ବନ୍ୟାରେ ପ୍ରଭାବିତ ଲୋକଙ୍କୁ ୭ ଦିନ ମିଳିବ ରନ୍ଧା ଖାଦ୍ୟ, ରିପୋର୍ଟ ଆସିବା ପରେ ମିଳିବ କ୍ଷତିପୂରଣ
ଭୁବନେଶ୍ୱର : ବନ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ୩ଟି ଜିଲ୍ଲାର ୮ ବ୍ଲକ ପ୍ରଭାବିତ ହୋଇଛି। ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ଅଞ୍ଚଳ , ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ପ୍ରଭାବିତ ହୋଇଛି। […]
ସଂପୂର୍ଣ୍ଣ ପଢନ୍ତୁ