ପ୍ରଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍, ଭୋଟ୍ ଗଣନାରେ ପରାଜିତ ପ୍ରାର୍ଥୀ ଜିତିଲେ
ଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍ ଏବଂ ରେଜିଷ୍ଟ୍ରାରଙ୍କ ତତ୍ତ୍ୱାବଧାନରେ କରାଗଲା ଭୋଟ୍ ଗଣନା । ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଭୋଟ୍ ଗଣନାରେ ଜିତିଥିଲେ ପରାଜିତ ପ୍ରାର୍ଥୀ । ହରିୟାଣାର ପାଣିପତର ବୁଆନା ଲଖୁ ଗାଁରେ ସରପଞ୍ଚ ପଦବୀ ବିବାଦକୁ ନେଇ ହୋଇଥିଲା ମାମଲା । ଏହି ମାମଲାରେ, ସୁପ୍ରିମକୋର୍ଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଏବଂ ନିର୍ବାଚନରେ ବ୍ୟବହୃତ ଅନ୍ୟାନ୍ୟ ରେକର୍ଡକୁ ସମନ କରିଥିଲେ ଏବଂ ଭୋଟ୍ ଗଣନା କରିଥିଲେ । […]
ସଂପୂର୍ଣ୍ଣ ପଢନ୍ତୁ