ଋଣ ଓ ଚାକିରି ଦେବା ନାଁରେ ଟଙ୍କା ଠକେଇ, ଅପରେସନ ‘ସାଇବର କବଚ’ରେ ଧରିଲା ପୁଲିସ
ଜଗତସିଂହପୁର: ସାଇବର ଅପରାଧ ଓ ଅପରାଧୀଙ୍କୁ ଦମନ ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ୍ ‘କବଚ’ରେ ଜଗତସିଂହପୁର ପୁଲିସ ଦୁଇଟି ମ୍ୟୁଲ ଆକାଉଣ୍ଟ ଠାବ କରିଛି। ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା କାରବାର ହୋଇଥିବା ପୁଲିସ ଜାଣିବାକୁ ପାଇଛି। ଗୋଟିଏ ମାମଲାରେ ଋଣ ଦେବା ନାଁରେ ଟଙ୍କା ଠକେଇ ହୋଇଥିବା ବେଳେ ଅନ୍ୟ ଏକ ମାମଲାରେ ଚାକିରି ଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ଆଇଆଇସି […]
ସଂପୂର୍ଣ୍ଣ ପଢନ୍ତୁ