ସମାଜସେବୀଙ୍କ ପରଲୋକ
ବୟାଳିଶ ମୌଜା : ଦେଉଳି ନିବାସୀ ସମାଜସେବୀ ରବୀନ୍ଦ୍ର ନାଥ ପତିଙ୍କର 85 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳ ଓ ପରୋପକାରୀ ବ୍ୟକ୍ତି ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ଜ୍ଞାତି କୁଟୁମ୍ବ, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ଏକ ମାତ୍ର ପୁତ୍ର ସନ୍ତୋଷ କୁମାର ପତି 42ମୌଜା ବିକାଶ ପରିଷଦ ତଥା ଶାନ୍ତି କମିଟିର […]
ସଂପୂର୍ଣ୍ଣ ପଢନ୍ତୁ