Grie

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୭ ତାରିଖ (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ, ଜୁନ୍ ୩୦ ତାରିଖ ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀ ସେମାନଙ୍କ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ଆବେଦନ […]

ସଂପୂର୍ଣ୍ଣ ପଢନ୍ତୁ
2 171 1751720338835

UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ତ୍ରିନିଦାଦ ଓ ଟୋବେଗୋର ସମର୍ଥନ

ନୂଆଦିଲ୍ଲୀ ୫।୭: ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ଆଉ ଏକ ଦେଶର ସମର୍ଥନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାତ୍ରା ମଧ୍ୟରେ ତ୍ରିନିଦାଦା ଓ ଟୋବେଗୋ ଏହି ସମର୍ଥନ ଘୋଷଣା କରିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସମକକ୍ଷ କମଲା ପ୍ରସାଦ ବିସେସରଙ୍କ ମଧ୍ୟରେ ବାର୍ତ୍ତା ହୋଇଥିଲା। ଏଥିରେ ଭାରତ ସହିତ ତ୍ରିନିଦାଦ ଓ ଟୋବେଗୋ ୬ଟି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି। ଏ ନେଇ ଶନିବାର ଜାରି ମିଳିତ ବୟାନରେ କୁହାଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ
2aa404de 9c14 4d5c Bc0c 98c9e800

ଶାବର ଶ୍ରୀକ୍ଷେତ୍ରରେ ରଥ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୋରାପୁଟ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଶ୍ରୀ ପ୍ରଧାନ ସାମିଲ ହୋଇ ମହାପ୍ରଭୁଙ୍କ ରଥ ଟାଣିଛନ୍ତି। ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରଥମେ ଆଦିବାସୀଙ୍କ ଦେବତା ରୂପେ ପୂଜା ପାଇ ଆସୁଥିଲେ। ଶବରମାନେ ଗିରିକନ୍ଦର ମଧ୍ୟରେ କାହିଁ କେତେଜ ଯୁଗରୁ ମହାପ୍ରଭୁଙ୍କୁ ପୂଜା କରି ଆସୁଥିଲେ। ବନବାସୀମାନଙ୍କର ଶ୍ରୀଜଗନ୍ନାଥଙ୍କ ସହିତ ସଂପର୍କ ଏତେ ନିବିଡ ଯେ, ଅନାଦି କାଳରୁ […]

ସଂପୂର୍ଣ୍ଣ ପଢନ୍ତୁ
2 195 1751715343422

ଗେଟ୍‌ରେ ଅପେକ୍ଷା କରିଥିଲା ସୁଟର , ୬ ସେକେଣ୍ଡରେ ହତ୍ୟା ; ସାମ୍ନାକୁ ଆସିଲା ଗୋପାଳ ଖେମକା ମର୍ଡରର ସିସିଟିଭି ଭିଡ଼ିଓ

ପାଟନା : ବିହାରର ବଡ଼ ବ୍ୟବସାୟୀ ତଥା ଉଦ୍ୟୋଗପତି ଗୋପାଳ ଖେମକାଙ୍କର ପାଟନାରେ (ଗାନ୍ଧୀ ମୈଦାନ ଥାନା ଠାରୁ, ପାଖାପାଖି ୫୦୦ ମିଟର ଦୂରତାରେ )ନିଜର ହିଁ ଆପାର୍ଟମେଣ୍ଟ ସାମ୍ନାରେ ହତ୍ୟା ହୋଇଥିଲା। ଏବେ ଏହାର ଏକ ସିସିଟିଭି ଭିଡ଼ିଓ ଆସିଛି ସାମ୍ନାକୁ। ଭିଡ଼ିଓରେ ଏକୁଟିଆ ସୁଟର ଆପାର୍ଟମେଣ୍ଟର ଗେଟ୍‌ ବାହାରେ ତାଙ୍କର ଆସିବାକୁ ଅପେକ୍ଷା କରୁଥିବାର ଦେଖିବାକୁ ମିଳୁଛି। ହେଲମେଟ୍‌ ପିନ୍ଧିଥିବା ହତ୍ୟାକାରୀ ରାତି ୧୧.୩୮ସମୟରେ ଖେମକାଙ୍କୁ ୬ ସେକେଣ୍ଟରେ ଗୁଳି ମାରିବା ପରେ ଏକ […]

ସଂପୂର୍ଣ୍ଣ ପଢନ୍ତୁ
Capture 750x430

ଗୁଳିକାଣ୍ଡ ଘଟଣାରେ ଗିରଫ ହେଲେ ୬ ଅଭିଯୁକ୍ତ

ମୟୂରଭଂଜ ଜିଲ୍ଲା ବାଇଗଣ ବାଡିଆ ନିକଟରେ ଯୁବକଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଉତରାଂଚଳ ଡିଆଇଜିଙ୍କ ନିର୍ଦ୍ଦେଶରେ ମୟୂରଭଂଜ ପୋଲିସର ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ କରି ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା । ସାଇଣ୍ଟିଫ୍ଖଳ ରିପୋର୍ଟ ଓ ସିସିଟିଭି ପୁଟେଜକୁ ଲକ୍ଷ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ ୨୩ ତାରିଖରେ ଜଣେ ଯୁବକ ମଦ […]

ସଂପୂର୍ଣ୍ଣ ପଢନ୍ତୁ
Lan

ପୁରୀରେ ବିମାନ ବନ୍ଦର: ଶାସକ-ବିରୋଧୀ ଏକଜୁଟ

ଭୁବନେଶ୍ବର: ପୁରୀରେ ବିମାନ ବନ୍ଦର ହେବା ନେଇ ଶାସକ ଦଳ ଏବଂ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଏନେଇ ବିଜେଡ଼ି ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ପୁରୀରେ ବିମାନ ବନ୍ଦର ହେବା ଅତ୍ୟନ୍ତ ଜରୁରୀ। ବିମାନ ବନ୍ଦର ଲାଗି କେନ୍ଦ୍ରକୁ ବାଧ୍ୟ କରାଯିବ। ଅନେକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମୁଦ୍ର କୂଳରେ ହୋଇଛି ଆଉ କିଛି ସମୁଦ୍ର ଭିତରେ ମଧ୍ୟ ହୋଇଛି। କେନ୍ଦ୍ର ସରକାର ଯଦି ପୁରୀରେ ବିମାନବନ୍ଦର ନ କରିବେ ଜଗନ୍ନାଥ ସଂସ୍କୃତିକୁ […]

ସଂପୂର୍ଣ୍ଣ ପଢନ୍ତୁ
Dalailama

ଅବଲୋକିତେଶ୍ୱରଙ୍କ ଆଶିର୍ବାଦ, ମୁଁ ଆଉ ୩୦-୪୦ ବର୍ଷ ବଞ୍ଚିବି: ଦଲାଇ ଲାମା

ମ୍ୟାକଲୋଡଗଞ୍ଜ ୫।୭: ଉତ୍ତରାଧିକାରୀ ଘୋଷଣାକୁ ନେଇ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ଦଲାଇଲାମା। ଶନିବାର ସେ କହିଛନ୍ତି ଯେ ‘ମୋତେ ଲାଗୁଛି ଲୋକଙ୍କ ସେବା ନିମନ୍ତେ ମୁଁ ଆଉ ୩୦-୪୦ବର୍ଷ ଜୀବିତ ରହିବି’। ମ୍ୟାକଲୋଡଗଞ୍ଜରେ ମୁଖ୍ୟ ଦଲାଇଲାମା ମନ୍ଦିର ତସୁଗଲାଗଖାଂଗରେ ରବିବାର ଜନ୍ମଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ପୂର୍ବରୁ ଅନୁଷ୍ଠିତ ଦୀର୍ଘାୟୁ ପ୍ରାର୍ଥନା ସଭାରେ ତେନଜିନ ଗ୍ୟାତସୋ କହିଛନ୍ତି ଯେ ମୋତେ ସ୍ପଷ୍ଟ ସଂକେତ ମିଳୁଛି ଅବଲୋକିତେଶ୍ୱରଙ୍କ ଆଶିର୍ବାଦ ମୋ ସହିତ ରହିଛି। ତୀବ୍ବତ ଆଧ୍ୟାତ୍ମିକ ନେତା […]

ସଂପୂର୍ଣ୍ଣ ପଢନ୍ତୁ
2 179 1751719056924

ବାଣପୁରର ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା

ଭୁବନେଶ୍ୱର: ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଏହି ସ୍ଵପ୍ନେଶ୍ଵର ମହାଦେବ ପ୍ରତିଷ୍ଠା ହୋଇଥିଲା। ପୁରାତନ କୀର୍ତ୍ତିରାଜିରେ ଭରପୁର ତଥା ଐତିହ୍ୟ ସମ୍ପର୍ଣ୍ଣ ଏହି ମନ୍ଦିରର ସୁରକ୍ଷା ପାଇଁ ୧୯୭୭-୭୮ ମସିହାରେ ସେତେବେଳର ସଂସ୍କୃତି ମନ୍ତ୍ରୀ ବିଶ୍ଵଭୂଷଣ ହରିଚନ୍ଦନ […]

ସଂପୂର୍ଣ୍ଣ ପଢନ୍ତୁ
Suna Besa

ଆସନ୍ତକାଲି ଅନୁଷ୍ଠିତ ହେବ ପବିତ୍ର ସୁନାବେଶ, ଅପରାହ୍ନ ୫ ଟା ରୁ ରାତି ୧୧ ଯାଏ ଦେବେ ଦର୍ଶନ

ପୁରୀ : ଆସନ୍ତାକାଲି  ଏକାଦଶୀ ଅବସରରେ ଅନୁଷ୍ଠିତ ହେବ ପବିତ୍ର ସୁନାବେଶ  l ବାହୁଡ଼ାଯାତ୍ରାରେ ଫେରିଥିବା ମହାପ୍ରଭୁ ଆସନ୍ତାକାଲି ବଡ ତଢ଼ାଉ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ l ରଥ ଉପରେ ମହାପ୍ରଭୁ ଙ୍କ ମଧ୍ୟାହ୍ନଧୁପ ସାରିବାପରେ ସନ୍ଧ୍ୟା ଆଳତି ସହ ମେକlପ ସର୍ବାଙ୍ଗ ନୀତି କରାଯାଇ ସୁନାବେଶ ଲାଗି କରାଯିବା l ଅପରାହ୍ନ ପ୍ରାୟ 5 ଟାରୁ ସୁନାବେଶ ରେ ମହାପ୍ରଭୁ ବିଭୂଷିତ ହୋଇ ରାତି 11 ପର୍ଯାନ୍ତ ଦର୍ଶନ ଦେବେ l ସୁନାବେଶରେ ଗତ […]

ସଂପୂର୍ଣ୍ଣ ପଢନ୍ତୁ
2 180 1751714727374

ପହଲଗାମ ଆକ୍ରମଣ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା, ହେଲେ ଅସ୍ଥିରତା ସୃଷ୍ଟି କରିବାକୁ ଭାରତ ଏହାକୁ ବ୍ୟବହାର କରୁଛି: ପାକିସ୍ତାନ

ନୂଆଦିଲ୍ଲୀ: ଦୁର୍ଭାଗ୍ୟପୂର୍ଣ୍ଣ ପହଲଗାମ ଆକ୍ରମଣକୁ ନେଇ ଭାରତ ଦେଶର ଉକ୍‌ସାଇବା ଭଳି ସ୍ଥିତି ସୃଷ୍ଟି କରି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି। ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସମର୍ଥନ କରିଥିବା ଆଜରବାଇଜାନରେ ଆର୍ଥିକ ସହଯୋଗ ସଂଗଠନ (ECO) ସମ୍ମିଳନୀରେ ଭାଷଣ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏଭଳି ଅଭିଯୋଗ ଆଣିଛନ୍ତି। ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ଦ୍ଦୋଷ ଲୋକଙ୍କ ଉପର ହୋଇଥିବା ବର୍ବରତାକୁ ସେ […]

ସଂପୂର୍ଣ୍ଣ ପଢନ୍ତୁ