ ପାର୍ଶ୍ଵରେ ଥିବା ମୂର୍ତ୍ତିକୁ ଉଠାଇ ନେଇ, ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ ସମ୍ମୁଖରେ ରଖିଦିଆଯାଇଛି। ଦେବୀଶାସ୍ତ୍ର ରେ […]

ସଂପୂର୍ଣ୍ଣ ପଢନ୍ତୁ
Zzz

ଦାଦା ବଟିକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ପୂର୍ବରୁ ୪ ଗିରଫ

ଭୁବନେଶ୍ବର ୧।୬: ଭୁବନେଶ୍ବର ଚନ୍ଦକା ଅଞ୍ଚଳ ସଂଘର୍ଷବିହାର ଛକରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ । ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ଚନ୍ଦକା ଥାନା ପୋଲିସ । ସହଦେବ ବାରିକ ଓରଫ ନାଗାକୁ ଗିରଫ କରିଛି ପୋଲିସ । ନାଗା ନିକଟରୁ ପିସ୍ତଲ, ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ ।   ବିକାଶ ବାରିକ, ଆଶିଷ କୁମାର ରାୟ, ପପୁନ ମାଝୀ, ସୁଧୀର କୁମାର ଜେନା ଜେଲ୍‌ରେ ଅଛନ୍ତି । ଦାଦା ବଟି […]

ସଂପୂର୍ଣ୍ଣ ପଢନ୍ତୁ
Zz

ଛେନା ବୋଝେଇ ଅଟୋରେ ଦୁର୍ବୃତ୍ତର ତାଣ୍ଡବ : ଏକ କୁଇଣ୍ଟାଲ ଛେନାକୁ ଫିଙ୍ଗିଦେଲା

ଭୁବେନଶ୍ବର : ଛେନା ବୋଝେଇ ଅଟୋରେ ଦୁର୍ବୃତ୍ତ ତାଣ୍ଡବ ରଚିଛି। ଏକ କୁଇଣ୍ଟାଲ ଛେନାକୁ ଦୁର୍ବୃତ୍ତ ଫିଙ୍ଗି ଦେଇଛି। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ସମୟରେ ନିମାପଡାରୁ ଯାତ୍ରୀବାହୀ ଅଟୋ ଏକ କ୍ବିଣ୍ଟାଲ ଦୁଗ୍ଧ ଛେନା ବିକ୍ରି ପାଇଁ ବାହାରିଥିଲା। ନିମାପଡା ଥାନା ଅନ୍ତର୍ଗତ ତେରୁଣ୍ଡିଆ ପଞ୍ଚାୟତର ଜାଗେଶ୍ବରପୁର ଗ୍ରାମର ଛେନା ବ୍ୟବସାୟୀ କୃଷ୍ଣଚନ୍ଦ୍ର ବେହେରା ଏକ କୁଇଣ୍ଟାଲରୁ ଅଧିକ ଛେନା […]

ସଂପୂର୍ଣ୍ଣ ପଢନ୍ତୁ
Accident 2daaf2 1

ଭୁବନେଶ୍ଵରରେ ସିରିଜ ଦୁର୍ଘଟଣା, ୩ ଗୁରୁତର ଆହତ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ଵରରେ ରବିବାର ସକାଳେ ସିରିଜ ଦୁର୍ଘଟଣା ଘଟିଛି। ଗୋଟିଏ କାର ଅନ୍ୟ ୨ଟି କାର ଏବଂ ଏକ ଅଟୋକୁ ଧକ୍କା ଦେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କାର ଚାଳକ ଜଣ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ନିଶାସକ୍ତ କାର ଚାଳକ ଦ୍ରୁତ ଗତିରେ ଆସି ରାସ୍ତାପାର୍ଶ୍ବରେ ପାର୍କିଂ ହୋଇଥିବା ୨ଟି କାର […]

ସଂପୂର୍ଣ୍ଣ ପଢନ୍ତୁ
Babu 750x430

ବାପାଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ୍‌, କାହିଁକି ଲଣ୍ଡା ହୋଇ ନଥିଲେ କହିଲେ ଅଭିନେତା

ଭୁବନେଶ୍ଵର: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍‌ ମହାନ୍ତି। ପୁରୀ ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ କରି ଲଣ୍ଡା ହୋଇଛନ୍ତି ବାବୁସାନ୍। ପରମ୍ପରା ହିସାବରେ ସେ ଅସ୍ଥି ବିସର୍ଜନ କରିଛନ୍ତି। ଶ୍ୱେତଗଙ୍ଗା ପରେ ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ କରିଛନ୍ତି ବାବୁ। ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ପ୍ରେତକୁ ଆହ୍ୱାନ କରି ଯଥା ବିଧି ଓ ରୀତି ହିସାବରେ ସେ ପିଣ୍ଡଦାନ […]

ସଂପୂର୍ଣ୍ଣ ପଢନ୍ତୁ
As

ବେକରେ ଦଉଡ଼ି ଲଗାଇ ଜୀବନ ହାରିଲେ ଶିକ୍ଷୟିତ୍ରୀ, କାରଣ ଅସ୍ପଷ୍ଟ

ରାୟଗଡ଼ା: ସ୍ବାମୀ ଘରେ ନଥିବା ବେଳେ ଶିକ୍ଷୟିତ୍ରୀ ସ୍ତ୍ରୀ ଘର ଭିତରେ ବେକରେ ଦଉଡ଼ି ଲଗାଇ ଜୀବନ ହାରିଛନ୍ତି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ର ଅଞ୍ଚଳରେ ଶିକ୍ଷୟିତ୍ରୀ ଜୀବନ ହାରିଛନ୍ତି। ମୃତ ଶିକ୍ଷୟିତ୍ରୀ ହେଲେ ଅତସୀ ତ୍ରିପାଠୀ। ପ୍ରାପ୍ତ ସୂଚନା ଅନୁସାରେ ମୁନିଗୁଡା ବ୍ଲକ ଭୈରବଗଡ଼ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀ ତଥା ସିଆରସିସି ଅତସୀ ତ୍ରିପାଠୀ ଆଜି ନିଜ ଘରେ ଥିଲେ। ତାଙ୍କ ସ୍ୱାମୀ କୌଣସି କାମରେ ବ୍ରହ୍ମପୁର ଯାଇଥିଲେ। ତେବେ ସେ ମୁନିଗୁଡ଼ାସ୍ଥିତ ନିଜ ଘରେ […]

ସଂପୂର୍ଣ୍ଣ ପଢନ୍ତୁ
Khordha Road Balangir Railway 1024x681

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମସ୍ତ ସାତଟି ସୁଡ଼ଙ୍ଗ ଖନନ କାର୍ଯ୍ୟ ଶେଷ

ଭୁବନେଶ୍ୱର,୧।୬: ଭାରତୀୟ ରେଳବାଇର ଏକ ପ୍ରମୁଖ ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଛି। ନୟାଗଡ଼ ଜିଲାର ବୁଗୁଡ଼ା ଓ ଦାଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T2 ର ଅନ୍ତିମ ବ୍ରେକଥ୍ରୁ ମେ ୩୦, ୨୦୨୫ରେ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି, ଯାହା ଏହି ରଣନୀତିକ ରେଳ କରିଡରରେ ଥିବା ସମସ୍ତ ସାତଟି ସୁଡ଼ଙ୍ଗର ଖନନ କାର୍ଯ୍ୟକୁ ସମାପ୍ତ କରିଛି। ସୁଡ଼ଙ୍ଗ T2: ଆଧୁନିକ ରେଳ ନିର୍ମାଣରେ ଏକ ମାଇଲଖୁଣ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2025 06 01 At 8.44.53 Pm 1536x1024

କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ଦେଲେ ବଡ ନିର୍ଦ୍ଦେଶ

ଭୁବନେଶ୍ୱର,୧।୬: ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ ଖ୍ୟାତି […]

ସଂପୂର୍ଣ୍ଣ ପଢନ୍ତୁ