Untitled 1 Copy

ସମାଜସେବିକା  ଜ୍ୟୋତ୍ସ୍ନାବାଳା ମହାନ୍ତିଙ୍କ ପୁଣ୍ୟତିଥି ପାଳିତ

ରାଜ୍ୟ
Spread the love

 

କଟକ : ୪୨ ମୌଜା ପଟଣା ଗ୍ରାମର ଗର୍ବ ଓ ଗୌରବ ସମାଜସେବୀକା ଜ୍ୟୋତ୍ସ୍ନାବାଳା ମହାନ୍ତିଙ୍କ ଶ୍ରାଦ୍ଧ ଉତ୍ସବ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ସେ ଇରିଗେସନ ଡିଭିଜନରେ ଚାକିରି କାଳରେ ଆଦର୍ଶ ଶିକ୍ଷୟତ୍ରି ସମାଜସେବୀକା କିରଣ ବଳା ମହାନ୍ତିଙ୍କ ସହ ମିଶି ସମାଜ ସେବା କରୁଥିଲେ।

ତାଙ୍କର ପୁଣ୍ୟ ତିଥିରେ ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ମହାସଚିବ ରୁଦ୍ର ନାରାୟଣ ଦାସ,ଉପଦେଷ୍ଟା ଇଞ୍ଜିନିୟର ସେବକ ଶ୍ରୀକାନ୍ତ,ଚନ୍ଦନ ମହାନ୍ତି,ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ,ସନ୍ତୋଷ କୁମାର ଭୋଇ,କୂଳ ପୁରୋହିତ ଶକ୍ତି ଦତ୍ତ ଆଚାର୍ଯ୍ୟ (ଲଲୁଆ ନନା),କୋଷାଧ୍ୟକ୍ଷ ଶୁଭେନ୍ଦୁ ବରଣ ଦାସ ମହାପାତ୍ର,ଶ୍ରାବାନ୍ତିକା ମହାନ୍ତି ପ୍ରମୁଖ ପ୍ରଭୁତି ସ୍ମୃତି ଚାରଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *