ରାଜ୍ୟରେ ଚାଲିଛି ଟ୍ରିପଲ ଏମ ସରକାର
ଭୁବନେଶ୍ୱର, ୮।୭: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତ କ୍ରମେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଇଛି। ମନମୋହନ ପୁନଃ ସଭାପତି ନିର୍ବାଚିତ ହେବା ଅବସରରେ ପୁରୀ ଏମ୍ପି ସମ୍ବିତ ପାତ୍ର ଏକ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ଟ୍ରିପଲ ‘M’ ସରକାର ଚାଲିଛି ବୋଲି ସମ୍ବିତ କହିଛନ୍ତି। ଟ୍ରିପଲ ‘M’ ଅର୍ଥାତ ରାଜ୍ୟରେ ମୋଦି, ମୋହନ ଓ […]
ସଂପୂର୍ଣ୍ଣ ପଢନ୍ତୁ