କନକ ପୁର ଶାସନ ବଢେଇସାହି ରାସ୍ତାରେ ଯମ ବି ପଶିବନି
ଜଗତସିଂହପୁର/ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ,କନକପୁର ଗ୍ରାମ ପଞ୍ଚାୟତ ର କନକପୁର ଶାସନ ଗ୍ରାମ ର ବଢେଇସାହି ଗଳି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ, ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଡଚଉରା ଛକ ପାଖରୁ ୧୨ ନମ୍ବର ସାରଳା କେନାଲ ର ଅରଡଙ୍ଗ ପୋଲ ପାଖକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଟି ମଧ୍ଯ ଖାଲ ଢିପ ରେ ପରିଣତ […]
ସଂପୂର୍ଣ୍ଣ ପଢନ୍ତୁ