ଜନ୍ମାଷ୍ଟମୀ ଶୋଭାଯାତ୍ରାରେ ଅଘଟଣ, ରଥ ସହିତ ବିଦ୍ୟୁତ ତାର ଲାଗିବାରୁ ୫ ମୃତ
ହାଇଦ୍ରାବାଦ : ହାଇଦ୍ରାବାଦର ରାମନ୍ଥପୁର ଅଞ୍ଚଳରେ ବଡ଼ ଅଘଟଣ । ଜନ୍ମାଷ୍ଟମୀ ଶୋଭାଯାତ୍ରା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ରହିଛନ୍ତି । ଘଟଣାଟି ରାମନ୍ଥପୁର ଅଞ୍ଚଳର ଗୋପାଳ ନଗରରେ ହୋଇଛି । ଖବର ମୁତାବକ, ରାମନ୍ଥପୁର ଗୋପାଳ ନଗରରେ ଜନ୍ମାଷ୍ଟମୀ ଶୋଭାଯାତ୍ରା ସମୟରେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଏଥିରେ ଥିବା ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ […]
ସଂପୂର୍ଣ୍ଣ ପଢନ୍ତୁ