923e8558 Ad43 4405 855e F0347a39a627

ମୁଳିସିଂହରେ ପରିବହନ ଟ୍ରକରେ ବିଦ୍ୟୁତ୍ ସଂଯୋଗ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର

ଜଗତସିଂହପୁର/ଝଙ୍କଡ଼ :  ଗତ ଶୁକ୍ରବାର ଦିନ ପୂର୍ବାହ୍ନ ୭ଟା ୩୦ ମିନିଟ୍ ସମୟରେ ଏକ ପରିବହନ ଟ୍ରକ ସାରଳା ପୀଠ ବାଟ ଦେଇ ଜଗତସିଂହପୁର ଅଭିମୁଖେ ଯାଉଥିବା ବେଳେ, ମୁଳିସିଂହ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ନିକଟରେ , ରାସ୍ତା ଉପରେ ଝୁଲୁଥିବା ଏକ ରୋଡକ୍ରସ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରକ୍ ଟି ଚାର୍ଜ ହୋଇ ଯାଇଥିଲା। ବୁଦ୍ଧିଖଟାଇ ଟ୍ରକର ଡ୍ରାଇଭର ଓ ହେଲ୍ପର୍ ଡୋର ଖୋଲି ତଳକୁ ଡେଇଁ ପଡ଼ିଥିଲେ। ଯାତାୟାତ କରୁଥିବା ଯାତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
0f08011d 06e5 40be A00e 9bc5da7df9ec

ବର୍ଷେ ନପୁରୁଣୁ ସଅଁରା – ସାରଳା ରାସ୍ତାଉପରୁ ପିଚୁ ଉଠିଲାଣି, ଉଭୟ ପାର୍ଶ୍ଵର ମାଟି ଫିଲିଙ୍ଗ ବି ଅଧାପନ୍ତୁରିଆ

ଜଗତସିଂହପୁର/ଝଙ୍କଡ଼ :  ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠ ରୁ ଜଗତସିଂହପୁର ଜିଲ୍ଲା ସଦର ମହକୁମାକୂ ସଂଯୋଗ ହୋଇଥିବା ସଅଁରା – ସାରଳା ରାସ୍ତା ର ଉନ୍ନତିକରଣ ପାଇଁ ପୂର୍ତ୍ତ ବିଭାଗ ତରଫରୁ ଏକକୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ କାମ ସରିବାର ମାତ୍ର ବର୍ଷେ ନପୁରୁଣୁ କେତେକ ସ୍ଥାନରେ ପିଚୁ ଉଠିଲାଣି। ଏହା ସହିତ ଗୋଡ଼ି ମଧ୍ୟ ଉଠିଯାଇ ଥିବରୁ ରାସ୍ତାର ମୋଡ ସ୍ଥାନ ମାନଙ୍କରେ ଛୋଟ ବଡ ଦୁର୍ଘଟଣା ମାନ ଘଟି ଚାଲିଚି। […]

ସଂପୂର୍ଣ୍ଣ ପଢନ୍ତୁ
5b10fe88 3493 495f 8e3b 6d0c6dd31e88

ଅପରିଚିତ ଅସହାୟ ବୃଦ୍ଧାଙ୍କ ସହାୟ ହେଲା ମା ଶାରଳା ଫାଉଣ୍ଡେସନ

ଜଗତସିଂହପୁର/ଝଙ୍କଡ :  ତିର୍ତ୍ତୋଲ ବ୍ଲକ ଅଧିନ ମୁଳିସିଂ ପଞ୍ଚାୟତ ତଥା ଗ୍ରାମ ହାଟରେ ଦୈନିକ ଝାଡୁରେ ସଫା ରଖି ଆସୁଥିବା ବିକି ମାଉସୀ ହଠାତ ଅସୁସ୍ଥ ହୋଇ ପଡିବାରୁ ଅଜ୍ଞାତ ଅସହାୟ ଭାବି ସ୍ଥାନୀୟ ସରପଞ୍ଚ ସାଫି ଆଜାମ୍ ତାଙ୍କୁ ସେଠାରୁ ଉଦ୍ଧାର କରି ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ସାରଳା ଫାଉଣ୍ଡେସନକୁ ହସ୍ତାନ୍ତର କରିଥିଲେ। ମା ଶାରଳା ଫାଉଣ୍ଡେସନର ପ୍ରତିଷ୍ଠାତା ସୋନାଲି ମହାନ୍ତି ଓ ସଦସ୍ୟ ସଦସ୍ୟା ହୃଷିକେଶ ପରିଜା, ସ୍ମୃତି […]

ସଂପୂର୍ଣ୍ଣ ପଢନ୍ତୁ
Vij

ବିଜୟ ଟିଭିକେର ମୁଖ୍ୟମନ୍ତ୍ରୀ ଚେହେରା, ବିଜେପି ସହ ହେବନି ମେଣ୍ଟ

ଚେନ୍ନଇ: ୨୦୨୬ ତାମିଲନାଡ଼ୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ଶୁକ୍ରବାର ବଡ଼ ଘୋଷଣା କରିଛି। ଅଭିନେତା ଥଲପତି ବିଜୟ ହୋଇଛନ୍ତି ଦଳର ମୁଖ୍ୟମନ୍ତ୍ରୀ ଚେହେରା। ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ ଚନ୍ଦ୍ରଶେଖର ଓରଫ୍‌ ଥଲପତି ବିଜୟଙ୍କୁ ୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଏଥିସହ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଦଳ ଏକାକୀ ଲଢିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ବିଜୟ […]

ସଂପୂର୍ଣ୍ଣ ପଢନ୍ତୁ
Puri

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା, ପୁରୀ ହେବ ମହାନଗର ନିଗମ

ପୁରୀ : ବଢିବ ପୁରୀର କଳେବର ।  ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ଘୋଷଣା ।  କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷ ସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ, ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ଘୋଷଣା କରିଛନ୍ତି ମୋହନ ମାଝୀ । ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାୟତକୁ ସାମିଲ କରି ପୁରୀ […]

ସଂପୂର୍ଣ୍ଣ ପଢନ୍ତୁ
Reaf

ମୋଦୀଙ୍କୁ ସ୍ବାଗତ କରିବା ପାଇଁ ବରବେଶରେ ସଂସଦରେ ପହଞ୍ଚିଥିଲେ ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ମୋଦୀ ପ୍ରଥମେ ଦକ୍ଷିଣ ଆଫ୍ରିକାର ଘାନାରେ ଯାଇ ପହଞ୍ଚିଥିଲେ। ଘାନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଅନେକ ସାଂସଦ ଭାରତୀୟ ପୋଷାକ ଧୋତି-କୁର୍ତ୍ତା ଏବଂ ଶାଢ଼ି ପିନ୍ଧି ସଂସଦରେ ପହଞ୍ଚିଥିଲେ। ଏହି ହୃଦୟସ୍ପର୍ଶୀ ଘଟଣାର ସୁନ୍ଦର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ସାଂସଦ […]

ସଂପୂର୍ଣ୍ଣ ପଢନ୍ତୁ
Image 2

ଶରଧାବାଲିରେ ଦଳାଚକଟା ଅଘଟଣ ପାଇଁ ସତ୍ୟବାଦୀ ବିଧାୟକ ଦାୟୀ: ଆପ୍

ପୁରୀ: ପୁରୀ ଶ୍ରୀମନ୍ଦିରର ପବିତ୍ରତା ଓ ପରମ୍ପରାକୁ ନଷ୍ଟ କଲେ ସତ୍ୟବାଦୀ ବିଧାୟକ । ଏଭଳି ଅଭିଯୋଗ ଆଣି ଆଜି ସାମ୍ବାଦିକ ସମିଳନୀ କରି ବିଧାୟକଙ୍କ ଉପରେ ଜୋରଦାର ବାର୍ଷିଛି ପୁରୀ ଆମ ଆଦମୀ ପାର୍ଟି । ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଭିଡିଓ, ଯେଉଁ ଭିଡ଼ିଓ ଟିରେ ରଥଯାତ୍ରା ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଶ୍ରୀମନ୍ଦିର ଭିତରକୁ ଉତ୍ତର ଦ୍ୱାର ଦେଇ ପ୍ରବେଶ କରୁଛନ୍ତି ସତ୍ୟବାଦୀ ବିଧାୟକ ଓମ ପ୍ରକାଶ […]

ସଂପୂର୍ଣ୍ଣ ପଢନ୍ତୁ
Jam

ରାଜଧାନୀରେ ଝଡ-ତୋଫାନ ପାଇଁ ଚେତାବନୀ; ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ

ନୂଆଦିଲ୍ଲୀ : ଦେଶରେ ଅଧିକାଂଶ ସ୍ଥାନରେ ପାଗରେ ପରିବର୍ତ୍ତନ ଘଟିଥିବା ଦେଖିବାକୁ ମିଳିଛି। ଦିଲ୍ଲୀରେ ବିଳମ୍ବିତ ରାତିରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀରେ ଅଧିକାଂଶ ସ୍ଥାନରେ ଝଡ-ତୋଫାନ ସହ ପ୍ରବଳ ବର୍ଷାର ସମ୍ଭାବନା ଥିବା ନେଇ ସତର୍କ ସୂଚନା ଜାରି କରିଛି । ଚାମୋଲି ପୁଲିସ ସୂଚନା ଦେଇଛି ଯେ ନନ୍ଦପ୍ରୟାଗ ଏବଂ ଭାନେରପାଣି ନିକଟରେ ପାହାଡ଼ରୁ ଭଗ୍ନାବଶେଷ ପଡ଼ିଛି, ଫଳରେ ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 03 151217 750

ପୁଣି ଜାମିନ୍ ଆବେଦନ କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର: ପୁଣି ଜାମିନ୍ ଆବେଦନ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଜାମିନ୍ ଆବେଦନ କଲେ । ଗତକାଲି SDJM କୋର୍ଟରେ ଜାମିନ୍ ଆବେଦନ ଖାରଜ ହୋଇଥିଲା । ସୋମବାର ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ଗୁରୁବାର ଆତ୍ମସମର୍ପଣ କରିବା ପରେ ଜଗନ୍ନାଥ ପ୍ରଧାନଙ୍କୁ କମିଶନରେଟ ପୋଲିସ୍ ଗିରଫ କରିଛି । ତାଙ୍କ ନାଁରେ ୧୨୧(୨) ଧାରା ଭଳି ସଙ୍ଗୀନ ଧାରା ଲଗାଇ ତାଙ୍କୁ ଗିରଫ କରିଛି ପୋଲିସ୍ […]

ସଂପୂର୍ଣ୍ଣ ପଢନ୍ତୁ
Bjp 1

୮ରେ ହେବ ବିଜେପି ରାଜ୍ୟ ସଭାପତି ଘୋଷଣା, ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର : ମନମୋହନ ପୁଣି ରିପିଟ ହେବେ ନାଁ ନୂଆ ଚେହେରାଙ୍କୁ ଦାୟିତ୍ବ ?  ଜୁଲାଇ ୮ ରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମୁଖିଆ ।  ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ।  ୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ୭ ତାରିଖରେ ହେବ ନାମାଙ୍କନ ପତ୍ର ଦାଖଲ ।  ୮ ତାରିଖରେ ଭୋଟ ଓ ଫଳାଫଳ ଘୋଷଣା ହେବ ।  ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ […]

ସଂପୂର୍ଣ୍ଣ ପଢନ୍ତୁ