In

ଭାରତୀୟ ଅର୍ଥନୀତିକୁ ତଳିତଳାନ୍ତ କରିଦେବୁ, ଆମେରିକାର ଧମକ

ଓ୍ବାସିଂଟନ : ରୁଷରୁ ଶସ୍ତାରେ ତେଲ କିଣୁ ଥିବା ଚୀନ, ଭାରତ ଓ ବ୍ରାଜିଲକୁ ପୁଣି ଥରେ ଧମକ ଦେଇଛି ଆମେରିକା । ଯଦି ଏହି ଦେଶଗୁଡ଼ିକ ରୁଷରୁ ଶସ୍ତା ତେଲ କିଣିବା ଜାରି ରଖନ୍ତି, ତେବେ ସେମାନଙ୍କର ଅର୍ଥନୀତିକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆମେରିକାର ଜଣେ ସିନେଟର ଧମକ ଦେଇଛନ୍ତି। ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମ୍ ସମ୍ପ୍ରତି ଫକ୍ସ ନ୍ୟୁଜ୍ରେ ଖୋଲାଖୋଲି ଭାରତ, ଚୀନ ଓ ବ୍ରାଜିଲକୁ ଧମକାଇଥିଲେ। ଏହି ତିନିଦେଶକୁ ଟାର୍ଗେଟ […]

ସଂପୂର୍ଣ୍ଣ ପଢନ୍ତୁ
Mines

ଖୁବଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି, ବଢିବ ରାଜସ୍ୱ : ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଭୁବନେଶ୍ୱର : ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି । ଖଣି ନିଲାମ ଦ୍ୱାରା ରାଜସ୍ୱ ବଢିବ ବୋଲି ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ନିଲାମ କରୁ ନଥିଲେ । ନୂଆ ସରକାର ଆସିବା ପରେ ଗୋଟିଏ ବର୍ଷରେ ୮ଟି ଖଣି ନିଲାମ କରିଛନ୍ତି । ଖୁବ୍‌ଶୀଘ୍ର ଆହୁରି ୨୨ଟି ଖଣି ନିଲାମ ନେଇ ପ୍ରସ୍ତୁତି […]

ସଂପୂର୍ଣ୍ଣ ପଢନ୍ତୁ
Bib

କୋଟିଆକୁ ଖୁବ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା

କୋରାପୁଟ: କୋଟିଆକୁ ଖୁବ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା। ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। କୋଟିଆ ଉପରେ ଆନ୍ଧ୍ର ଆଖି ପକାଇଛି, ପ୍ରତିହତ ପାଇଁ ସରକାର କାମ କରୁଛନ୍ତି। ଏଠାରେ ଖଣି ଖାଦାନ ଭରି ରହିଛି। ସେଠାରେ ଗୋଟିଏ ପାହାଡ଼କୁ ସୁନା ପାହାଡ଼ କୁହାଯାଏ। ସଦୁପଯୋଗ ପାଇଁ ଖଣି ବିଭାଗ ପଦକ୍ଷେପ ନେଉଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ମନ୍ତ୍ରୀ କହିଛନ୍ତି, କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ […]

ସଂପୂର୍ଣ୍ଣ ପଢନ୍ତୁ
Jag

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦକୁ ନେଇ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜୁଲାଇ ୨୧ ତାରିଖରେ ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା। ଅଧିବେଶନ ଶେଷ ହେବା ପରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼। ଧନଖଡ଼ଙ୍କ ହଠାତ ଏତେ ବଡ଼ ନିଷ୍ପତ୍ତି ପରେ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଜଗଦୀପ ଧନଖଡ଼ଜୀ ଭାରତର ଉପରାଷ୍ଟ୍ରପତି ସମେତ ଅନେକ ଭୂମିକାରେ ଦେଶ ସେବା କରିବାର ସୁଯୋଗ ପାଇଛନ୍ତି। ମୁଁ ତାଙ୍କର ସୁସ୍ଥତା କାମନା କରୁଛି। […]

ସଂପୂର୍ଣ୍ଣ ପଢନ୍ତୁ
Puri N

ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଧରାପଡ଼ିଲେ ୨ ଯୁବକ

ପୁରୀ : ସମଙ୍ଗ ପାର୍କିଂରେ ଉତ୍ପାତ । ଧରାପଡ଼ିଲେ ୨ ଯୁବକ , ଖସିଗଲେ ଅନ୍ୟ ୪ ଜଣ ଯୁବକ । ସୋମବାର ରାତିରେ ୩ ଜଣ ଯୁବତୀ ଶ୍ରୀମନ୍ଦିରରୁ ଦର୍ଶନ ସାରି ସମଙ୍ଗ ପାର୍କିଂ ରାସ୍ତାରୁ କଣ୍ଠପୁର ଗାଁକୁ ଯିବା ସମୟରେ ଏକ ପୋଲ ନିକଟରେ ୬ ଜଣ ଯୁବକ ବସିଥିଲେ । ସେମାନେ ଯୁବତୀମାନଙ୍କୁ ଟଣାଓଟରା କରିଥିଲେ ।  ଯୁବତୀଙ୍କ ମଧ୍ୟରୁ ଜଣଙ୍କର ଭାଇ ଅଭିମନ୍ୟୁ ବରାଳ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ […]

ସଂପୂର୍ଣ୍ଣ ପଢନ୍ତୁ
ିମୂିଦମୖନ 750x430

ଜଗତସିଂହପୁର ଗଣଦୁଷ୍କର୍ମ: କଟକରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ଜଗତସିଂହପୁର: ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । କଟକରୁ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ୍ । ଏବେ ବି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛନ୍ତି । ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ  ପୋଲିସ୍ ଚଢ଼ାଉ ଜାରି ରହିଛି । ତେବେ ଏହି ମାମଲାର ତଦନ୍ତ ପାଇଁ ଏସ୍‌ପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଗଠନ ହୋଇଛି । ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚାଲିଥିବା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ
Nimisha Priya

ମୁକ୍ତ ହେବେ ନିମିଷା ପ୍ରିୟା !

କୋଚି : ୟେମେନରେ ମୃତ୍ୟୁଦଣ୍ଡ ଅପେକ୍ଷାରେ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ଖୁବ୍ ଶୀଘ୍ର ମୁକ୍ତ କରାଯାଇପାରେ। ଏହି ଦାବି କରିଛନ୍ତି ଡାକ୍ତର କେ ଏ ପଲ୍, ଯିଏ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ନିମିଷା ମୁକ୍ତି ପରେ ଖୁବ୍ ଶୀଘ୍ର ଭାରତ ଫେରି ଆସିବେ। ୟେମେନରେ ଏକ କ୍ଲିନିକ୍ ଚଳାଉଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ବିରୋଧରେ ତାଙ୍କ ନିଜ ସାଥୀ ଆବଦୋ ମହଦିଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Sfd

ବନ୍ଧା ହେଲେ ଜମିଦାର DFO ବାବୁ, ୩ ଦିନ ଧରି ଭିଜିଲାନ୍ସ ପକ୍ଷରୁ ହୋଇଥିଲା ଚଢାଉ

କେନ୍ଦୁଝର: ବନ୍ଧା ହେଲେ ଜମିଦାର DFO ବାବୁ!।  କେନ୍ଦୁଝର କେନ୍ଦୁଲିଫ୍ ଡିଭିଜିନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି ।  ଗତ ୩ ଦିନ ଧରି ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରଖିଥିଲା । ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ । ନିତ୍ୟାନନ ନାୟକଙ୍କର ଅନୁଗୁଳର ୩ ଟି ସ୍ଥାନରେ, ନୟାଗଡ଼ର ୨ ଟି ସ୍ଥାନରେ ଓ କେନ୍ଦୁଝର ର ୨ଟି […]

ସଂପୂର୍ଣ୍ଣ ପଢନ୍ତୁ
Aiims Delhi

ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲେ ପୋଲିସ ଟିମ୍‌

ନିମାପଡା: ନିମାପଡା ଜିଲ୍ଲା ବଳଙ୍ଗାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ନିଆଁ ଲଗଇ ପୋଡିଦେବା ମାମଲାରେ ସ୍ପେସିଆଲ ସ୍କ୍ବାଡ୍‌ର ୩ଟି ଟିମ ଓ ଗୁଇନ୍ଦା ବିଭାଗର ସ୍ୱତ୍ରନ୍ତ୍ର ଟିମ ତଦନ୍ତ କରୁଥିବାବେଳେ, ଏବେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି । ୨୦ରୁ ଅଧିକ ସନ୍ଦେହ ଥିବା ବ୍ୟକ୍ତି ବିଶେଷଙ୍କ ମୋବାଇଲ ଟ୍ରାକ କରୁଛି ସାଇବର ପୋଲିସ ଅନ୍‌ଲାଇନ୍‌ରେ ଅର୍ଡର ଦେଇଥିବା ପାର୍ସଲର ଅନେକ ସଂସ୍ଥା ସହିତ ପୁଲିସ ପଚରାଉଚରା ଜାରି ରଖିଛି । ପୀଡ଼ିତାଙ୍କ ବୟାନ ରେକର୍ଡ […]

ସଂପୂର୍ଣ୍ଣ ପଢନ୍ତୁ
1c57bac0 E4b4 4dc8 B4db 3f486704abc8

ବାପା-ମା’ଙ୍କୁ ହରାଇ ବେସାହାରା ଦୁଇ ଶିଶୁ, ସହାୟତାର ହାତ ବଢ଼ାଇଲା ସାମାଜିକ ସଙ୍ଗଠନ

ସାଲେପୁର: ସାପ କାମୁଡ଼ାରେ ବାପା-ମା’ଙ୍କୁ ହରାଇ ଅନାଥ ହୋଇଯାଇଥିବା ଦୁଇ ନିଷ୍ପାପ ଶିଶୁଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛି କଟକ ସଦରର ଅଗ୍ରଣୀ ସାମାଜିକ ସଙ୍ଗଠନ “ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ”। ଏହି ହୃଦୟ ବିଦାରକ ଘଟଣା ପରେ ସଙ୍ଗଠନ ପକ୍ଷରୁ ଶିଶୁ ଦ୍ୱୟଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ସହ ସେମାନଙ୍କ ଶିକ୍ଷାର ସମସ୍ତ ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଘଟଣାରୁ ପ୍ରକାଶ ଯେ, କଟକ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତର […]

ସଂପୂର୍ଣ୍ଣ ପଢନ୍ତୁ