Delhi Aiims

ଅକ୍ସିଜେନ ସପୋର୍ଟ ସିଷ୍ଟମରେ ବଳଙ୍ଗା ପୀଡ଼ିତା, ସୂଚନା ଦେଲା ଦିଲ୍ଲୀ ଏମ୍ସ

ପୁରୀ : ପୁରୀ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ସ୍ପେଶାଲ ଟିମ୍ ।  ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘରେ ସ୍ବତନ୍ତ୍ର ଟିମ୍ ପହଞ୍ଚି ଛାନଭିନ କରୁଛି ।  ବଳଙ୍ଗା ବଜାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରୁଛି  । କେଉଁଠୁ ଆସିଲା ରୁପା ମୁଦି ଛାନବିନ କରୁଛି ପୋଲିସ  ।   ପୀଡ଼ିତାଙ୍କ ସାଙ୍ଗ ଘରେ ଚାଲିଛି ପଚରାଉଚରା  ।  ସେଠାରୁ କିଛି ତଥ୍ୟ ମିଳିବା ଆଶାରେ ଚାଲିଛି ସନ୍ଧାନ।  ପୁରୀ ଅତିରିକ୍ତ SP, ପିପିଲି SDPO ସମେତ ସ୍ପେଶାଲ […]

ସଂପୂର୍ଣ୍ଣ ପଢନ୍ତୁ
Rr

ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ

ତିରୁଅନନ୍ତପୁରମ୍‌: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ ଘଟିଛି । ଥିରୁଅନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ବେଲିକକାଥୁ ଶଙ୍କରନ୍ ଅଚ୍ୟୁତାନନ୍ଦନ, ଯିଏକି ଭିଏସ୍ ନାମରେ ବେଶି ପରିଚିତ ଥିଲ। ସେ ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 21 090806 1

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ;୨ ଶିକ୍ଷକ ଅଟକ

ବାଲେଶ୍ବର:ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୨ ଶିକ୍ଷକ ଅଟକ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ଅଟକ ଅଭିଯୁକ୍ତମାନେ ହେଲେ ଚରମାରଗାଁ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ କୈଳାଶ ଚନ୍ଦ୍ର ବେଜ୍‌ ଓ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳ । ଅଭିଯୋଗ ଅନୁସାରେ, ଦୁଇ ଶିକ୍ଷକ ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ଶ୍ରେଣୀରେ ଅସଦାଚରଣ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 21 062522 2

ବଳତ୍କାର ଅଭିଯୋଗରେ ଉଦିତ ପ୍ରଧାନ ଗିରଫ, ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ

ଭୁବନେଶ୍ୱର : ବଳତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳତ୍କାର କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ ଧାରା ୬୪(୧), ୧୨୩, ୨୯୬, ୭୪,୩୫୧(୨) ଅଧିନରେ ମାମଲା ରୁଜୁ ହୋଇଛି । ଉଦିତ ଗିରଫ ହେବା ପରେ ତୁରନ୍ତ ତାଙ୍କୁ ନିଲମ୍ବିତ କରିଛି କଂଗ୍ରେସ […]

ସଂପୂର୍ଣ୍ଣ ପଢନ୍ତୁ
73b4363b 275a 4329 8135 1e4b0cd2ed1d

ସିଦ୍ଧଲ ବଳଦେବ ଜୀଉଙ୍କ ମନ୍ଦିରରେ ଜଗନ୍ନାଥ ପାଞ୍ଚରାତ୍ରର ଉଦଘାଟନ ସମାରୋହ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ସର୍ବପ୍ରାଚୀନ ତଥା ପ୍ରସିଦ୍ଧ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଗତ ୨୦ ତାରିଖ ରବିବାର ଦିନ ସନ୍ଧ୍ୟାରେ ତୃତୀୟ ବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚରାତ୍ର କମିଟି ର ମାର୍ଗ ଦର୍ଶକ ଶ୍ରୀ ଜଗନ୍ନାଥ ସଂସ୍କୃତି ର୍ ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଏଥିରେ ଉଦଘାଟକ ତଥା ଧାରାବାହିକ ପ୍ରବକ୍ତା ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି […]

ସଂପୂର୍ଣ୍ଣ ପଢନ୍ତୁ
2448e577 D133 4942 A252 D899f3b1ebc3

ଶ୍ରାବଣୀ ଉପଲକ୍ଷେ ଝଙ୍କଡ଼ ସାରଳା ପୀଠରୁ ପାରାଦୀପ ସାରଳା ମନ୍ଦିର, ପର୍ଯ୍ୟନ୍ତ ସଂକୀର୍ତ୍ତନ ଶୋଭାଯାତ୍ରା

ଝଙ୍କଡ଼ : ପ୍ରତିବର୍ଷ ତିର୍ତ୍ତୋଲ ବ୍ଲକ, ସଅଁରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମବାସୀ ମାନେ ଶ୍ରାବଣ ମାସ ଉପଲକ୍ଷେ, ପୁରୀ ଶ୍ରୀକ୍ଷେତ୍ର ଆଦି ବିଭିନ୍ନ ଧର୍ମପୀଠ କୁ ସଂକୀର୍ତ୍ତନ ଶୋଭାଯାତ୍ରା ରେ ଯାତ୍ରା କରିଆସୁଥିବା ବେଳେ ଚଳିତ ବର୍ଷ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରୁ ପାରାଦୀପ ସ୍ଥିତ ମାଆ ସାରଳା ଙ୍କ ମନ୍ଦିର ପର୍ଯ୍ୟନ୍ତ ଏହି ସଂକୀର୍ତ୍ତନ ଶୋଭାଯାତ୍ରା ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶୋଭାଯାତ୍ରା ଝଙ୍କଡ଼ ସାରଳା ପୀଠ […]

ସଂପୂର୍ଣ୍ଣ ପଢନ୍ତୁ
1 87 1753016264462

ଫକୀର ମୋହନ କଲେଜରେ କ୍ରାଇମବ୍ରାଞ୍ଚ ଡିଜି, ଚାଲିଛି ପଚରାଉଚରା

ବାଲେଶ୍ୱର : ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ।  ଆଜି କ୍ରାଇମବ୍ରାଞ୍ଚ ଡି ଜି ବିନୟତୋଶ ମିଶ୍ର ବାଲେଶ୍ଵରରେ ପହଞ୍ଚି ତଦନ୍ତ ଦାୟିତ୍ୱରେ ଥିବା ଅଧକାରୀଙ୍କ ସହ ଘଟଣା ସମ୍ପର୍କରେ ସମୀକ୍ଷା କରିଥିଲେ ।  ପରେ ପରେ ଫକୀର ମୋହନ କଲେଜରେ ପ୍ରାୟ 3 ଘଣ୍ଟା ପଚରାଉଚରା ପରେ ପୂର୍ବାଞ୍ଚଳ ଡ଼ିଆଇଜିଙ୍କ ଅଫିସରେ ଡିଜି କ୍ରାଇମବ୍ରାଞ୍ଚ ଆଇଜି ଏସ ସାଇନିଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ
Rain

ରାଜ୍ୟରେ ଆହୁରି ୫ ଦିନ ଯାଏଁ ବର୍ଷା; ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !

ରାଜ୍ୟରେ ଆହୁରି ୫ ଦିନ ଯାଏଁ ବର୍ଷା ସମ୍ଭାବନା। ଆଜି ପାଇଁ ରାଜ୍ୟର ୨୧ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ। ଉପକୂଳବର୍ତ୍ତି ୯ ଜିଲ୍ଲାକୁ ଛାଡିଦେଲେ ବାକି ସବୁ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ରହିଛି। ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୂରଭଂଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହ ୩୦ରୁ ୪୦ କିମି […]

ସଂପୂର୍ଣ୍ଣ ପଢନ୍ତୁ
Dgp

ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପୋଲିସ ଡିଜି

ବଳଙ୍ଗା : ପୁରୀ ବଳଙ୍ଗା ବାୟାବରରେ ଛାତ୍ରୀ ପୋଡ଼ି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ଘଟଣାର ୩୬ ଘଣ୍ଟା ପରେ ନା ଅଭିଯୁକ୍ତ ଗିରଫ ହୋଇଛନ୍ତି ନା ଚିହ୍ନଟ ହୋଇଛନ୍ତି ।  ଆଜି ଖୋଦ୍ ଡିଜି ଘଟଣା ସ୍ଥଳକୁ ଯାଇଥିଲେ ।  ସାଙ୍ଗରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପି ଉପସ୍ଥିତ ଅଛନ୍ତି  ।  ଅନ୍ୟପଟେ ଆଜି ଦ୍ବିତୀୟ ଦିନରେ ମଧ୍ୟ ଘଟଣାସ୍ଥଳରେ ୧୦ ଜଣିଆ ଫରେନସିକ୍ ଟିମ ତଦନ୍ତ କରୁଛନ୍ତି  […]

ସଂପୂର୍ଣ୍ଣ ପଢନ୍ତୁ
Wear

ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତର ଯୋଜନା, ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପରେ ସାମରିକ ଘାଟୀ

ନୂଆଦିଲ୍ଲୀ : ଆରବ ମହାସାଗରରେ ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପକୁ ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ପ୍ରତିରକ୍ଷା ଘାଟୀ ଭାବେ ବ୍ୟବହାର କରାଯିବ। ଏବେ ଏହି ଦ୍ବୀପରେ ୧୦୫ ପରିବାର ରହୁଛନ୍ତି। ଏହି ଦ୍ବୀପ ନିକଟସ୍ଥ ସାମୁଦ୍ରିକ ମାର୍ଗ ଦେଇ ଚୀନ୍‌ ୟୁରୋପ ଏବଂ ଆଫ୍ରିକା ସହ କାରବାର କରୁଛି। ସମୁଦ୍ରରେ ଚୀନ୍‌ ଦାଦାଗିରିକୁ ଶେଷ କରିବା ପାଇଁ ଭାରତ […]

ସଂପୂର୍ଣ୍ଣ ପଢନ୍ତୁ