ଐତିହାସିକ ଶୁନ ମସଜିଦ ପ୍ରାର୍ଥନାଗୃହର ଛାତପଡ଼ିଲା
ଜଗତସିଂହପୁର/ ଝଙ୍କଡ଼ : ଝଙ୍କଡ଼ ପ୍ରଗଣାର ସର୍ଵପୁରାତନ ଐତିହାସିକ ମସଜିଦ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂହ ଠାରେ ଆଉରଙ୍ଗଜେବଙ୍କ ଦ୍ଵାରା ନିର୍ମିତ ହେଇଥିଲା । ଏହି ମସଜିଦ ରେ ପର୍ବପର୍ବାଣୀ ଆଦି ପାଳନ ସମୟରେ ସମୁହ ନମାଜ ପାଠ ଓ ଇସଲାମିକ ଧର୍ମଗୁରୁ ମାନଙ୍କ ଦ୍ଵାରା ଧର୍ମସଭା କରାଯାଇଥାଏ । ମାତ୍ର ମସଜିଦର ସମ୍ମୁଖ ଭାଗ ଚଟାଣ ଉପରେ ଛାତ ପଡି ନଥିବାରୁ, ବ୍ରତଧାରୀମାନେ ଖରାରେ ସିଝି ଓ ବର୍ଷାରେ ଭିଜି ଉପାସନା କରିବା ସହିତ […]
ସଂପୂର୍ଣ୍ଣ ପଢନ୍ତୁ